Home Bibles ☰ Books ଯିଶାଇୟ 66:9 · ଓଡ଼ିଆ ବାଇବେଲ
ଯିଶାଇୟ 66:9 · ଓଡ଼ିଆ ବାଇବେଲ

ସଦାପ୍ରଭୁ କୁହନ୍ତି, ଆମ୍ଭେ କ'ଣ ପ୍ରସବ କାଳ ଉପସ୍ଥିତ କରାଇ ପ୍ରସବ କରାଇବା ନାହିଁ ?

Cross references

ଆଦି ପୁସ୍ତକ 18:14

ସଦାପ୍ରଭୁଙ୍କ ପାଇଁ କ'ଣ କିଛି କଷ୍ଟସାଧ୍ଯ? ନାଁ! ମୁଁ ନୁଶ୍ଚିତ ଏହି ବସନ୍ତ ରେ ପୁନ୍ନରାଯ ଏଠାକୁ ଆସିବି, ମୁଁ କହୁଛି ପୁନ୍ନରାଯ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦବେ।

ଯିଶାଇୟ 37:3

ସମାନେେ ଯିଶାଇୟଙ୍କୁ କହିଲେ, ହିଜକିଯ ଏହା କହିଛନ୍ତି। ଆଜି ଦିନ ଆପଦ ଅନୁୟୋଗ ଓ ଅପମାନର ଦିନ, କାରଣ ଜନ୍ମ ହବୋକୁ ବସିଛି, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।

Interlinear

Choose Theme