Home Bibles ଯିଶାଇୟ 59:10 · ଓଡ଼ିଆ ବାଇବେଲ
ଯିଶାଇୟ 59:10 · ଓଡ଼ିଆ ବାଇବେଲ

ଆମ୍ଭମାନେେ ଅନ୍ଧଲୋକ ପରି କାନ୍ଥ ପାଖ ରେ ଦରାଣ୍ଡି ହେଉ ଓ ଚକ୍ଷୁହୀନ ଲୋକପରି ଅଣ୍ଡାଳି ହେଉ। ମଧ୍ଯାହ୍ନ ରେ ସନ୍ଧ୍ଯାବଳପରେି ଝୁଣ୍ଟି ପଡ଼ୁ ଓ ହୃଷ୍ଟପୃଷ୍ଟ ଲୋକମାନଙ୍କ ମଧିଅରେ ମୃତଲୋକପରି ରହିଅଛୁ।

Cross references

ଦିତୀୟ ବିବରଣ 28:29

ତୁମ୍ଭମାନେେ ଦିନ ବେଳେ ମଧ୍ଯ ଅନ୍ଧଙ୍କ ପରି ଦରାଣ୍ତି ହବେ। ତୁମ୍ଭମାନେେ ଆପଣା କାର୍ୟ୍ଯ ରେ ସର୍ବଦା କୃତକାର୍ୟ୍ଯ ହବେନାହିଁ। ତୁମ୍ଭେ ସର୍ବଦା ଉପଦ୍ରବଗ୍ରସ୍ଥ ଓ ଲକ୍ସ୍ଟସ୍ଖିତ ହବେ। କହେି ତୁମ୍ଭକୁ ଉଦ୍ଧାର କରିବାକୁ ନଥିବେ।

ଆୟୁବ ପୁସ୍ତକ 5:14

ସହେି ଚତୁର ଲୋକମାନେ ଦିନ ବେଳେ ଝୁଣ୍ଟି ପଡ଼ନ୍ତି, ଯେପରି କି ତାହା ଅନ୍ଧକାର, ମଧ୍ଯାହ୍ନ ରେ ମଧ୍ଯ ସମାନେେ ଏପରି ଲୋକପରି ରାସ୍ତା ଅଣ୍ଡାଳି ହୁଅନ୍ତି, ଯେପରି କି ତାହା ମଧ୍ଯରାତ୍ରୀ।

ହିତୋପଦେଶ 4:19

କୁକର୍ମ ଲୋକମାନଙ୍କ ପଥ ଅନ୍ଧକାରର ରାତ୍ରି ତୁଲ୍ଯ, ସମାନେେ କାହିଁ ରେ ଝୁଣ୍ଟି ପଡ଼ନ୍ତି, ତାହା ସମାନେେ ଜାଣନ୍ତି ନାହିଁ।

ଯିଶାଇୟ 8:15

ଅନକେ ଲୋକ ଏହି ପଥରଦ୍ବାରା ପତିତ ହବେେ। ସମାନେେ ପତିତ ହାଇେ ଭଗ୍ନ ହବେେ ଏବଂ ଫାଶ ରେ ପଡ଼ି ବାନ୍ଧି ହାଇଯେିବେ।

ଯିରିମିୟ 13:16

ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ସମ୍ମାନ ଦିଅ ଓ ତାଙ୍କର ଗୌରବ ଗାନ କର। ସେ ଅନ୍ଧକାର ଆଣିବା ପୂର୍ବରୁ, ଅନ୍ଧକାରମଯ ପର୍ବତ ରେ ତୁମ୍ଭମାନଙ୍କର ପାଦ ଝୁଣ୍ଟିବା ପୂର୍ବରୁ, ସେ ମୃତ୍ଯୁଚ୍ଛାଯା ଓ ଘାରେ ଅନ୍ଧକାର ଆଣିବା ପୂର୍ବରୁ, ଆଲୁଅର ଅପେକ୍ଷା ରେ ତୁମ୍ଭମାନେେ ତାଙ୍କର ପ୍ରଶଂସା କର।

ଯିରିମିୟଙ୍କ ବିଳାପ 3:6

ସେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନ ରେ ବାସ କରାଇ ଅଛନ୍ତି।

ଯିରିମିୟଙ୍କ ବିଳାପ 4:14

ସହେି ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ଅନ୍ଧ ଲୋକପରି ରାସ୍ତା ରେ ବୁଲିଲେ, ସମାନେେ ରକ୍ତ ରେ ଅଶୁଚି ହାଇେଥିଲେ। ତେଣୁ କହେି ଲୋକ ତାଙ୍କର ବସ୍ତ୍ର ସ୍ପର୍ଶ କଲେ ନାହିଁ।

ଆମୋଷ 8:9

ସଦାପ୍ରଭୁ ଏହା କହିଥିଲେ: ସଦେିନ ମଧ୍ଯାହ୍ନ ରେ ସୂର୍ୟ୍ଯଙ୍କୁ ଅସ୍ତ କରାଇବା ଓ ଏକ ନିର୍ମଳ ଦିନ ରେ ପୃଥିବୀକୁ ଅନ୍ଧକାରମଯ କରାଇବା।

ଯୋହନଲିଖିତ ସୁସମାଚାର 11:9

ଯୀଶୁ ଉତ୍ତର ଦେଲେ, ଦିନ ମଧିଅରେ ବାର ଘଣ୍ଟା ଆଲୋକ ଥାଏ। ଜଣେ ଲୋକ ଦିନ ବେଳେ ଚାଲିଲେ ସେ ଝୁଣ୍ଟେ ନାହିଁ କି ପଡେ ନାହିଁ, କାରଣ ଜଗତର ଆଲୋକରେ ସେ ଦେଖିପା ରେ।

ଯୋହନଲିଖିତ ସୁସମାଚାର 12:35

ଯୀଶୁ କହିଲେ, ତୁମ୍ଭମାନଙ୍କ ପାଖ ରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖ ରେ ଥିବା ପର୍ୟ୍ଯନ୍ତ ଚାଲ। ତବେେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାର ରେ ଚାଲୁଥିବା ବ୍ଯକ୍ତି କେଉଁଆଡେ ଯାଉଛି ଜାଣି ପା ରେ ନାହିଁ।

ଯୋହନଲିଖିତ ସୁସମାଚାର 12:40

ପରମେଶ୍ବର ଲୋକମାନଙ୍କୁ ଅନ୍ଧ କରିଛନ୍ତି। ସେ ସମାନଙ୍କେର ହୃଦୟ କଠିନ କରି ଦଇେଛନ୍ତି। ସମାନେେ ଯେପରି ଆଖି ରେ ଦେଖିପାରିବେ ନାହିଁ ଓ ବୁଦ୍ଧି ରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ବର ଏହା କରିଅଛନ୍ତି। ତା'ପରେ ମୁଁ ସମାନଙ୍କେୁ ସୁସ୍ଥ କରିବି। ୟିଶାଇୟ 6:10

ଯୋହନଙ୍କ ପ୍ରଥମ ପତ୍ର 2:11

କିନ୍ତୁ ନିଜ ଭାଇକୁ ଘୃଣା କରୁଥିବା ବ୍ଯକ୍ତି ଅନ୍ଧକାର ରେ ଥାଏ। ସେ ଅନ୍ଧକାର ରେ ବାସ କରେ। ସେ କେଉଁଆଡ଼େ ଯାଏ, ନିଜେ ଜାଣିପା ରେ ନାହିଁ ; କାରଣ ଅନ୍ଧକାର ତାକୁ ଅନ୍ଧ କରଦେଇେଥାଏ।

Interlinear

Choose Theme