Home Bibles ହୋଶେୟ 8:11 · ଓଡ଼ିଆ ବାଇବେଲ
ହୋଶେୟ 8:11 · ଓଡ଼ିଆ ବାଇବେଲ

ଇଫ୍ରଯିମ ପାପପୂର୍ଣ୍ଣ ମୂର୍ତ୍ତି ପୂଜା କରିବା ପାଇଁ ଅଧିକରୁ ଅଧିକ ୟଜ୍ଞବଦେୀ ନିର୍ମାଣ କଲା। ତା' ପାଇଁ ଏଗୁଡିକ ପାପ କରିବାର ୟଜ୍ଞବଦେୀ ହାଇେଛି।

Cross references

ଦିତୀୟ ବିବରଣ 4:28

ସଠାେରେ ତୁମ୍ଭମାନେେ ମନକ୍ସ୍ଟଷ୍ଯର ହସ୍ତକୃତ କାଠମଯ ଓ ପ୍ରସ୍ତରମଯ ପକ୍ସ୍ଟଣି ଯେଉଁମାନେ ଦେଖନ୍ତି ନାହିଁ, କି ଶକ୍ସ୍ଟଣନ୍ତି ନାହିଁ କି ଭୋଜନ କରନ୍ତି ନାହିଁ, କି ଆଘ୍ରାଣ କରନ୍ତି ନାହିଁ, ଏପରି ଦବଗେଣର ସବୋ କରିବ।

ଯିଶାଇୟ 10:10

ମୁଁ ସହେି ଭ୍ରଷ୍ଟାଚାରୀ ରାଜ୍ଯଗୁଡ଼ିକୁ ପରାସ୍ତ କରିଥିଲି ଓ ବର୍ତ୍ତମାନ ସଗେୁଡ଼ିକ ଶାସନ କରିବି। ଯେଉଁ ପ୍ରତିମାଗୁଡ଼ିକୁ ସହେି ଲୋକମାନେ ପୂଜା କରୁଛନ୍ତି ସଗେୁଡ଼ିକ ୟିରୁଶାଲମ ଓ ଶମରିଯାର ପ୍ରତିମାଗୁଡ଼ିକଠାରୁ ଶ୍ ରେଷ୍ଠତର।

ଯିରିମିୟ 16:13

ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବା ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ଏକ ବିଦେଶ ରେ ନିକ୍ଷପେ କରିବା। ଆଉ ସଠାେ ରେ ତୁମ୍ଭମାନେେ ଦିବାରାତ୍ର ଅନ୍ୟ ଦବଗେଣର ସବୋ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କୁ କୌଣସି ସାହାୟ୍ଯ ବା ଅନୁଗ୍ରହ କରିବା ନାହିଁ।'

ଯିରିମିୟ 17:1

ଯିହୁଦାର ପାପ ଏପରି ଏକ ସ୍ଥାନ ରେ ଲିଖିତ ହାଇେଅଛି, ଯାହାକୁ ସମାନେେ ଲିଭାଇ ପାରିବେ ନାହିଁ। ସମାନଙ୍କେର ପାପ ଲୌହ ଲେଖନୀ ଓ ହୀରକର କଣ୍ଟକ ଦ୍ବାରା ପଥର ଫଳକରେ ଲିଖିତ ହାଇେଅଛି। ଯେଉଁଟା କି ସମାନଙ୍କେର ହୃଦଯ। ଆଉ ସମାନଙ୍କେର ୟଜ୍ଞବଦେୀର ଶିଙ୍ଗ ରେ ତାହା ଖାଦେିତ ହାଇେଅଛି।

ହୋଶେୟ 5:4

ଇଶ୍ରାୟେଲର ଲୋକମାନେ ବହୁ ମନ୍ଦ କାର୍ୟ୍ଯ କରିଛନ୍ତି ଏବଂ ସହେିସବୁ ମନ୍ଦ କାର୍ୟ୍ଯ ସମାନଙ୍କେୁ ପରମେଶ୍ବରଙ୍କ ନିକଟକୁ ଫରେିବାଠାରୁ ଦୂ ରଇେ ଦଇେଛି। ସମାନେେ ସର୍ବଦା ପ୍ରତିମାଙ୍କ ପଛ ରେ ଧାଇଁ ବାକୁ ଚିନ୍ତା କରୁଛନ୍ତି। ସମାନେେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣୁ ନାହାଁନ୍ତି।

ହୋଶେୟ 10:1

ଇଶ୍ରାୟେଲ ଦ୍ରାକ୍ଷାଲତା ସଦୃଶ ପ୍ରଚୁର ଫଳ ଧାରଣ କରେ। କିନ୍ତୁ ଯେତବେେଳେ ଇଶ୍ରାୟେଲ ଅଧିକ ଜିନିଷ ଲାଭକଲେ ସେତବେେଳେ ସେ ଭଣ୍ତ ଦବେତାଙ୍କ ପୂଜା ପାଇଁ ଅଧିକ ୟଜ୍ଞବଦେୀ ନିର୍ମାଣ କଲେ। ତାଙ୍କର ରାଜ୍ଯ ଅଧିକ ଭଲ ହେଲା। ତେଣୁ ସେ ଭଣ୍ତ ଦବେତାଙ୍କ ପୂଜାଲାଗି ଅତିସୁନ୍ଦର ପଥରମାନ ସ୍ଥାପନ କଲେ।

ହୋଶେୟ 10:8

ଇଶ୍ରାୟେଲ ବହୁ ପାପ କଲା ଏବଂ ବହୁତ ଉଚ୍ଚସ୍ଥାନ ନିର୍ମାଣ କଲା। ଆବନ୍ରେ ଉଚ୍ଚସ୍ଥାନଗୁଡିକ ଧ୍ବଂସ ହବେ। ସମାନଙ୍କେର ୟଜ୍ଞବଦେୀ ଉପ ରେ କଣ୍ଟା ଓ ଅନାବନା ଘାସ ଜନ୍ମିବ। ତା'ପ ରେ ସମାନେେ ପର୍ବତଗୁଡିକୁ କହିବେ, ଆମ୍ଭମାନଙ୍କୁ ଆବୃତ୍ତ କର ଏବଂ ପାହାଡଗୁଡିକୁ କହିବେ, ଆମ୍ଭମାନଙ୍କ ଉପ ରେ ପଡିୟାଅ।

ହୋଶେୟ 12:11

ଯେ ହତେୁ ଗିଲିଯଦ ରେ ସମାନେେ ବହୁତ ଦୁଷ୍ଟ, ସମାନେେ କିଛି ହାଇପୋରିବେ ନାହିଁ। କାରଣ ଗିଲ୍ଗିଲ ରେ ସମାନେେ ଷଣ୍ତକୁ ବଳିଦାନ ଦିଅନ୍ତି। ଖାେଲା ପଡିଆ ରେ ପଥର ଗଦା ପରି ସମାନଙ୍କେର ୟଜ୍ଞବଦେୀଗୁଡିକ ହବେ।

Interlinear

Choose Theme