Home Bibles ☰ Books ଦିତୀୟ ବଂଶାବଳୀ 18:23 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 18:23 · ଓଡ଼ିଆ ବାଇବେଲ

ଏହା ଶୁଣି ସିଦିକିଯ ମୀଖାଯ ନିକଟକୁ ଗଲା ଓ ତାଙ୍କ ଗାଲକୁ ଆଘାତ କଲା। ସିଦିକିଯ କହିଲା, ମୀଖାଯ, ସଦାପ୍ରଭୁଙ୍କ ଆତ୍ମା ତୋତେ ଏହା କହିବା ନିମନ୍ତେ ମାେ'ଠାରୁ କେଉଁ ବାଟରେ ଗଲେ ?

Cross references

ପ୍ରଥମ ରାଜାବଳୀ 22:23

ମୀଖାଯ ଶଷେ ରେ କହିଲେ, ଦେଖ, ସଦାପ୍ରଭୁ ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ମିଥ୍ଯା କୁହାଇଛନ୍ତି। ସଦାପ୍ରଭୁ ତୁମ୍ଭ ଉପରେ ଏକ ବଡ ବିପତ୍ତି ଆଣିବାକୁ ନିଷ୍ପତ୍ତି କରିଛନ୍ତି।

ଦିତୀୟ ବଂଶାବଳୀ 18:10

ସିଦିକିଯ କନାନା ନାମକ ବ୍ଯକ୍ତିର ପୁତ୍ର ଥିଲା। ସିଦିକିଯ ଲୁହାରୁ କେତକେ ଶିଙ୍ଗା ନିର୍ମାଣ କରିଥିଲା। ସିଦିକିଯ କହିଲା, ସଦାପ୍ରଭୁ କହନ୍ତି, ' ସମାନେେ ସମ୍ପୂର୍ଣ୍ଣ ବିନଷ୍ଟ ନ ହବୋ ପର୍ୟ୍ଯନ୍ତ ତୁମ୍ଭେ ଏହି ଲୌହ-ଶିଙ୍ଗା ଅରାମୀଯମାନଙ୍କୁ ବିଦାରିବା ନିମନ୍ତେ ବ୍ଯବହାର କରିବ।'

ଯିଶାଇୟ 50:5

ମାରେ ପ୍ରଭୁ ସଦାପ୍ରଭୁ ମାରେ କର୍ଣ୍ଣକୁ ମୁକ୍ତ କରିଛନ୍ତି ; ପୁଣି ମୁଁ ତାଙ୍କର ବିରୁଦ୍ଧାଚାରୀ ହାଇେ ନାହିଁ କିମ୍ବା ପଛକୁ ଫରେି ନାହିଁ।

ଯିରିମିୟ 20:2

ତେଣୁ ପଶ୍ହୂର ଭବିଷ୍ଯଦବକ୍ତା ଯିରିମିୟଙ୍କୁ ପ୍ରହାର କରି, ସଦାପ୍ରଭୁଙ୍କ ଗୃହସ୍ଥିତ ବିନ୍ଯାମୀନର ଉପର ଫାଟକରେ ଥିବା ହରିକାଠ ରେ ତାକୁ ବନ୍ଦ କରି ରଖିଲା।

ଯିରିମିୟ 29:26

ତୁମ୍ଭେ ଏହି ପତ୍ର ରେ ଉଲ୍ଲେଖ କଲ ଯେ, ସଦାପ୍ରଭୁ ତୁମ୍ଭକୁ ମନ୍ଦିରର ରକ୍ଷା କରିଥିଲେ, 'ଯିହାୟୋଦାରଦା ଯାଜକ ବଦଳ ରେ ତୁମ୍ଭକୁ ସଦାପ୍ରଭୁ ଯାଜକ କରିଛନ୍ତି। ଯଦି କହେି ବାତୁଳ ହାଇେ ନିଜକୁ ଭବିଷ୍ଯଦବକ୍ତା ବୋଲି କ ହେ, ତବେେ ତୁମ୍ଭେ ତାକୁ ବଡ଼ ହରିକାଠ ରେ ଏକ ବଡ଼େି ରେ ବାନ୍ଧି ରଖିବ।

ଯିରିମିୟଙ୍କ ବିଳାପ 3:30

ସେ ତାହାକୁ ପ୍ରହାର ପାଇଁ ଆପଣା ଗାଲ ଦଖାଇେ ଦେଉ ଏବଂ ତାଙ୍କୁ ପୂର୍ଣ୍ଣ ସନ୍ତାଷେ ପାଇବା ପାଇଁ ଅନୁ ରୋଧ କରୁ।

ମୀଖା 5:1

ବର୍ତ୍ତମାନ, ହେ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ଯଦଳକୁ ଏକତ୍ରୀତ କର। ସମାନେେ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘରେି ରହନ୍ତୁ। ସମାନେେ ମଧ୍ଯ ଇଶ୍ରାୟେଲର ବିଗ୍ଭରକଙ୍କୁ ତାଙ୍କ ଗାଲ ରେ ବାଡି ସାହାୟ୍ଯ ରେ ଆଘାତ କରିବେ।

ମାଥିଉଲିଖିତ ସୁସମାଚାର 26:67

ତା'ପରେ ସଠାେରେ ଥିବା ଲୋକମାନେ ଯୀଶୁଙ୍କ ମୁହଁ ଉପରେ ଛପେ ପକାଇଲେ, ବିଧା ମାରିଲେ। କେତକେ ଲୋକ ଚାପୁଡ଼ା ମାରିଲେ।

ମାର୍କଲିଖିତ ସୁସମାଚାର 14:65

ସଠାେରେ ଉପସ୍ଥିତ ଥିବା କେତକେ ଲୋକ ଯୀଶୁଙ୍କ ଉପରକୁ ଛପେ ପକାଇଲେ। କେତକେ ଯୀଶୁଙ୍କ ମୁହଁ ଘୋଡଇେ ଦଇେ ବିଧା ମାରିଲେ, ଓ ଆଉ କେତକେ ଥଟ୍ଟା କରି କହିଲେ, ଏବେ ତୁମ୍ଭେ ଆମ୍ଭକୁ ଦେଖଇେ ଦିଅ ଯେ, ତୁମ୍ଭେ ଜଣେ ଭବିଷ୍ଯଦ୍ବକ୍ତା। ତା'ପରେ ପ୍ରହରୀମାନେ ତାହାଙ୍କୁ ନଇେ ଯାଇ ପିଟିଲେ।

ଯୋହନଲିଖିତ ସୁସମାଚାର 9:40

ଯୀଶୁଙ୍କ ପାଖ ରେ କେତକେ ଫାରୂଶୀ ଥିଲେ। ସମାନେେ ଯୀଶୁଙ୍କର ଏପରି କହିବା ଶୁଣିଲେ। ସମାନେେ ପଚାରିଲେ, କ'ଣ? ତା ମାନେ ତୁମ୍ଭେ କହୁଛ ଯେ ଆମ୍ଭେ ମଧ୍ଯ ଅନ୍ଧ?

ଯୋହନଲିଖିତ ସୁସମାଚାର 18:22

ଯୀଶୁ ଏହି କଥା କହିବା ବେଳେ ଯୀଶୁଙ୍କ ପାଖ ରେ ଠିଆ ହାଇେଥିବା ଜଣେ ପ୍ରହରୀ ତାହାଙ୍କୁ ପ୍ରହାର କଲା। ସେ କହିଲା, ତୁମ୍ଭେ ମହାୟାଜକଙ୍କୁ ସପରେି ଉତ୍ତର ଦବୋ ଉଚିତ ନୁହେଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:2

ଏହା ଶୁଣି ମହାୟାଜକ ହନାନିୟ ତାହାଙ୍କ ପାଖ ରେ ଠିଆ ହାଇେଥିବା ଲୋକମାନଙ୍କୁ ତାହାଙ୍କ ମୁହଁ ରେ ଚ଼ାପୁଡ଼ା ମାରିବା ପାଇଁ ଆଦେଶ ଦେଲେ।

Interlinear

Choose Theme