ମାତ୍ର କୌଣସି ଭବିଷ୍ଯଦବକ୍ତା ସ୍ବର୍ଗୀଯ ସଭା ରେ ସଦାପ୍ରଭୁଙ୍କର ବାକ୍ଯ ପ୍ରତ୍ଯକ୍ଷ ଭାବରେ ଶୁଣିବାକୁ ତାଙ୍କ ସମ୍ମୁଖ ରେ ଠିଆ ହାଇେ ନାହିଁ। କହେି ତାଙ୍କର ବାକ୍ଯ ମନୋୟୋଗ ସହକା ରେ ଶୁଣି ନାହିଁ।
Cross references
ତହିଁରେ କନାନାର ପୁତ୍ର ସିଦିକିଯ ମୀଖାଯର ଗାଲ ରେ ଏକ ଗ୍ଭପୁଡା ମାରି କହିଲା, ତୁମ୍ଭେ ଭାବୁଛ କି ସଦାପ୍ରଭୁଙ୍କ ଆତ୍ମା ମାେତେ ଛାଡି ଦଇେଛନ୍ତି ଓ ବର୍ତ୍ତମାନ ତୁମ୍ଭ ମାଧ୍ଯମ ରେ କହୁଛନ୍ତି। ତୁମ୍ଭକୁ କିପରି କହିଲେ?
ଏହା ଶୁଣି ସିଦିକିଯ ମୀଖାଯ ନିକଟକୁ ଗଲା ଓ ତାଙ୍କ ଗାଲକୁ ଆଘାତ କଲା। ସିଦିକିଯ କହିଲା, ମୀଖାଯ, ସଦାପ୍ରଭୁଙ୍କ ଆତ୍ମା ତୋତେ ଏହା କହିବା ନିମନ୍ତେ ମାେ'ଠାରୁ କେଉଁ ବାଟରେ ଗଲେ ?
ତୁମ୍ଭେ ପରମେଶ୍ବରଙ୍କ ଗୋପନ ଯୋଜନା ବିଷଯ ରେ କିଛି ଜାଣ କି ? ତୁମ୍ଭେ କ'ଣ ନିଜକୁ ଏକମାତ୍ର ଜ୍ଞାନୀ ବୋଲି ଭାବୁଛ ?
କହେି ପରମେଶ୍ବରଙ୍କୁ ଜ୍ଞାନ ବିଷଯ ରେ ଶିକ୍ଷା ଦଇପୋରିବ କି ? ପରମେଶ୍ବର ମଧ୍ଯ ଅତି ଉଚ୍ଚ ସ୍ଥାନ ରେ ବାସ କରୁଥିବା ଲୋକମାନଙ୍କ କଥା ବିଚାର କରନ୍ତି।
ସଦାପ୍ରଭୁ ସର୍ବଦା ଗୁପ୍ତ ବିଷଯ ସବୁ ତାଙ୍କର ଅନୁୟୋଗୀମାନଙ୍କୁ କୁହନ୍ତି। ସେ ତାଙ୍କର ବ୍ଯବସ୍ଥା ସବୁ ସମାନଙ୍କେୁ ନିଯମ ପ୍ରଦାନ କରନ୍ତି।
କହେି ସଦାପ୍ରଭୁଙ୍କ ଆତ୍ମାକୁ ଆଦେଶ ଦଇେଅଛି କି ? ପୁଣି ମନ୍ତ୍ରୀ ହାଇେ କହେି ତାଙ୍କୁ ନିର୍ଦ୍ଦଶେ ଦଇେଅଛି କି ?
ସମାନେେ ଯଦି ଆମ୍ଭ ସ୍ବର୍ଗୀଯ ସଭା ରେ ଠିଆ ହଇେଥାନ୍ତେ, ତବେେ ସମାନେେ ଆମ୍ଭର ଲୋକମାନଙ୍କୁ ଆମ୍ଭର ବାକ୍ଯ ଶୁଣାଇ ଥାଆନ୍ତେ। ଆଉ ସମାନେେ ସମାନଙ୍କେୁ କୁପଥରୁ ଓ କୁକର୍ମରୁ ନିବୃତ୍ତ କରାଇଥାଆନ୍ତେ।
ସଦାପ୍ରଭୁ ମାରେପ୍ରଭୁ, କୌଣସି ଯୋଜନା ତାଙ୍କର ସବେକର ଅଗୋଚର ରେ କରନ୍ତି ନାହିଁ।
ମୁଁ ତୁମ୍ଭମାନଙ୍କୁ ବର୍ତ୍ତମାନ ସବେକ ବୋଲି କହୁନାହିଁ। ଜଣେ ସବେକ,ତାର ମୁନିବ କ'ଣ କରେ, ଜାଣେ ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୁଁ ପରମପିତାଙ୍କଠାରୁ ଯାହା ସବୁ ଶୁଣିଛି ତାହା କହିଛି।
ପ୍ରଭୂଙ୍କ ମନ କଥା କିଏ ଜାଣି ଅଛି? କ'ଣ କରିବାକୁ ହବେ ବୋଲି ପ୍ରଭୂଙ୍କୁ କିଏ କହିବ ? ୟିଶାଇୟ 40:13