Home Bibles ଯିଶାଇୟ 65:17 · ଓଡ଼ିଆ ବାଇବେଲ
ଯିଶାଇୟ 65:17 · ଓଡ଼ିଆ ବାଇବେଲ

କାରଣ ଦେଖ, ଆମ୍ଭେ ନୂତନ ସ୍ବର୍ଗମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁଅଛୁ। ତେଣୁ ପୂର୍ବକାଳର ବିଷଯସବୁ ବିସ୍ମୃତ ହବେ ଓ ସଗେୁଡ଼ିକ ଆଉ ସ୍ମୃତିକୁ ଆସିବ ନାହିଁ।

Cross references

ଯିଶାଇୟ 43:18

ତେଣୁ ଆଦ୍ଯ ରେ ଘଟିଥିବା ବିଷଯକୁ ସ୍ମରଣ କର ନାହିଁ କିମ୍ବା ବହୁବର୍ଷ ପୂର୍ବେ ଘଟିଥିବା ବିଷଯକୁ ବିବଚେନା କର ନାହିଁ।

ଯିଶାଇୟ 51:16

ହେ ମାରେ ସବେକ ଇଶ୍ରାୟେଲ, ଆମ୍ଭେ ତୁମ୍ଭ ମୁଖ ରେ ଆମ୍ଭର ବାକ୍ଯ ରଖିଅଛୁ ଓ ଆମ୍ଭର ହସ୍ତର ଛାଯା ରେ ତୁମ୍ଭକୁ ଆଚ୍ଛାଦନ କରିଅଛୁ। ତୁମ୍ଭେ ସିୟୋନକୁ ଏହା କହିବ ଯେ ଆମ୍ଭେ ସ୍ବର୍ଗମଣ୍ଡଳ ରୋପଣ କରିଅଛୁ ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛୁ, ତୁମ୍ଭମାନେେ ମାରେ ସନ୍ତାନ।'

ଯିଶାଇୟ 66:22

କାରଣ ଆମ୍ଭେ ଯେଉଁ ନୂତନ ସ୍ବର୍ଗମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖ ରେ ସ୍ଥାଯୀ ହବେ, ସହେିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାଯୀ ହବେ, ଏହା ସଦାପ୍ରଭୁ କୁହନ୍ତି।

ଯିରିମିୟ 3:16

ଅନନ୍ତର ସଦାପ୍ରଭୁ କହନ୍ତି, ସେ ସମୟରେ ଯେତବେେଳେ ତୁମ୍ଭମାନେେ ବର୍ଦ୍ଧିଷ୍ଣୁ ଓ ବହୁବଂଶ ହବେ।

ପିତରଙ୍କ ଦିତୀୟ ପତ୍ର 3:13

କିନ୍ତୁ ପରମେଶ୍ବର ଆମ୍ଭକୁ ଗୋଟିଏ ପ୍ରତିଶ୍ରୁତି ଦଇେଛନ୍ତି। ଆମ୍ଭମାନେେ ତାହାଙ୍କ ପ୍ରତିଜ୍ଞାନୁସା ରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷା ରେ ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ ହବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:1

ଏହାପରେ ମୁଁ ଗୋଟିଏ ନୂତନ ସ୍ବର୍ଗ ଓ ନୂତନ ପୃଥିବୀ ଦେଖିଲି। ପ୍ରଥମ ସ୍ବର୍ଗ ଓ ପ୍ରଥମ ପୃଥିବୀ ଅଦୃଶ୍ଯ ହାଇେ ଯାଇଥିଲା। ସଠାେରେ ଆଉ ସମୁଦ୍ର ନ ଥିଲା।

Interlinear

Choose Theme