Home Bibles ଯାକୁବଙ୍କ ପତ୍ 2:21 · ଓଡ଼ିଆ ବାଇବେଲ
ଯାକୁବଙ୍କ ପତ୍ 2:21 · ଓଡ଼ିଆ ବାଇବେଲ

ଅବ୍ରହାମ ଆମ୍ଭର ପିତା। ସେ ନିଜର କର୍ମଗୁଡ଼ିକ ଦ୍ବାରା ପରମେଶ୍ବରଙ୍କ ନିକଟରେ ଧାର୍ମିକ ଭାବେ ଗଣାଗଲେ। ସେ ବଦେୀ ଉପରେ ନିଜ ପୁତ୍ର ଇସ୍ହାକଙ୍କୁ ବଳି ରୂପରେ ପରମେଶ୍ବରଙ୍କଠା ରେ ଉତ୍ସର୍ଗ କଲେ।

Cross references

ଆଦି ପୁସ୍ତକ 22:9

ପରମେଶ୍ବର କହିଥିବା ସ୍ଥାନକୁ ସମାନେେ ଆସିଲେ। ସଠାେରେ ଅବ୍ରହାମ ଏକ ୟଜ୍ଞବଦେୀ ସ୍ଥାପଲ କଲେ ଏବଂ ଏହା ଉପରେ କାଠ ସଜାଡ଼ିଲେ। ଏହାପରେ ଅବ୍ରହାମ ଇସ୍ହାକକୁ ବାନ୍ଧି ୟଜ୍ଞବଦେୀର କାଠ ଉପରେ ଶୁଆଇ ଦେଲେ।

ଆଦି ପୁସ୍ତକ 22:16

ସଦାପ୍ରଭୁଙ୍କର ଦୂତ କହିଲେ, ତୁମ୍ଭର ଏକମାତ୍ର ପୁତ୍ର ଆମ୍ଭକୁ ଦବୋକୁ ସମ୍ମତ ହେଲ, ତୁମ୍ଭେ ଏପରି କଲ କାରଣ ମାେ ପାଇଁ। ମୁଁ ତୁମ୍ଭକୁ ଏହି ପ୍ରତିଜ୍ଞା କରାଇଥିଲି। ମୁଁ ସହେି ସଦାପ୍ରଭୁ ପ୍ରତିଜ୍ଞା କରିଥିଲି ଯେ,

ଯିହୋଶୂୟ 24:3

କିନ୍ତୁ ମୁ ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷ ଅବ୍ରହାମଙ୍କକ୍ସ୍ଟ ସେ ଭୂମିରକ୍ସ୍ଟ ଆଣି ନଦୀ ଏପାରି ରେ ରଖିଲି। ମୁ ତାଙ୍କୁ କିଣାନ ଦେଶର ସବୁଆଡେ ଆଗଇେ ନଲେି, ଏବଂ ତା'ର ବଂଶକକ୍ସ୍ଟ ବହକ୍ସ୍ଟ ସନ୍ତାନ ଦଲେି। ଏବଂ ତାକକ୍ସ୍ଟ ମଧ୍ଯ ଏକ ପକ୍ସ୍ଟତ୍ର ଦଲେି ଯାହାର ନାମ ଇସ୍ହାକ।

ଗୀତସଂହିତା 143:2

ମାେତେ ବିଚାର କର ନାହିଁ, ତୁମ୍ଭର ନିଜ ଦାସ। କାରଣ କହେି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଚାରରେ ଆସିପାରିବ ନାହିଁ।

ଯିଶାଇୟ 51:2

ତୁମ୍ଭମାନଙ୍କ ପିତା ଅବ୍ରହାମ ଓ ଜନ୍ମଦାତ୍ରୀ ସାରା ପ୍ରତି ଦୃଷ୍ଟି ଦିଅ। ସେ ଯେତବେେଳେ ଏକାକୀ ଥିଲା ଆମ୍ଭେ ତାହାକୁ ଆହ୍ବାନ କଲୁ। ଆମ୍ଭେ ଆଶୀର୍ବାଦ କରି ତାକୁ ବହୁ ବଂଶ କଲୁ।

ମାଥିଉଲିଖିତ ସୁସମାଚାର 3:9

ତୁମ୍ଭମାନେେ ନିଜକୁ ଅବ୍ରାହାମ ସନ୍ତାନ ବୋଲି କହି ଦେଲେ ଯେ ୟଥେଷ୍ଟ ହାଇଗେଲା, ସେ କଥା କବେେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରିବେ।

ମାଥିଉଲିଖିତ ସୁସମାଚାର 12:37

ଅତଏବ ଯେଉଁସବୁ କଥା ତୁମ୍ଭେ କହିଥିବା, ତା ଅନୁସାରେ ତୁମ୍ଭକୁ ଦୋଷୀ ବା ତୁମ୍ଭକୁ ନିର୍ଦ୍ ଦୋଷୀ ବୋଲି ବିଚ଼ାର କରାୟିବ।

ମାଥିଉଲିଖିତ ସୁସମାଚାର 25:31

ମନୁଷ୍ଯପୁତ୍ର ପୁଣି ଥରେ ଆସିବେ। ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ବର୍ଗଦୂତ ମାନେ ଆସିବେ। ସେ ରାଜା ହବେେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ।

ଲୂକଲିଖିତ ସୁସମାଚାର 1:73

ସେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ପ୍ରତିଜ୍ଞା ଦଇେଥିଲେ।

ଲୂକଲିଖିତ ସୁସମାଚାର 16:24

ସେ ଡାକିଲା, 'ପିତା ଅବ୍ରହାମ, ମାେତେ ଦୟା କର। ମାେ ପାଖକୁ ଲାଜାରକୁ ପଠାଅ। ସେ ତା' ଆଙ୍ଗୁଳି ଟିପକୁ ପାଣି ରେ ବୁଡଇେ ମାେ ଜିଭ ରେ ଟୋପାଏ ଟୋପାଏ ପାଣି ଦେଉ। ମୁଁ ଏହି ନିଆଁ ରେ ବହୁତ ୟନ୍ତ୍ରଣା ଭୋଗ କରୁଛି।'

ଲୂକଲିଖିତ ସୁସମାଚାର 16:30

ଧନୀ ଲୋକଟି କହିଲା, 'ନା, ପିତା ଅବ୍ରହାମ! ଯଦି ମରି ଯାଇଥିବା ଲୋକମାନଙ୍କ ଭିତରୁ କହେି ଜଣେ ତାହାଙ୍କ ପାଖକୁ ଯାଏ, ତବେେ ସମାନେେ ବିଶ୍ବାସ କରିବେ ଓ ସମାନଙ୍କେର ହୃଦୟ ଓ ଜୀବନକୁ ପରିବର୍ତ୍ତନ କରିବେ।'

ଯୋହନଲିଖିତ ସୁସମାଚାର 8:39

ଯିହୂଦୀମାନେ କହିଲେ, ଅବ୍ରହାମ ଆମ୍ଭମାନଙ୍କର ପିତା।

ଯୋହନଲିଖିତ ସୁସମାଚାର 8:53

ତୁମ୍ଭେ କ'ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରାହାମଙ୍କଠାରୁ ମହାନ୍? ଅବ୍ରାହାମ ତ' ମରିଗଲେ ଓ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?

ରେରିତମାନଙ୍କ କାର୍ଯ୍ୟର ବିବରଣ 7:2

ସେ ଉତ୍ତର ଦେଲେ, ମାରେ ଯିହୂଦୀ ପିତାମାନେ ଓ ଭାଇମାନେ, ମାେ କଥା ଶୁଣ। ଆମ୍ଭର ପିତା ଅବ୍ରାହାମ ହାରୋଣ ନଗର ରେ ବାସ କରିବା ପୂର୍ବରୁ ଯେତବେେଳେ ମସପେତାମିଆ ରେ ଥିଲେ, ସେତବେେଳେ ଗୌରବମୟ ପରମେଶ୍ବର ତାହାଙ୍କୁ ଦର୍ଶନ ଦଇେ କହିଲେ,

ରୋମୀୟଙ୍କ ପ୍ରତି ପତ୍ର 3:20

ଏହାର କାରଣ ହେଲା, କୌଣସି ଲୋକ ବ୍ଯବସ୍ଥା ପାଳନ କରିବା ଦ୍ବାରା ପରମେଶ୍ବରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ଯବସ୍ଥା କବଳେ ଆମ୍ଭର ପାପ ବିଷୟ ରେ ଆମ୍ଭକୁ ସାବଧାନ କରାଏ।

ରୋମୀୟଙ୍କ ପ୍ରତି ପତ୍ର 4:1

ତା' ହେଲେ ଆମ୍ଭର ଜାଗତିକ ପୂର୍ବପୁରୁଷ ଅବ୍ରାହାମଙ୍କ ବିଷୟ ରେ କ'ଣ କହି ପାରିବା?

ରୋମୀୟଙ୍କ ପ୍ରତି ପତ୍ର 4:12

ଅସୁନ୍ନତ ଲୋକଙ୍କର ପିତା ମଧ୍ଯ ଅବ୍ରାହାମ। ସୁନ୍ନତ ହାଇେଥିବା କାରଣରୁ ଅବ୍ରାହାମ ସମାନଙ୍କେର ପିତା ନୁହଁନ୍ତି। ସୁନ୍ନତ ହବୋ ପୂର୍ବରୁ ଅବ୍ରାହାମଙ୍କର ଯେଉଁ ବିଶ୍ବାସ ଥିଲା, ଯଦି ସମାନେେ ମଧ୍ଯ ସହେି ବିଶ୍ବାସ ଗ୍ରହଣ କରନ୍ତି, ତା' ହେଲେ ଅବ୍ରାହାମ ସମାନଙ୍କେର ପିତା।

ରୋମୀୟଙ୍କ ପ୍ରତି ପତ୍ର 4:16

ସେଥିପାଇଁ ବିଶ୍ବାସ ଦ୍ବାରା ଲୋକେ ପରମେଶ୍ବରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ଯର ଦାନ ହାଇପୋ ରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ଯ ରେ ପ୍ରତିଜ୍ଞା ଦାନ ମିଳେ ତା' ହେଲେ ଅବ୍ରାହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କବଳେ ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରାହାମ ଭଳି ବିଶ୍ବାସ ପୂର୍ବକ ଜୀବନ ଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରାହାମ ଆମ୍ଭ ସମସ୍ତଙ୍କର ପିତା।

ଯାକୁବଙ୍କ ପତ୍ 2:18

ଜଣେ ଲୋକ କହିପା ରେ, ତୁମ୍ଭ ପାଖ ରେ ବିଶ୍ବାସ ଅଛି, ପୁଣି ମାେ ପାଖ ରେ କର୍ମ ଅଛି। ତୁମ୍ଭେ କର୍ମବିନା ତୁମ୍ଭର ବିଶ୍ବାସ ମାେତେ ଦଖାେଅ, ଆଉ ମୁଁ ମାେ କର୍ମଗୁଡ଼ିକ ଦ୍ବାରା ମାେ ବିଶ୍ବାସ ତୁମ୍ଭକୁ ଦଖାଇବେି।

ଯାକୁବଙ୍କ ପତ୍ 2:24

ଅତଏବ ତୁମ୍ଭେ ଦେଖ ଯେ, କର୍ମ ଦ୍ବାରା ଜଣେ ଲୋକ ପରମେଶ୍ବରଙ୍କ ନିକଟରେ ଧାର୍ମିକ ହାଇପୋରୁଛି। ସେ କବଳେ ବିଶ୍ବାସ ଦ୍ବାରା ଧାର୍ମିକ ହାଇପୋରିବ ନାହିଁ।

Interlinear

Choose Theme