Home Bibles ଯିଶାଇୟ 50:9 · ଓଡ଼ିଆ ବାଇବେଲ
ଯିଶାଇୟ 50:9 · ଓଡ଼ିଆ ବାଇବେଲ

ଦେଖ, ସଦାପ୍ରଭୁ, ମାରେ ପ୍ରଭୁ ମାେତେ ସାହାୟ୍ଯ କରିବେ। ତେଣୁ କିଏ ମାେତେ ଦୋଷୀ କରିବ ? ସମାନେେ ସମସ୍ତେ ଜୀର୍ଣ୍ଣ ବସ୍ତ୍ର ସଦୃଶ ହବେେ ଓ କୀଟ ସଗେୁଡ଼ିକୁ ଗ୍ରାସ କରିବ।

Cross references

ଆୟୁବ ପୁସ୍ତକ 13:19

ଯଦି କୌଣସି ବ୍ଯକ୍ତି ପ୍ରମାଣ କରିପା ରେ ଯେ ମୁଁ ଭୁଲ ତା' ହେଲେ ମୁଁ ସାଙ୍ଗେ ସାଙ୍ଗେ ଚୁପ ହାଇଯେିବି।

ଆୟୁବ ପୁସ୍ତକ 13:28

ତେଣୁ ମୁଁ ଧୀ ରେ ଧୀ ରେ ଦୁର୍ବଳ ହାଇେ ପଡ଼ୁଅଛି ଖଣ୍ଡେ ପଚା କାଠପରି ଚଥା ଖଣ୍ଡେ ପୋକଖିଆ କପଡ଼ା ପରି।

ଗୀତସଂହିତା 39:11

ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସମାନଙ୍କେୁ ତୁମ୍ଭେ ଦଣ୍ଡ ଦିଅ। ଉଚିତ ଶିକ୍ଷା ଦବୋ ପାଇଁ ଓ ସତ୍ ମାର୍ଗରେ ୟିବା ପାଇଁ କୀଟ ୟପରେି ଲୁଗାକୁ ନଷ୍ଟ କରିଦିଏ, ସହେିଭଳି ତୁମ୍ଭେ ସହେି ବ୍ଯକ୍ତିଙ୍କର ମୂଲ୍ଯବାନ୍ ବସ୍ତୁକୁ ଧ୍ବଂସ କର। ହଁ, ଆମ୍ଭର ଜୀବନ ସବୁ ହେଉଛି, ଛୋଟିଆ ବାଦଲ ଖଣ୍ଡ ପରି ୟାହା ଖୁବ୍ ଶୀଘ୍ର ମଳାଇ ୟାଏ।

ଗୀତସଂହିତା 54:6

ମୁଁ ସ୍ବଇଚ୍ଛାରେ ନବୈେଦ୍ଯ ନଇେ ତୁମ୍ଭ ଉଦ୍ଦେଶ୍ଯରେ ଦବେି। ସଦାପଭ୍ରୁ ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ।

ଗୀତସଂହିତା 102:26

ପୃଥିବୀ ଓ ଆକାଶ ଦିନେ ଶଷେ ହବେ। କିନ୍ତୁ ତୁମ୍ଭେ ନିତ୍ଯ ବିରାଜିତ। ତାହାସବୁ ବସ୍ତ୍ରପରି ସେସବୁ ବଦଳାଇ ଦବେ।

ଯିଶାଇୟ 41:10

ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।

ଯିଶାଇୟ 51:6

ତୁମ୍ଭମାନେେ ସ୍ବର୍ଗମଣ୍ଡଳ ପ୍ରତି ଉର୍ଦ୍ଧ୍ବଦୃଷ୍ଟି କର ଓ ଅଧଃସ୍ଥିତ ଭୂମଣ୍ଡଳ ପ୍ରତି ନିରୀକ୍ଷଣ କର। କାରଣ ଆକାଶ ମଣ୍ଡଳ ଧୂମ ତୁଲ୍ଯ ଅନ୍ତର୍ହିତ ହବେ ଓ ଭୂମଣ୍ଡଳ ବସ୍ତୁ ତୁଲ୍ଯ ଜୀର୍ଣ୍ଣ ହବେ। ଆଉ ମଧ୍ଯ ପୃଥିବୀବାସୀ ସହେିପରି ମୃତ୍ଯୁବରଣ କରିବେ। ମାତ୍ର ଆମ୍ଭର ପରିତ୍ରାଣ ଅନନ୍ତକାଳସ୍ଥାଯୀ ହବେ ଓ ଆମ୍ଭର ଧର୍ମାଚାର ଲୁପ୍ତ ହବେ ନାହିଁ।

ଯିଶାଇୟ 51:8

କାରଣ ସମାନେେ ଜୀର୍ଣ୍ଣ ବସ୍ତୁ ସଦୃଶ ଓ କୀଟ ସମାନଙ୍କେୁ ଖାଇ ପକାଇବ ଓ ପୋକ ପଶମ ବସ୍ତୁକୁ ଖାଇଲା ପରି ସମାନଙ୍କେୁ ଖାଇ ପକାଇବ। ମାତ୍ର ଆମ୍ଭର ଧର୍ମ ଅନନ୍ତକାଳସ୍ଥାଯୀ ହବେ ଓ ଆମ୍ଭର ପରିତ୍ରାଣ ଚିରକାଳ ବିରାଜିତ ହବେ।

ଏବ୍ରୀ 1:11

ଏହି ବିଷୟ ଗୁଡ଼ିକ ଲୋପ ପାଇବ, କିନ୍ତୁ ତୁମ୍ଭେ ନିତ୍ଯସ୍ଥାଯୀ। ସମସ୍ତ ବିଷୟ ବସ୍ତ୍ରଭଳି ପୁରୁଣା ହାଇଯେିବ।

Interlinear

Choose Theme