Home Bibles ☰ Books ଯିରିମିୟ 18:9 · ଓଡ଼ିଆ ବାଇବେଲ
ଯିରିମିୟ 18:9 · ଓଡ଼ିଆ ବାଇବେଲ

ପୁଣି ଏକ ସମୟ ଆସିବ ଯେତବେେଳେ ଆମ୍ଭେ କୌଣସି ଗୋଷ୍ଠୀ ଓ ରାଜ୍ଯ ବିଷଯ ରେ ଗଠନ ଓ ରୋପଣର କଥା କହିବା।

Cross references

ଉପଦେଶକ 3:2

ଜନ୍ମ ହବୋର ଏକ ସମୟ ଅଛି, ଏବଂ ମରିବ ପାଇଁ ମଧ୍ଯ ଏକ ସମୟ ଅଛି। ବୃକ୍ଷ ରୋପଣ ପାଇଁ ସମୟ ଅଛି। ବୃକ୍ଷ ଉପାଡ଼ିବା ପାଇଁ ମଧ୍ଯ ଏକ ସମୟ ଅଛି।

ଯିରିମିୟ 1:10

ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ଯଗୁଡ଼ିକର ଦାଯିତ୍ବ ରେ ନିୟୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ଯ କରିବ।

ଯିରିମିୟ 11:17

ସୈନ୍ଯାଧିପତି ସଦାପ୍ରକୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପ ରେ ମହାବିପଦ ଆସିବ। କାରଣ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସମାନେେ ବାଲ୍ଦବେ ଉଦ୍ଦେଶ୍ଯ ରେ ଧୂପ କଳାର ଆମ୍ଭକୁ ବିରକ୍ତ କରିବା ସକାେଶ ନିଜେ ନିଜେ ତାହାସବୁ କରିଛନ୍ତି।

ଯିରିମିୟ 30:18

ସଦାପ୍ରଭୁ କହନ୍ତି, ମୁଁ ଯାକୁବର ତମ୍ବୁଗୁଡ଼ିକର ବନ୍ଦୀତ୍ବର ପରିବର୍ତ୍ତନ କରିବି ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି। ସହେି ଧ୍ବଂସ୍ତ ସ୍ଥାନ ରେ ନଗର ନିର୍ମିତ ହବେ ଓ ରାଜଗୃହ ଯଥା ସ୍ଥାନ ରେ ପୁନଃନିର୍ମିତ ହବେ।

ଯିରିମିୟ 31:4

ହେ ଇଶ୍ରାୟେଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା। ତୁମ୍ଭେ ପୁନର୍ବାର ଏକ ଦେଶ ହବେ। ତୁମ୍ଭେ ପୁଣି ଆପଣା ତବଲା ରେ ବିଭୂଷିତା ହାଇେ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ଯ କରି ଗମନ କରିବ।

ଯିରିମିୟ 31:28

ଅତୀତ ରେ ଆମ୍ଭେ ସମାନଙ୍କେୁ ଉତ୍ପାଟନ, ଭଗ୍ନ, ନିପାତ, ବିନାଶ ଓ କ୍ଲେଶ ଦଇେଥିଲୁ। ମାତ୍ର ବର୍ତ୍ତମାନ ସମାନଙ୍କେୁ ନିର୍ମାଣ ଓ ରୋପଣ କରିବା। ଆଉ ସମାନଙ୍କେର ଯତ୍ନ ନଇେ ସମାନଙ୍କେୁ ଶକ୍ତିଶାଳୀ କରିବା। ଏହା ସଦାପ୍ରଭୁ କହନ୍ତି।

ଯିରିମିୟ 31:38

ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଅଛି, ଯେତବେେଳେ ୟିରୁଶାଲମ ନଗର ପୁନର୍ବାର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ନିର୍ମିତ ହବେ। ତା'ପ ରେ ହନନଲେ ଦୁର୍ଗରୁ କଣ ଫାଟକ ପର୍ୟ୍ଯନ୍ତ ତାହା ନିର୍ମିତ ହବେ।

ଯିରିମିୟ 32:41

ଆମ୍ଭେ ସମାନଙ୍କେର ମଙ୍ଗଳ ସାଧନ କରି ଖୁସି ହବୋ। ଆଉ ମଧ୍ଯ ଆମ୍ଭେ ଆପଣା ଆପଣା ମନପ୍ରାଣ ଦଇେ ସମାନଙ୍କେୁ ସ୍ଥାପିତ କରିବା।

ଆମୋଷ 9:11

ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା। ଆମ୍ଭେ କାନ୍ଥ ରେ ଥିବା କଣାସବୁ ବନ୍ଦ କରିବା। ଆମ୍ଭେ ବିଧ୍ବସ୍ତ ହାଇେଥିବା ଅଟ୍ଟାଳିକାଗୁଡିକୁ ପୁନର୍ବାର ନିର୍ମାଣ କରିବା ଓ ସେ ଗୁଡିକ ପୂର୍ବପରି ତମ୍ବୁ ନିର୍ମିତ ହବେ।

Interlinear

Choose Theme