Home Bibles ବିଚାରକର୍ତାମାନଙ୍କ ବିବରଣ 5:8 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 5:8 · ଓଡ଼ିଆ ବାଇବେଲ

ପରମେଶ୍ବର ନୂତନ ନେତାମାନଙ୍କୁ ନଗର ଦ୍ବାରା ରେ ୟକ୍ସ୍ଟଦ୍ଧ କରିବାକୁ ମନୋନୀତ କଲେ। ସମଗ୍ର ଇଶ୍ରାୟେଲର 40,000 ମଧିଅରେ ଏକ ବର୍ଚ୍ଛା ବା ଢାଲ ଦଖାଗେଲା ନାହିଁ।

Cross references

ଦିତୀୟ ବିବରଣ 32:16

ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଇର୍ଷା କଲେ। ସମାନେେ ଅନ୍ୟ ଦବଗେଣଙ୍କର ପୂଜା କଲେ। ସମାନେେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ବର ସମାନଙ୍କେ ଉପରେ କୋରଧ କଲେ।

ଦିତୀୟ ବିବରଣ 32:17

ସମାନେେ ବଳିଦାନ କଲେ ସହେିମାନଙ୍କ ଉଦ୍ଦେଶ୍ଯ ରେ ଯେଉଁମାନେ ବାସ୍ତବ ରେ ଦବେତା ନକ୍ସ୍ଟହଁନ୍ତି। ଯେଉଁମାନେ ନୂତନ ଦବଗେଣ ଥିଲେ, ସମାନେେ ତାଙ୍କୁ ଜାଣି ନ ଥିଲେ। ସହେି ନୂତନ ଦବଗେଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ଯ ଜାଣି ନ ଥିଲେ।

ବିଚାରକର୍ତାମାନଙ୍କ ବିବରଣ 2:12

ସଦାପ୍ରଭୁ ମିଶରରକ୍ସ୍ଟ ସହେି ଲୋକମାନଙ୍କୁ ଇଶ୍ରାୟେଲକକ୍ସ୍ଟ ଆଣିଥିଲେ। ଏବଂ ସମାନଙ୍କେର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସବୋ କରୁଥିଲେ। କିନ୍ତୁ ଏହାପରେ ଇଶ୍ରାୟେଲର ଲୋକମାନେ ମିଥ୍ଯାବାଦୀ ଦବେତାଙ୍କୁ ସବୋ କରିବାକୁ ଲାଗିଲେ, ଯେଉଁମାନେ ସମାନଙ୍କେ ଚତଃପାଶର୍‌ବ ରେ ରହକ୍ସ୍ଟଥିଲେ। ଏହା ସଦାପ୍ରଭୁଙ୍କର କୋରଧ ଉତ୍ପନ୍ନ କଲା।

ବିଚାରକର୍ତାମାନଙ୍କ ବିବରଣ 2:17

କିନ୍ତୁ ଇଶ୍ରାୟେଲର ଲୋକମାନେ, ସମାନଙ୍କେର ବିଗ୍ଭର କର୍ତ୍ତାଗଣଙ୍କ କଥାକକ୍ସ୍ଟ ଶୁଣିଲେ ନାହିଁ। ମାତ୍ର ସମାନେେ ଅନ୍ୟ ଦବେତାଗଣଙ୍କ ପଛ ରେ ବେଶ୍ଯାପରି ଗଲେ ଓ ପ୍ରଣାମ କଲେ। ସମାନେେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ନାହିଁ, ଯେପରି ସମାନଙ୍କେର ପୂର୍ବପୁରୁଷମାନେ କରୁଥିଲେ, ତାହା ବଦଳ ରେ ସମାନେେ ସେ ପଥରକ୍ସ୍ଟ ଶୀଘ୍ର ବିମକ୍ସ୍ଟଖ ହେଲେ।

ବିଚାରକର୍ତାମାନଙ୍କ ବିବରଣ 4:3

ସୀଷରା 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇଶ୍ରାୟେଲର ଲୋକମାନେ ପ୍ରତି କୋଡିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ଯାଗ୍ଭର କଲେ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେ ସାହାୟ୍ଯ କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।

ପ୍ରଥମ ଶାମୁୟେଲ 13:19

କୌଣସି ଇଶ୍ରାୟେଲୀୟ କମାର କାମ କରୁ ନ ଥିଲେ। କାରଣ ପଲେଷ୍ଟୀୟମାନେ ଇଶ୍ରାୟେଲୀୟମାନଙ୍କୁ ଲୌହ କର୍ମ ଶିଖାଇ ନଥିଲେ ସମାନଙ୍କେର ଭୟଥିଲା ଏହାଦ୍ବାରା ଇଶ୍ରାୟେଲୀୟମାନେ ଖଡ୍ଗ ବା ବର୍ଚ୍ଛା ନିର୍ମାଣ କରିପାରିବେ।

ଯିରିମିୟ 19:4

କାରଣ ଯିହୁଦାବାସୀମାନେ ଆମ୍ଭକୁ ପରିତ୍ଯାଗ କରିଛନ୍ତି। ସମାନେେ ଏହି ସ୍ଥାନକୁ ପରଦେଶୀଯ ଦବଗେଣ ରେ ପରିପୂର୍ଣ୍ଣ କରିଛନ୍ତି। ସମାନେେ ପୂର୍ବରୁ ପୂଜା କରୁ ନ ଥିବା ଦବଗେଣଙ୍କ ନିକଟରେ ଧୂପ ଜଳାଇଛନ୍ତି। ସମାନଙ୍କେର ପୂର୍ବପୁରୁଷଗଣ ଓ ଯିହୁଦାର ରାଜାଗଣ ଯେଉଁ ଦବଗେଣଙ୍କୁ ଜାଣି ନ ଥିଲେ ସହେିମାନଙ୍କୁ ସମାନେେ ଅନୁସରଣ କରୁଛନ୍ତି। ଏହସ ସ୍ଥାନକୁ ନିର୍ଦ୍ ଦୋଷମାନଙ୍କ ରକ୍ତ ରେ ପରିପୂର୍ଣ୍ଣ କରିଅଛନ୍ତି।

Interlinear

Choose Theme