ପରମେଶ୍ବର ଲୋକମାନଙ୍କୁ ଅନ୍ଧ କରିଛନ୍ତି। ସେ ସମାନଙ୍କେର ହୃଦୟ କଠିନ କରି ଦଇେଛନ୍ତି। ସମାନେେ ଯେପରି ଆଖି ରେ ଦେଖିପାରିବେ ନାହିଁ ଓ ବୁଦ୍ଧି ରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ବର ଏହା କରିଅଛନ୍ତି। ତା'ପରେ ମୁଁ ସମାନଙ୍କେୁ ସୁସ୍ଥ କରିବି। ୟିଶାଇୟ 6:10
Cross references
ମାଶାେ ମିଶରକୁ ୟାତ୍ରାକରୁଥିବା ସମୟରେ ପରମେଶ୍ବର ତାଙ୍କୁ କହିଲେ, ମନରେଖ, ତୁମ୍ଭେ ଫାରୋଙ୍କ ସହିତ କଥା ହବୋ ସମୟରେ ତୁମ୍ଭେ ସମସ୍ତ ଅଦ୍ଭୁତ କାର୍ୟ୍ଯ ତାଙ୍କୁ ଦଖାଇବେ ଯାହା ମୁଁ ତୁମ୍ଭକୁ ଦଇେଅଛି। କିନ୍ତୁ ମୁଁ ଫାରୋଙ୍କ ମନକୁ କଠିନ କରିବି। ଯେଉଁଥି ରେ ସେ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଅନୁମତି ଦବେେ ନାହିଁ।
କିନ୍ତୁ ମୁଁ ଫାରୋଙ୍କ ହୃଦଯ କଠିନ କରିବି। ତା'ପରେ ମିଶର ଦେଶ ରେ ବହୁତ ଆଶ୍ଚର୍ୟ୍ଯ ଓ ଅଦ୍ଭୁତ କର୍ମ କରିବି। ତଥାପି ଫାରୋ ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ।
ତଥାପି ଫାରୋ ଦୃଢ ହେଲ ଲୋକମାନଙ୍କୁ ୟିବାକୁ ଅନୁମତି ଦେଲେ ନାହିଁ। ଏହା ସହେିପରି ହାଇେଥିଲା ଯେପରି ସଦାପ୍ରଭୁ ହବେ ବୋଲି କହିଥିଲେ। ଫାରୋ ମାଶାେ ଓ ହାରୋଣଙ୍କର କଥା ଶୁଣିଲେ ନାହିଁ।
ମୁଁ ଫାରୋଙ୍କୁ ପୁଣି ଜିଦ୍ଖୋର କରିବି ଏବଂ ଯେପରି ସେ ତୁମ୍ଭମାନଙ୍କୁ ଗୋଡ଼ାଇବେ। କିନ୍ତୁ ମୁଁ ଫାରୋ ଏବଂ ତାଙ୍କର ସୈନ୍ଯମାନଙ୍କୁ ପରାସ୍ତ କରିବି। ଏହା ମାରେ ସମ୍ମାନ ବଢାଇବ। ତାହାହେଲେ ମିଶର ଲୋକମାନେ ଜାଣିବେ ଯେ ମୁଁ ହେଉଛି ସଦାପ୍ରଭୁ। ସମାନେେ ତାଙ୍କ ଆଜ୍ଞା ଅନୁସାରେ କାର୍ୟ୍ଯ କଲେ।
ଇଶ୍ରାୟେଲୀୟ ଲୋକମାନେ ବିଜଯୀ ଭାବରେ ବାସ କରୁଥିଲେ। କିନ୍ତୁ ଯେ ହତେୁ ସଦାପ୍ରଭୁ ଫାରୋଙ୍କୁ ଜିଦ୍ଖୋର କଲେ, ସେ ଇଶ୍ରାୟେଲୀୟମାନଙ୍କ ପେଛ ପେଛ ଗୋଡ଼ାଇଲେ।
ମୁଁ ମିଶରୀଯମାନଙ୍କୁ ଜିଦ୍ଖୋର କରିବି, ଯେଉଁଥି ରେ ସମାନେେ ତୁମ୍ଭମାନଙ୍କ ପଛ ରେ ଗୋଡାଇବେ। ମୁଁ ତୁମ୍ଭକୁ ଦଖାଇବେି, କିପରି ମୁଁ ଫାରୋ, ତାଙ୍କର ଅଶ୍ବାରୋହୀ ସୈନ୍ଯ, ରଥା ରୋହୀ ସୈନ୍ଯମାନଙ୍କଠାରୁ ଶକ୍ତିଶାଳୀ।
କିନ୍ତୁ ଏପରିକି ତୁମ୍ଭମାନେେ ସଦାପ୍ରଭୁଙ୍କର କର୍ମମାନ ବକ୍ସ୍ଟଝି ପାରିଲ ନାହିଁ। ତୁମ୍ଭମାନେେ ସଦାପ୍ରଭୁଙ୍କ ଆଜି ପର୍ୟ୍ଯନ୍ତ ଠିକ୍ ଭାବେ ବକ୍ସ୍ଟଝିପାରିଲ ନାହିଁ। ଯାହାସବୁ ଦେଖିଲ ଓ ଯାହା ସବୁ ଶକ୍ସ୍ଟଣିଲ।
ସଦାପ୍ରଭୁ ସମାନଙ୍କେର ହୃଦଯ କଠିନ କଲେ। ଯେପରି ସମାନେେ ଇଶ୍ରାୟେଲ ବିପକ୍ଷ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିବେ ଓ ସଂପୂର୍ଣ୍ଣରୂପେ ବିନା କରୁଣା ରେ ଧ୍ବଂସ ହବେେ। ଏହା ମାଶାଙ୍କେକ୍ସ୍ଟ ସଦାପ୍ରଭୁଙ୍କର ଆଜ୍ଞାନକ୍ସ୍ଟସା ରେ ହେଲା।
ସଦାପ୍ରଭୁ କହିଲେ, 'ତୁମ୍ଭମାନଙ୍କ ମଧ୍ଯରୁ କିଏ ରାଜା ଆହାବ୍କୁ କୁମନ୍ତ୍ରଣା ଦବୋକୁ ୟିବ, ସେ ଯେପରି ରାମାେତ୍-ଗିଲିଯଦ୍କୁ ୟାଇ ଅରାମୀଯ ବିରୁଦ୍ଧ ରେ ୟୁଦ୍ଧ କରି ମୃତ୍ଯୁବରଣ କରିବ।' ଏଥି ରେ କହେି ସ୍ବର୍ଗଦୂତଗଣ ଏକମତ ହେଲେ ନାହିଁ, ସମାନଙ୍କେର କଣ କରିବା ଉଚିତ୍।
ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ରୁଗ୍ଣ ଓ ଦୁର୍ବଳ। ମାେତେ ସୁସ୍ଥ କର କାରଣ ମାରେ ଅସ୍ଥିସବୁ କମ୍ପିତ ହେଉଅଛି।
ମୁଁ କହିଲି, ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତଣେୁ ମାେତେ କ୍ଷମା ଦିଅ !ମାେ' ପ୍ରାଣକୁ ସୁସ୍ଥ କର।
ପରମେଶ୍ବର ଅନକେ ଗୋଷ୍ଠୀକୁ ପରାସ୍ତ କଲେ। ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ଯା କଲେ।
ସେ ସମାନଙ୍କେର ଭଗ୍ନ ହୃଦଯକୁ ସୁସ୍ଥ କରନ୍ତି ଓ ସମାନଙ୍କେ କ୍ଷତରେ ପଟି ବାନ୍ଧନ୍ତି।
ସମାନଙ୍କେୁ ବିଭ୍ରାନ୍ତ କର। ସମାନେେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ଯେପରି ବୁଝିବାକୁ ସକ୍ଷମ ନ ହୁଅନ୍ତି ସହେିପରି ଭାବରେ ତାଙ୍କୁ ପ୍ରସ୍ତୁତ କରାଅ। ତୁମ୍ଭେ ଯଦି ଏହା ନ'କର ସମାନେେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ପ୍ରକୃତ ରେ ବୁଝି ପାରିବେ। ଲୋକମାନେ ସମାନଙ୍କେର ସର୍ବାନ୍ତକରଣ ରେ ବୁଝିପାରିବେ। ଏହା କଲେ ସମାନେେ ମାେ ନିକଟକୁ ଫରେି ଆସିବେ ଓ ମାଠାରୁେ ସୁସ୍ଥତା ପାଇବେ।'
ମାତ୍ର ହେ ସଦପ୍ରଭୁ ! ସମାନଙ୍କେୁ ଦଣ୍ଡ ଦବୋକୁ ତୁମ୍ଭର ହସ୍ତ ଉତ୍ଥିତ ହବେ, ତଥାପି ସମାନେେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷ ରେ ତୁମ୍ଭର ଅତିଶଯ ପ୍ ରମେକୁ ଦେଖି ସମାନେେ ଲଜ୍ଜିତ ହବେେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନି ରେ ଦଗ୍ଧିଭୂତ ହବେେ।
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଉପ ରେ ଘାରେ ନିଦ୍ରାଜନକ ଆତ୍ମା ଢ଼ାଳିଛନ୍ତି। ସେ ତୁମ୍ଭମାନଙ୍କର ଭବିଷ୍ଯଦ୍ବକ୍ତାଗଣଙ୍କ ସଦୃଶ ଚକ୍ଷୁ ମୁଦ୍ରିତ କରିବେ। ପୁଣି ଭବିଷ୍ଯଦ୍ ବକ୍ତାଙ୍କ ପରି ତୁମ୍ଭମାନଙ୍କର ମସ୍ତକକୁ ଆଚ୍ଛାଦନ କରିବେ।
ଏ ଜଗତ ରେ ମାରେ ଦାସଠାରୁ ଅନ୍ଧ କିଏ ? ପୁଣି ମାେ ପ୍ ରରେିତ ଦୂତଠାରୁ ବଧିର କିଏ ? ସଦାପ୍ରଭୁଙ୍କଠା ରେ ମିଳିତ ହାଇେଥିବା ଦାସ ସବୁଠାରୁ ଅଧିକ ଅନ୍ଧ।
ମାତ୍ର ସେ ଆମ୍ଭମାନଙ୍କ ପାପ ଏବଂ ଅପରାଧ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଭୁଲ୍ କାର୍ୟ୍ଯ ପାଇଁ ସେ ଚୂର୍ଣ୍ଣ ହେଲେ। ସେ ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତିକୁ ଆପଣାର କରି ଦେଲେ। ତାଙ୍କର କ୍ଷତ ରେ ଆମ୍ଭମାନେେ ଆରୋଗ୍ୟ ଲାଭ କଲୁ।
ଆମ୍ଭେ ତାହାର ଗତି ଦେଖିଅଛୁ ଓ ଆମ୍ଭେ ତାକୁ ସଠିକ୍ ରୂପେ ଗଢ଼ିବା, ମୁଁ ତାକୁ ସତ୍ଯର ପଥ ଦଖାଇବେି ଏବଂ ତାହାର ଶାେକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ବନା ଦବେି।
ଆଉମଧ୍ଯ ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ସନ୍ତାନଗଣ, ତୁମ୍ଭମାନେେ ଆମ୍ଭପ୍ରତି ଅବିଶ୍ବସ୍ତ ହାଇେଅଛ। ମାତ୍ର ତୁମ୍ଭମାନେେ ଫରେିଆସ, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପୀ ରୋଗକୁ ଆରୋଗ୍ୟ କରିବା। ଆଉ ତୁମ୍ଭମାନେେ କହିବ, ହଁ, ଆମ୍ଭମାନେେ ତୁମ୍ଭ ନିକଟକୁ ଆସିଅଛୁ, କାରଣ ତୁମ୍ଭେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ଅଟ।
' ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ, ତୁମ୍ଭମାନେେ ଚକ୍ଷୁ ଥାଉଁ ଥାଉଁ ଦେଖୁନାହଁ, କର୍ଣ୍ଣ ଥାଉଁ ଥାଉଁ ଶୁଣୁ ନାହଁ। ଏବେ ଏହି କଥା ତୁମ୍ଭମାନେେ ଶୁଣ।
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ବିଦ୍ରୋହୀ ବଂଶ ମଧିଅରେ ବାସ କରୁଅଛ। ସମାନଙ୍କେର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଯାହା ଆମ୍ଭେ ସମାନଙ୍କେ ପାଇଁ କରିଛୁ, ସମାନେେ ଦେଖି ପାରନ୍ତି ନାହିଁ। ସମାନଙ୍କେର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଆମ୍ଭର ଆଜ୍ଞାପ୍ରତି ସମାନେେ କର୍ଣ୍ଣପାତ କରନ୍ତି ନାହିଁ। କାରଣ ସମାନେେ ବିଦ୍ରୋହୀ ବଂଶ।
ଯଦି କୌଣସି ଭବିଷ୍ଯଦବକ୍ତା ଏପରି ମୂର୍ଖ ଭବିଷ୍ଯତବାଣୀ ପ୍ରଚାର କରେ, ତବେେ ମୁଁ ସଦାପ୍ରଭୁ ତାକୁ ଦଖାଇେ ଦବେି ଯେ, ସେ କିପରି ମୂର୍ଖ ଥିଲା।
ଆସ, ସଦାପ୍ରଭୁଙ୍କ ପାଖକୁ ଫରେିୟିବା। ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ଯ ଆମ୍ଭକୁ ସୁସ୍ଥ କରିବେ। ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତ ରେ ପଟି ବାନ୍ଧି ଦବେେ।
ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସମାନଙ୍କେୁ ସ୍ବାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କୋର୍ଧଭାବ ତ୍ଯାଗ କରିଛୁ।
ସଇେଥିପାଇଁ ମୁଁ ସମାନଙ୍କେୁ କାହାଣୀ ମାଧ୍ଯମ ରେ ଉପଦେଶ ଦେଉଛି। କାରଣ ସମାନେେ ଚେଷ୍ଟା କଲେ ମଧ୍ଯ ପ୍ରକୃତ ରେ କିଛି ବୁଝିପାରନ୍ତି ନାହିଁ।
ସମାନଙ୍କେୁ ଛାଡି ଦିଅ। ସମାନେେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦଖାେଏ, ତବେେ ଉଭୟ ଖାତ ଭିତ ରେ ଖସି ପଡିବେ।
ମୁଁ ଏପରି କରେ କାରଣ:
ସମାନେେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ୟ୍ଯକାର୍ୟ୍ଯକୁ ବୁଝି ପାରି ନଥିଲେ। ସମାନଙ୍କେ ବୁଦ୍ଧି ଜଡ ହାଇଯୋଇଥିଲା।
ସମାନେେ କ'ଣ କଥାବାର୍ତ୍ତା ହେଉଛନ୍ତି ତାହା ଯୀଶୁ ଜାଣି ପାରିଲେ, ତେଣୁ ସେ ସମାନଙ୍କେୁ କହିଲେ, ରୋଟୀ ନାହିଁ ବୋଲି ତୁମ୍ଭମାନେେ କାହିଁକି ତର୍କ ବିତର୍କ କରୁଛ? ଏବେ ସୁଦ୍ଧା ତୁମ୍ଭମାନେେ ଦେଖି ପାରୁନ କି ବୁଝି ପାରୁନ?
ପ୍ରଭୁଙ୍କ ଆତ୍ମା ମାେ' ଠା ରେ ଅଛି। ଦୀନହୀନ ଲୋକଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ପରମେଶ୍ବର ମାେତେ ବାଛିଛନ୍ତି। ବନ୍ଦୀମାନେ ଯେ ମୁକ୍ତ ହାଇେ ପାରିଛନ୍ତି, ଏହା ସମାନଙ୍କେୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖିପାରିବେ ବୋଲି ସମାନଙ୍କେୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦବୋକୁ
ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯର ନିଗୁଢ ବିଷୟ ଜାଣିବା ପାଇଁ ତୁମ୍ଭେ ବଛା ହାଇେଛ। କିନ୍ତୁ ଅନ୍ୟମାନଙ୍କୁ ଏହି ରହସ୍ଯ ବିଷୟ ରେ କହିବାକୁ ମୁଁ ଦୃଷ୍ଟାନ୍ତ ବ୍ଯବହାର କରୁଛି।
ଯୀଶୁ କହିଲେ, ମୁଁ ଜଗତକୁ ଆସିଛି, ଯେପରି ଏ ଜଗତ ବିଚାରିତ ହବେ। ମୁଁ ଆସଛି ଯେପରି ଅନ୍ଧ ଲୋକମାନେ ଦେଖି ପାରିବେ। ଏବଂ ଯେଉଁମାନେ ଦେଖି ପାରୁଛନ୍ତି ବୋଲି ମନେ ମନେ ଭାବୁଛନ୍ତି, ସମାନେେ ଅନ୍ଧ ହବେେ।
ଏଥିପାଇଁ ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ବରଙ୍କ ପାଖକୁ ଫରେିଆସ, ତବେେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରି ଦବେେ।
ଖ୍ରୀଷ୍ଟୀୟ ମଣ୍ଡଳୀ ଦ୍ବାରା ସମାନଙ୍କେୁ ପଠାଗଲା। ସମାନେେ ଫୈନୀକିଆ ଓ ଶମିରୋଣ ଦଇଗେଲେ। ଅନ୍ୟ ଜାତୀୟ ଲୋକମାନେ କିପରି ପରମେଶ୍ବରଙ୍କ ପ୍ରତି ମନ ଫରୋଇଛନ୍ତି, ଏହା ସମାନେେ ସଠାେରେ କହିଲେ। ଏହା ଶୁଣି ଭାଇମାନେ ବହୁତ ଖୁସି ହେଲେ।
'ଏହି ଲୋକମାନଙ୍କ ପାଖକୁ ଯାଅ ଓ ସମାନଙ୍କେୁ କୁହ ଯେ ତୁମ୍ଭମାନେେ ଶୁଣିବ, କିନ୍ତୁ ବୁଝିବ ନାହିଁ। ତୁମ୍ଭମାନେେ ଚ଼ାହୁଁଥିବ, ଓ ଦେଖୁଥିବ କିନ୍ତୁ ତୁମ୍ଭେ ଯାହା ଦେଖିବ, ତାହା ବୁଝିବ ନାହିଁ।
ଅତଏବ ଯେଉଁମାନଙ୍କୁ ପରମେଶ୍ବର ଦୟା ଦଖାଇବୋକୁ ଚାହାନ୍ତି ସମାନଙ୍କେୁ ସେ ଦୟା ଦଖାେନ୍ତି ଓ ଯେଉଁ ମାନଙ୍କୁ ସେ କଠାେର କରିବାକୁ ଚାହାଁନ୍ତି, ସମାନଙ୍କେୁ ସେ କଠାେର କରନ୍ତି।
ଇଶ୍ରା ଯେଲର ଲୋକେ ଯାହା ପାଇଁ ପରମେଶ୍ବରଙ୍କ ଠା ରେ ଧାର୍ମିକ ହବୋ ଚେଷ୍ଟା କରିଥିଲେ, କାନ୍ତୁ ସଫଳ ହେଲେ ନାହିଁ। କିନ୍ତୁ ପରମେଶ୍ବରଙ୍କ ଦ୍ବାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ। ଅନ୍ୟ ସମସ୍ତେ ଜଡ ହଇେ ପରମେଶ୍ବରଙ୍କ କଥା ଶୁଣିବା ପାଇଁ ମନା କଲେ।
ମାେ ଭାଇ ଓ ଭଉଣୀମାନେ ! ତୁମ୍ଭ ଭିତରୁ ଯଦି ଜଣେ ସତ୍ଯରୁ ବିଚଳିତ ହାଇଯୋଏ, ତବେେ ଅନ୍ୟ ଜଣେ ତାହାକୁ ସତ୍ଯକୁ ଫରୋଇ ଆଣିବା ପାଇଁ ସାହାୟ୍ଯ କରୁ।