ତୁମ୍ଭ ପ୍ରଭୁ ସଦାପ୍ରଭୁ ଯେ କି ନିଜ ଲୋକମାନଙ୍କର ସପକ୍ଷ ରେ ସହେି ପରମେଶ୍ବର ଏହି କଥା କୁହନ୍ତି, ଦେଖ, ଆମ୍ଭେ କୋପରୂପକ ପାନପାତ୍ର' ତୁମ୍ଭ ହସ୍ତରୁ କାଢ଼ି ନଇେ ଅଛୁ। ତୁମ୍ଭେ ଆଉ ପାନ କରିବ ନାହିଁ ଅର୍ଥାତ୍ ଆମ୍ଭେ ଆଉ ତୁମ୍ଭକୁ ଦଣ୍ଡ ଦବେୁ ନାହିଁ।
Cross references
ଦାଉଦ ଶୁଣିଲେ ଯେ ନାବଲ ମୃତକ୍ସ୍ଟ୍ଯବରଣ କରିଛି। ଦାଉଦ କହିଲେ, ସଦାପ୍ରଭୁଙ୍କ ପ୍ରଶଂସା କର। ନାବଲ ମାେ ବିଷଯ ରେ ଖରାପ କଥା କହିଥିଲା କିନ୍ତୁ ସଦାପ୍ରଭୁ ମାେତେ ସାହାୟ୍ଯ କଲେ। ସଦାପ୍ରଭୁ ମାେତେ ମନ୍ଦକାର୍ୟ୍ଯ କରିବାରକ୍ସ୍ଟ କ୍ଷାନ୍ତ କଲେ। ସଦାପ୍ରଭୁ ତା'ର ମୃତକ୍ସ୍ଟ୍ଯର କାରଣ ହେଲ, କାରଣ ସେ କକ୍ସ୍ଟକର୍ମ କରିଥିଲା। ତା'ପରେ ଦାଉଦ ଅବୀଗଲକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ଦାଉଦଙ୍କର ସ୍ତ୍ରୀ ହବୋପାଇଁ ତାଙ୍କୁ ପଚାରିଲେ।
ସଦାପ୍ରଭୁ ଯେଉଁମାନେ ମାେ ସହିତ ବିବାଦ କରୁଛନ୍ତି ତୁମ୍ଭେ ସମାନଙ୍କେ ସହିତ ମାେ ନିମନ୍ତେ ୟୁଦ୍ଧ କର।
ସଦାପ୍ରଭୁ ସମାନଙ୍କେ ପକ୍ଷ ରେ ପ୍ରତିବାଦ କରିବେ। ପୁଣି ଯେଉଁମାନେ ସମାନଙ୍କେ ଦ୍ରବ୍ଯ ଅପହରଣ କରିବେ, ସେ ସମାନଙ୍କେର ପ୍ରାଣ ଅପହରଣ କରିବେ।
ତୁମ୍ଭମାନେେ ଅଜ୍ଞାତ ଓ ଚମତ୍କୃତ ହୁଅ। ତୁମ୍ଭକୁ ଦୃଷ୍ଟିହୀନ କର ଏବଂ ଅନ୍ଧ ହୁଅ। ଟଳଟଳ ହୁଅ, କିନ୍ତୁ ସୁରାପାନ ରେ ନୁହେଁ।
ମାତ୍ର ସଦାପ୍ରଭୁ ଏହିକଥା କୁହନ୍ତି, ବୀରଦ୍ବାରା ବନ୍ଦୀଲୋକ ଅପହୃତ ହବେେ ଓ ଭୟଙ୍କର ଲୋକର ଲୁଣ୍ଠିତ ଦ୍ରବ୍ଯ ମୁକୁଳା ୟିବ ; କାରଣ ତୁମ୍ଭର ବିରୋଧୀକାରୀଙ୍କୁ ଆମ୍ଭେ ବିରୋଧ କରିବା ଓ ତୁମ୍ଭର ସନ୍ତାନଗଣଙ୍କୁ ଆମ୍ଭେ ରକ୍ଷା କରିବା।
ହେ ୟିରୁଶାଲମ, ଉଠ, ଜାଗ, ଛିଡ଼ାହୁଅ, କାରଣ ସଦାପ୍ରଭୁ ତୁମ୍ଭ ଉପ ରେ କୋପ କରିଛନ୍ତି। ତେଣୁ ସେ ତୁମ୍ଭକୁ ଦଣ୍ଡ ଦଇେଛନ୍ତି। ସେ ଦଣ୍ଡ ଏକ ମଦପାତ୍ର ସଦୃଶ ଓ ତୁମ୍ଭେ ତାହା ପାନ କରିଛି। ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ କୋପରୂପ ପାନପାତ୍ର ନଇେ ତାହାକୁ ଶଷେ କରିଅଛ।
ଆମ୍ଭେ ଅଳ୍ପକ୍ଷଣ ପାଇଁ ତୁମ୍ଭକୁ ପରିତ୍ଯାଗ କରିଅଛୁ, ମାତ୍ର ମହାକରୁଣା ରେ ତୁମ୍ଭକୁ ପୁନର୍ବାର ସଂଗ୍ରହ କରିବା।
କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ ; ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଲାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ, ସହେିପରି ଆମ୍ଭେ ତୁମ୍ଭ ପ୍ରତି କୋର୍ଧ କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।
ସଦାପ୍ରଭୁ ନିଜର ଦକ୍ଷିଣ ହସ୍ତ ଓ ବଳବାନ୍ ବାହୁଦ୍ବାରା ଶପଥ କରିଛନ୍ତି, ଆମ୍ଭେ ତୁମ୍ଭର ଶସ୍ଯ ତୁମ୍ଭର ଶତ୍ରୁଗଣଙ୍କୁ ଶସ୍ଯ ନିମନ୍ତେ ନିଶ୍ଚଯ ଦବୋ ନାହିଁ ଓ ଯେଉଁ ଦ୍ରାକ୍ଷାରସ ପାଇଁ ତୁମ୍ଭେ ପରିଶ୍ରମ କରିଅଛ, ସହେି ନୂତନ ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।
ମାତ୍ର ସମାନଙ୍କେର ମୁକ୍ତିଦାତା ବଳବାନ, ସୈନ୍ଯାଧିପତି ସଦାପ୍ରଭୁ ସମାନଙ୍କେୁ ପୁନର୍ବାର ଫରୋଇ ଆଣିବେ। ସେ ପୃଥିବୀକୁ ଶାନ୍ତ ଓ ବାବିଲବାସୀଙ୍କୁ ଉଦବିଗ୍ନ କରିବାକୁ ସମାନଙ୍କେର ବିବାଦ ସମ୍ପୂର୍ଣ୍ଣରୂପେ ନିଷ୍ପତ୍ତି କରିବେ।
ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭକୁ ସୁରକ୍ଷା ଦବୋ ଓ ତୁମ୍ଭ ପାଇଁ ପ୍ରତିଶାଧେ ନବୋ। ପୁଣି ଆମ୍ଭେ ବାବିଲର ସମୁଦ୍ରକୁ ଶୁଖାଇ ଦବୋ ଓ ତାହାର ନିର୍ଝରକୁ ଶୁଖାଇ ଦବୋ।
ସଦାପ୍ରଭୁ ମାେତେ ତିକ୍ତତା ରେ ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷ ରେ ମାେତେ ଭରି ଦଇେଅଛନ୍ତି।
ହେ ସଦାପ୍ରଭୁ, ତୁମ୍ଭେ ମାେ' ପ୍ରାଣର ସପକ୍ଷ ରେ ପ୍ରତିବାଦ କରିଅଛ, ତୁମ୍ଭେ ମାହେର ଜୀବନ ମୁକ୍ତ କରିଅଛ।
ଏବଂ ମୁଁ ଇଶ୍ରାୟେଲ ପରିବାର ଉପ ରେ ନିଜର ଆତ୍ମା ଜାଳି ଅଛି। ତାହାପ ରେ ମୁଁ ଆପଣା ମୁଖ ସମାନଙ୍କେଠାରୁ ଲୁଚାଇବି ନାହିଁ। ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି।
ଆମ୍ଭେ ମଧ୍ଯ ସମସ୍ତ ରାଜ୍ଯକୁ ଏକତ୍ରୀତ କରିବା। ସହେି ସମୟରେ, ଆମ୍ଭେ ସବୁ ରାଜ୍ଯକୁ ୟିହୋଶାଫଟ ଉପତ୍ୟକାକୁ ଓହ୍ଲାଇ ଆଣିବା। ସଠାେ ରେ ଆମ୍ଭେ ସମାନଙ୍କେର ବିଗ୍ଭର କରିବା। ସହେି ଗୋଷ୍ଠୀଗୁଡିକ ଆମ୍ଭ ଇଶ୍ରାୟେଲର ଲୋକମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି। ସମାନେେ ଆମ୍ଭର ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ୟୋର କରି ନିର୍ବାସିତ କରି ଦଇେଛନ୍ତି। ସମାନେେ ଆମ୍ଭର ଭୂମିଓ ସମାନଙ୍କେ ମଧିଅରେ ଭାଗ କରିଛନ୍ତି। ତେଣୁ ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ।
ମୁଁ ସଦାପ୍ରଭୁଙ୍କ ସମ୍ମୁଖ ରେ ପାପ କରିଥିଲି, ତେଣୁ ସଦାପ୍ରଭୁ ମାେ ଉପ ରେ କୋରଧାନ୍ବିତ ହାଇେଥିଲେ। ମାତ୍ର ସେ ମାେ ପାଇଁ ୟୁକ୍ତି ବାଢିବେ ଏବଂ ମାେ ପାଇଁ ନ୍ଯାଯ ବିଗ୍ଭର କରିବେ। ସେ ମାେତେ ଆଲୋକକୁ ଆଣିବେ ଓ ମୁଁ ତାଙ୍କର ଧାର୍ମିକତା ଦେଖିବି।