Home Bibles ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:16 · ଓଡ଼ିଆ ବାଇବେଲ
ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:16 · ଓଡ଼ିଆ ବାଇବେଲ

ସଦାସର୍ବଦା ଆନନ୍ଦିତ ରୁହ।

Cross references

ମାଥିଉଲିଖିତ ସୁସମାଚାର 5:12

ତେଣୁ ଖୁସି ହାଇେ ଆନନ୍ଦ କର। କାରଣ ସ୍ବର୍ଗ ରେ ତୁମ୍ଭମାନେେ ଏକ ମହତ୍ ପୁରସ୍କାର ପାଇବ। ତାମ୍ଭର ପୂର୍ବବର୍ତ୍ତୀ ଭବିଷ୍ଯଦ୍ବକ୍ତାମାନଙ୍କୁ ମଧ୍ଯ ଲୋକମାନେ ଏହି ଭଳି ଯାତନା ଦଇେଥିଲେ।

ଲୂକଲିଖିତ ସୁସମାଚାର 10:20

ହଁ, ଆତ୍ମାମାନେ ତୁମ୍ଭମାନଙ୍କ କଥା ମନୁଛନ୍ତି। ତୁମ୍ଭମାନେେ ଖୁସି ହୁଅ। କାହିଁକି? ତୁମ୍ଭମାନଙ୍କ ପାଖ ରେ ଏ ଶକ୍ତି ଥିବା ଯୋଗୁ ନୁହେଁ, ବରଂ ତୁମ୍ଭମାନଙ୍କ ନାମ ସ୍ବର୍ଗ ରେ ଲଖାେ ହାଇେଥିବା ୟୋଗୁ ଖୁସି ହୁଅ।

ରୋମୀୟଙ୍କ ପ୍ରତି ପତ୍ର 12:12

ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ଭୁଖୀନ ହବୋ ବେଳେ ତୁମ୍ଭେ ର୍ଧୈୟ୍ଯ ଧର। ନିରନ୍ତର ପ୍ରାର୍ଥନା କର।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:10

ଆମ୍ଭର ବହୁତ ଦୁଃଖ ଅଛି କିନ୍ତୁ ଆମ୍ଭେ ସର୍ବଦା ପ୍ରସନ୍ନ ରହୁ। ଆମ୍ଭେ ଗରିବ, କିନ୍ତୁ ଅନକଙ୍କେୁ ଧନୀ କରୁ। ଆମ୍ଭର କିଛି ନାହିଁ, କିନ୍ତୁ ଆମ୍ଭର ସବୁ କିଛି ଅଛି।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:4

ପ୍ରଭୁଙ୍କଠା ରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କ ହେ, ଆନନ୍ଦ କର।

Interlinear

Choose Theme