କାରଣ ଏହି ୟିରୁଶାଲମକୁ ମୁଁ କ୍ଷତି କରିବାକୁ ଅଭିୟାନ ଆରମ୍ଭ କରିଛି। ତାହା ମାରେ ନାମକୁ ଧାରଣ କରିଛି। ତୁମ୍ଭମାନେେ କହିବାର ଆମ୍ଭମାନେେ ଦଣ୍ଡିତ ହବେୁ ନାହିଁ। ମାତ୍ର ତୁମ୍ଭମାନେେ ଭୁଲ୍ କହୁଅଛ। ଆମ୍ଭେ ସମଗ୍ର ପୃଥିବୀବାସୀଙ୍କ ଉପ ରେ ଖଡ୍ଗ ଚଳାଇବା। ଏହା ସଦାପ୍ରଭୁ କହନ୍ତି।
Cross references
ତୁମ୍ଭେ ତୁମ୍ଭର ନିବାସଭୂମି ସ୍ବର୍ଗ ରେ ଥାଇ ସମାନଙ୍କେର ପ୍ରାର୍ଥନା ଶୁଣ; ସହେି ବିଦେଶୀ ଲୋକମାନଙ୍କର ପ୍ରାର୍ଥନା ଅନୁସାରେ ସମାନଙ୍କେୁ ଫଳ ଦିଅ; ତାହାହେଲେ ସମାନେେ ଇଶ୍ରାୟେଲ ଲୋକପରି ତୁମ୍ଭକୁ ଭୟ ଓ ଭକ୍ତି କରିବେ। ଆଉ ମଧ୍ଯ ସବୁ ସ୍ଥାନ ରେ ସବୁଲୋକ ତୁମ୍ଭର ସମ୍ମାନ ଉଦ୍ଦେଶ୍ଯ ରେ ମୁଁ ଏହି ମନ୍ଦିର ନିର୍ମାଣ କରିଛି ବୋଲି ଜାଣିବେ।
ଏହା ନିଶ୍ଚିତ ସତ୍ଯ ଯେ ଦୁଷ୍ଟ ଲୋକମାନେ ଦଣ୍ଡ ପାଇବେ ଏବଂ ଧାର୍ମିକମାନେ ମୁକ୍ତି ପାଇବେ।
ଭଲ ଲୋକମାନେ ପୃଥିବୀ ରେ ପୁରସ୍କୃତ ହବେେ, ଦୁଷ୍ଟ ପାପୀଗଣ ତାଙ୍କର ପାପ ଭୋଗ କରିବେ।
ଯେଉଁ ଲୋକ ଦରିଦ୍ରକୁ ଉପହାସ କରେ, ସେ ଆପଣାର ସୃଷ୍ଟିକର୍ତ୍ତାଙ୍କୁ ଅପମାନ କରେ। ପୁଣି ଯେ କହେି ଅନ୍ୟ ଲୋକର ବିପଦ ରେ ଆନନ୍ଦ କରେ, ସେ ଦଣ୍ଡ ପାଇବ।
ମାରେ ପ୍ରଭୁ ୟିରୁଶାଲମ ଓ ସିୟୋନ ପର୍ବତ ବିରୁଦ୍ଧ ରେ ସମସ୍ତ କାର୍ୟ୍ଯ ସମାପ୍ତ କଲାପ ରେ ଅଶୂରକୁ ଦଣ୍ଡ ଦବେେ। କାରଣ ଅଶୂରର ରାଜା ଅତି ଅହଙ୍କାରୀ ଓ ତାଙ୍କର ଗର୍ବ ତାଙ୍କୁ କୁକର୍ମ କରାଇଛି। ତେଣୁ ପରମେଶ୍ବର ତାଙ୍କୁ ଦଣ୍ଡ ଦବେେ।
ତା'ପ ରେ ତୁମ୍ଭେ ସମାନଙ୍କେୁ କହିବ, 'ସଦାପ୍ରଭୁ ଏହା କହନ୍ତି, ଦେଖ ! ସମସ୍ତ ଦେଶବାସୀଙ୍କୁ, ଦାଉଦର ଭବିଷ୍ଯତ୍ ବଂଶଧରମାନଙ୍କୁ ସମସ୍ତ ଯାଜକଗଣଙ୍କୁ, ସମସ୍ତ ଭବିଷ୍ଯତବକ୍ତାଙ୍କୁ ଏବଂ ୟିରୁଶାଲମ ନିବାସୀଙ୍କୁ ଆମ୍ଭେ ମାତାଲ ଲୋକମାନଙ୍କ ପରି ଅସହାୟ କରିବା।
ଆଉ କୁହ, ' ହେ ଯିହୁଦାର ରାଜାଗଣ ଓ ୟିରୁଶାଲମ ନିବାସୀମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ। ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନକୁ ଦୁର୍ଦ୍ଦଶା ଆଣୁଅଛୁ। ତାହା ୟିଏ ଶୁଣିବ ସେ ଭୟ ରେ ଶିହିରି ଉଠିବ।
ପୁଣି ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ଓ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ। ଯେଉଁ ଗୋଷ୍ଠୀମାନଙ୍କ ମଧିଅରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ। ସହେି ସମସ୍ତଙ୍କୁ ସୂର୍ଣ୍ଣ ରୂପେ ସଂହାର କରିବା। ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସୂର୍ଣ୍ଣ ରୂପେ ସଂହାର କରିବା ନାହିଁ। ତଥାପି ଆମ୍ଭେ ବିବଚେନା ପୂର୍ବକ ତୁମ୍ଭମାନଙ୍କୁ ଶାସ୍ତି ଦବୋ। ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।
ସଦାପ୍ରଭୁ କହନ୍ତି, ହେ ମାରେ ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ। କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ, ଯେଉଁମାନଙ୍କରୁ ଆମ୍ଭେ ତୁମ୍ଭକୁ ତଡ଼ି ଦଇେଅଛୁ, ଆମ୍ଭେ ସମାନଙ୍କେୁ ସଂହାର କରିବା। ମାତ୍ର ଆମ୍ଭେ ତୁମ୍ଭକୁ ସଂହାର କରିବା ନାହିଁ। ଆମ୍ଭେ ତୁମ୍ଭକୁ ବିବଚେନା ପୂର୍ବକ ଶାସ୍ତି ଦବୋ। ମାତ୍ର ତୁମ୍ଭକୁ ଦଣ୍ଡ ନ ଦଇେ ଛାଡ଼ିବା ନାହିଁ।
ମାତ୍ର ସଦାପ୍ରଭୁ କହନ୍ତି, ଦେଖ, ଯେଉଁମାନଙ୍କର ସହେି ପାତ୍ର ରେ ପାନ କରିବାର ନାହିଁ, ସମାନେେ ତହିଁରେ ପାନ କରିବେ। କିନ୍ତୁ ଇଦୋମ, ତୁମ୍ଭେ ପାନ କରିବାର ଯୋଗ୍ଯ ଓ ତୁମ୍ଭେ ନିଶ୍ଚିତ ପାନ କରିବ। ତୁମ୍ଭେ ସର୍ବତୋଭାବେ ଦଣ୍ଡିତ ହବେ। ତୁମ୍ଭେ ଦଣ୍ଡରୁ କବେେ ରକ୍ଷା ପାଇବ ନାହିଁ।
ଆଉ ଆମ୍ଭ ମନ୍ଦିରରୁ ଏହି ଅଭିୟାନ ଆରମ୍ଭ କର। ତେଣୁ ସମାନେେ ମନ୍ଦିରର ସମ୍ମୁଖ ରେ ଉପସ୍ଥିତ ଥିବା ପ୍ରାଚୀନଗଣଠାରୁ ଆରମ୍ଭ କଲେ।
ପରମେଶ୍ବର କହିଲେ, ଯଦି ମୁଁ ସହେି ଦେଶ ବିରୁଦ୍ଧ ରେ ଖଡ୍ଗ ଉଠାଏ ଓ ଏହାକୁ ଆଜ୍ଞା କରେ, ଦେଶ ମଧିଅରେ ୟିବା ପାଇଁ ଓ ମନୁଷ୍ଯ ଏବଂ ପଶୁକୁ ହତ୍ଯା କରିବା ପାଇଁ,
ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ତେଣୁ ଚିନ୍ତାକର ୟିରୁଶାଲମ ପ୍ରତି କି ମହା ଅନିଷ୍ଟ ଘଟିବ ? ଯେତବେେଳେ ମୁଁ ଚାରି ମହାଦଣ୍ଡ ଯଥା : ଖଡ୍ଗ, ଦୁର୍ଭିକ୍ଷ, ହିଂସ୍ରଜନ୍ତୁ ଓ ମହାମାରୀ ପଠାଇବି, ସେତବେେଳେ ମନୁଷ୍ଯ ଓ ପଶୁ ସମସ୍ତେ ଉଚ୍ଛନ୍ନ ହବେେ।
ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମୁଁ ମାରେ ସମସ୍ତ ପର୍ବତ ରେ ଖଡ୍ଗକୁ ଗୋଗ ବିରୁଦ୍ଧ ରେ ଆଣିବି। ତାହାର ସୈନ୍ଯସାମନ୍ତମାନେ ଏପରି ବିହ୍ବଳ ହବେେ ସମାନେେ ପରସ୍ପର ବିରୁଦ୍ଧ ରେ ଖଡ୍ଗ ଆଣିବେ।