ମାରେ ଲୁହା ଲେଖନୀ ଓ ସୀସା ଦ୍ବାରା ମାରେ ବାକ୍ଯସବୁ ଖାଦେିତ ହବୋ ଉଚିତ୍। ସଗେୁଡ଼ିକ ଚିରଦିନ ପାଇଁ ପ୍ରସ୍ତର ଉପରେ ଖାଦେିତ ହବୋ ଉଚିତ୍।
Cross references
ଶିଳ୍ପ କର୍ମ ରେ ମୁଦ୍ରା ଖାେଳିବା ନ୍ଯାଯ ସହେି ଦୁଇ ମଣି ଉପରେ ଇଶ୍ରାୟେଲ ପୁତ୍ରଗଣର ନାମ ଖୋଳିବ। ପୁଣି ତାହା ଦୁଇ ସ୍ବର୍ଣ୍ଣ ଧାର ରେ ବନ୍ଦ କରିବ।
ଏହି ମଣି ଇଶ୍ରାୟେଲ ପୁତ୍ରମାନଙ୍କ ନାମ ନିମନ୍ତେ ସମାନଙ୍କେ ନାମ ଅନୁସାରେ ଦ୍ବାଦଶ ହବେ। ମୁଦ୍ରା ନ୍ଯାଯ ଖାଦେିତ ପ୍ରେତ୍ୟକକ ମଣି ରେ ସହେି ଦ୍ବାଦଶ ବଂଶ ନିମନ୍ତେ ପ୍ରେତ୍ୟକକ ପୁତ୍ରନ ନାମ ରହିବ।
ପରମେଶ୍ବରଙ୍କ ଦ୍ବାରା ସହେି ପ୍ରସ୍ତର ଫଳକ ନିର୍ମିତ ହାଇେଥିଲା ଏବଂ ପରମେଶ୍ବରଙ୍କ ସ୍ବହସ୍ତ ରେ ଲେଖିଥିଲେ।
ଯେଉଁଦିନ ତୁମ୍ଭମାନେେ ଯେତବେେଳେ ୟର୍ଦ୍ଦନ ନଦୀ ପାରହେଲ ଏବଂ ସହେି ଦେଶ ରେ ପ୍ରବେଶ କଲ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦଇେଛନ୍ତି। ସହେିଦିନ ହିଁ ଏକ ବୃହତ୍ ପ୍ରସ୍ତର ସ୍ଥାପନ କରି ତାହା ଲପନେ କରିବ।
ତୁମ୍ଭେ ସହେି ପ୍ରସ୍ତର ଉପରେ ଏହି ବ୍ଯବସ୍ଥାର ସମସ୍ତ କଥା ସକ୍ସ୍ଟନ୍ଦରଭାବେ ଖାେଳି ଲେଖିବ।
ଯିହୁଦାର ପାପ ଏପରି ଏକ ସ୍ଥାନ ରେ ଲିଖିତ ହାଇେଅଛି, ଯାହାକୁ ସମାନେେ ଲିଭାଇ ପାରିବେ ନାହିଁ। ସମାନଙ୍କେର ପାପ ଲୌହ ଲେଖନୀ ଓ ହୀରକର କଣ୍ଟକ ଦ୍ବାରା ପଥର ଫଳକରେ ଲିଖିତ ହାଇେଅଛି। ଯେଉଁଟା କି ସମାନଙ୍କେର ହୃଦଯ। ଆଉ ସମାନଙ୍କେର ୟଜ୍ଞବଦେୀର ଶିଙ୍ଗ ରେ ତାହା ଖାଦେିତ ହାଇେଅଛି।