Home Bibles ଯିରିମିୟଙ୍କ ବିଳାପ 3:6 · ଓଡ଼ିଆ ବାଇବେଲ
ଯିରିମିୟଙ୍କ ବିଳାପ 3:6 · ଓଡ଼ିଆ ବାଇବେଲ

ସେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନ ରେ ବାସ କରାଇ ଅଛନ୍ତି।

Cross references

ଗୀତସଂହିତା 88:5

ମୃତଲୋକମାନଙ୍କ ମଧ୍ୟରେ ମାେତେ ଖାଜେ। ମୁଁ କବରରେ ଶାଇେଥିବା ମୃତ ବ୍ଯକ୍ତିପରି ଏବଂ ଲୋକମାନେ ଏ ବିଷଯରେ ସବୁ ଭୁଲିଗଲେ ଓ ସହାୟ ନାହିଁ।

ଗୀତସଂହିତା 143:3

ଶତ୍ରୁଗଣ ମାେ ପଛରେ ଗୋଡ଼ାଉଛନ୍ତି। ସମାନେେ ମାେ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି। ସମାନେେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ଯ କରୁଛନ୍ତି।

ଗୀତସଂହିତା 143:7

ହେ ସଦାପ୍ରଭୁ, ଶୀଘ୍ର ମାେତେ ଉତ୍ତର ଦିଅ। ମୁଁ ମାରେ ସାହସ ହରାଇଛି। ମାଠାରୁେ ଦୂରଇେ ୟାଅ ନାହିଁ। ମାେତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ଯ ହବେି।

ଯିଶାଇୟ 59:10

ଆମ୍ଭମାନେେ ଅନ୍ଧଲୋକ ପରି କାନ୍ଥ ପାଖ ରେ ଦରାଣ୍ଡି ହେଉ ଓ ଚକ୍ଷୁହୀନ ଲୋକପରି ଅଣ୍ଡାଳି ହେଉ। ମଧ୍ଯାହ୍ନ ରେ ସନ୍ଧ୍ଯାବଳପରେି ଝୁଣ୍ଟି ପଡ଼ୁ ଓ ହୃଷ୍ଟପୃଷ୍ଟ ଲୋକମାନଙ୍କ ମଧିଅରେ ମୃତଲୋକପରି ରହିଅଛୁ।

Interlinear

Choose Theme