ଯିରିମିୟ 2:1 · ଓଡ଼ିଆ ବାଇବେଲ
ଆଉ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା :
Cross references
ଯିରିମିୟ 1:11
ଏହାପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ଯଥା, ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ ?
ଯିରିମିୟ 7:1
ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।
ଯିରିମିୟ 23:28
ଶସ୍ଯ ସହିତ ପାଳ ସମାନ ନୁହେଁ। ଦହେିପରି ଯେଉଁ ଭବିଷ୍ଯଦବକ୍ତାଗଣ ଆମ୍ଭର ସ୍ବପ୍ନ ଦେଖିଛନ୍ତି, ସମାନେେ ସେ ସ୍ବପ୍ନକଥା ପ୍ରକାଶ କରନ୍ତୁ। ଯଦି ସମାନେେ ଆମ୍ଭର ବାକ୍ଯ ପାଇଛନ୍ତି ତବେେ ସମାନେେ ବିଶ୍ବସ୍ତ ଭାବରେ ତାହା କୁହନ୍ତୁ।
ଯିହିଜିକଲ 7:1
ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟକୁ ଆସିଲା।
ଏବ୍ରୀ 1:1
ଅତୀତ ରେ ପରମେଶ୍ବର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ଯଦ୍ ବକ୍ତାମାନଙ୍କ ମାଧ୍ଯମ ରେ କଥା କହିଥିଲେ।
ପିତରଙ୍କ ଦିତୀୟ ପତ୍ର 1:21
କୌଣସି ଭବିଷ୍ଯତ୍ ବାଣୀ, ମନୁଷ୍ଯର ନିଜର ଇଚ୍ଛାରୁ ଜାତ ହାଇେ ନାହିଁ। କିନ୍ତୁ ଲୋକମାନେ ପବିତ୍ର ଆତ୍ମା ଦ୍ବାରା ଚାଳିତ ହାଇେ, ପରମେଶ୍ବରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।