Home Bibles ଯିରିମିୟ 7:1 · ଓଡ଼ିଆ ବାଇବେଲ
ଯିରିମିୟ 7:1 · ଓଡ଼ିଆ ବାଇବେଲ

ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।

Cross references

ପ୍ରଥମ ରାଜାବଳୀ 17:2

ତତ୍ପରେ ସଦାପ୍ରଭୁ ଏଲିଯଙ୍କୁ କହିଲେ,

ଯିରିମିୟ 2:1

ଆଉ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା :

ଯିରିମିୟ 25:1

ବାବିଲର ରାଜା ନବୂଖଦନିତ୍ସରର ଅଧିକାରର ପ୍ରଥମ ବର୍ଷ ରେ ଓ ଯୋଶିୟଯର ପୁତ୍ର, ଯିହୁଦାର ରାଜା ୟିହୋଯାକୀମର ଅଧିକାରର ଚତୁର୍ଥ ବର୍ଷ ରେ, ଯିହୁଦାର ସମଗ୍ର ଲୋକ ବିଷଯ ରେ ଯିରିମିୟଙ୍କ ନିକଟରେ ଏହି ବାକ୍ଯ ଉପସ୍ଥିତ ହେଲା।

Interlinear

Choose Theme