Home Bibles ☰ Books ଯିଶାଇୟ 46:2 · ଓଡ଼ିଆ ବାଇବେଲ
ଯିଶାଇୟ 46:2 · ଓଡ଼ିଆ ବାଇବେଲ

ସମାନେେ ଅବନତ ହୁଅନ୍ତି, ସମାନେେ ଏକତ୍ର ନତ ହୁଅନ୍ତି। ସମାନେେ ଭାର ରକ୍ଷା କରି ପାରିଲେ ନାହିଁ, ନିଜେ ନିଜେ ବନ୍ଦୀ ହାଇଗେଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 18:17

ଦଶାେନକ୍ସ୍ଟସନ୍ଧାନ ନିମିତ୍ତ ୟାଇଥିବା ସହେି ପାଞ୍ଚଜଣ ଉପରକକ୍ସ୍ଟ ଗଲେ। ତା'ପରେ ସମାନେେ ଭିତରକକ୍ସ୍ଟ ପ୍ରବେଶ କରି ଏଫୋଦକକ୍ସ୍ଟ, ଗୃହ ଦବେତାଙ୍କୁ ଓ ଖାଦେିତ ପ୍ରତିମାକକ୍ସ୍ଟ ନଇଗେଲେ।

ବିଚାରକର୍ତାମାନଙ୍କ ବିବରଣ 18:24

ସେ ଉତ୍ତର ରେ କହିଲେ, ମାରେ ହାତ ରେ ତିଆରି କରିଥିବା ପ୍ରତିମାମାନଙ୍କୁ ଓ ମାରେ ଯାଜକକକ୍ସ୍ଟ ତୁମ୍ଭମାନେେ ନଇେ ୟାଇଛ। ମାରେ ଆଉ କ'ଣ ବାକି ଅଛି? ଏବଂ ତଥାପି ତୁମ୍ଭେ ପଗ୍ଭରକ୍ସ୍ଟଛ, 'ସମସ୍ଯା କ'ଣ?'

ଦିତୀୟ ଶାମୁୟେଲ 5:21

ସହେି ସ୍ଥାନ ରେ ପଲେଷ୍ଟୀୟମାନେ ସମାନଙ୍କେର ମୂର୍ତ୍ତିଗୁଡିକୁ ଛାଡି ଗ୍ଭଲିଗଲେ। ଦାଉଦ ଓ ତାଙ୍କର ପୁରୁଷମାନେ ସହେିସବୁ ମୂର୍ତ୍ତିଗୁଡିକୁ ଦୂ ରଇେ ଦେଲେ।

ଯିଶାଇୟ 36:18

ହିଜକିଯ ତୁମ୍ଭମାନଙ୍କ ପାଇଁ ଯେପରି ଦୁଃଖ ନ ମଣାଏ, ସେଥିପାଇଁ ଧ୍ଯାନ ଦିଅ। ସେ କୁହନ୍ତି, ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।' ମାତ୍ର କୌଣସି ଗୋଷ୍ଠୀଯମାନଙ୍କର ଦବେତାଗଣ ମଧ୍ଯରୁ କୌଣସି ଦବେତା କ'ଣ ଅଶୂରୀଯ ରାଜାଙ୍କ ହସ୍ତରୁ ଆପଣା ଦେଶକୁ ଉଦ୍ଧାର କରିଅଛ ? ନା।

ଯିଶାଇୟ 37:12

ମାରେ ପୂର୍ବପୁରୁଷଗଣ ଯେଉଁ ଗୋଶନ, ହାରୋଣ ଓ ରେତ୍ଶଫ୍ ଦେଶୀଯମାନଙ୍କୁ ଏବଂ ତଳଃସର ନିବାସୀ ଏଦନ-ସନ୍ତାନମାନଙ୍କୁ ବିନାଶ କଲେ, ସମାନଙ୍କେର ଦବେତାମାନେ କ'ଣ ସମାନଙ୍କେୁ ଉଦ୍ଧାର କଲେ ?

ଯିଶାଇୟ 37:19

ଆଉ ମଧ୍ଯ ସମାନେେ ସହେି ଦେଶର ଦବେତାମାନଙ୍କୁ ଅଗ୍ନି ରେ ନିକ୍ଷପେ କରିଛନ୍ତି। କାରଣ ସମାନେେ ପ୍ରକୃତ ଦବେତା ନୁହଁନ୍ତି। ମନୁଷ୍ଯ ହସ୍ତ ନିର୍ମିତ କାଷ୍ଠ ଓ ପାଷାଣ ପ୍ରତିମା। ତେଣୁ ସମାନେେ ସଗେୁଡ଼ିକୁ ବିନାଶ କରିଛନ୍ତି।

ଯିଶାଇୟ 44:17

ସଯଉଁ ଅଳ୍ପ କିଛି ଅବଶିଷ୍ଟାଂଶ ରଲହସସସସଥିସର ଏକସଦବତା, ଆପଣାରସଖାଦିତ ପ୍ରତିମା ନିର୍ମାଣ କଲର ଓ ତାକୁସଦବତାସବାଲି କସହ।ସସ ତାହା ଆଗସର ଦଣ୍ଡବତସହାଇ ପୂଜା କଲର। ଏବଂ ତାକୁ ପ୍ରାର୍ଥନା କରି କସହ, ତୁମ୍ଲଭ ଆମ୍ଭରସଦବତା, ଆମ୍ଭକୁ ରକ୍ଷା କର।

ଯିଶାଇୟ 45:20

ହେ ନାନା ଦେଶୀଯ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭମାନେେ ଏକତ୍ରୀତ ହାଇେ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖାଦେିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦବେତା ନିକଟରେ ପ୍ରାର୍ଥନା କରନ୍ତି, ସମାନଙ୍କେର କିଛି ଜ୍ଞାନ ନାହିଁ।

ଯିରିମିୟ 43:12

ନବୂଖଦନିତ୍ସର ମିଶର ଦେଶସ୍ଥ ସମସ୍ତ ଦବୋଳଯ ରେ ଅଗ୍ନି ସଂୟୋଗ କରିବ। ସେ ସଗେୁଡ଼ିକୁ ପୋଡ଼ି ସମସ୍ତ ମୂର୍ତ୍ତି ବାବିଲକୁ ନଇୟିବେ। ପୁଣି ମଷେପାଳକ ଯେପରି ଆପଣା ବସ୍ତ୍ରକୁ ପରିଚ୍ଛନ୍ନ କରେ ସହେିପରି ସେ ମିଶରକୁ ନିର୍ମଳ କରିବ। ସେ ମିଶର ରେ ଶାନ୍ତି ସ୍ଥାପନ କରି ପ୍ରସ୍ଥାନ କରିବ।

ଯିରିମିୟ 48:7

ତୁମ୍ଭମାନେେ ନିଜ କର୍ମ ରେ ଓ ଧନ ସତ୍ତି ରେ ନିର୍ଭର କରିଅଛ। ଏଣୁ ତୁମ୍ଭମାନେେ ଧରାୟିବ। ଆଉ କମାେଶ ତା'ର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହାଇୟିବେ।

ହୋଶେୟ 10:5

ଶମରିଯର ଲୋକମାନେ ବୈଥ୍-ଆବନର ବାଛୁରୀମାନଙ୍କୁ ପୂଜା କରନ୍ତି। ସହେି ଲୋକମାନେ ପ୍ରକୃତ ରେ କାନ୍ଦିବେ। ଯାଜକମାନେ ମଧ୍ଯ ପ୍ରକୃତ ରେ କାନ୍ଦିବେ। କାହିଁକି? କାରଣ ସମାନଙ୍କେର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂ ରଇେ ନିଆଗଲା।

Interlinear

Choose Theme