ଯଦି କୌଣସି ବ୍ଯକ୍ତି ପ୍ରମାଣ କରିପା ରେ ଯେ ମୁଁ ଭୁଲ ତା' ହେଲେ ମୁଁ ସାଙ୍ଗେ ସାଙ୍ଗେ ଚୁପ ହାଇଯେିବି।
Cross references
ତେଣୁ ମୁଁ ଆଉ ନିରବ ରହିପାରିବି ନାହିଁ, ମୁଁ ମାରେ ଆତ୍ମାର ବଦନୋ ପ୍ରକାଶ କରିବି। ମୁଁ ଅଭିଯୋଗ କରିବି କାରଣ ମାରେଆତ୍ମା ତିକ୍ତ ହାଇେଅଛି।
ହେ ପରମେଶ୍ବର, ତୁମ୍ଭେ ମାେତେ ତୁମ୍ଭ ହାତ ରେ ଗଢ଼ିଛ। ମାରେ ଶରୀରକୁ ତୁମ୍ଭେ ନିର୍ମାଣ କରିଛ। କିନ୍ତୁ ବର୍ତ୍ତମାନ ତୁମ୍ଭେ ବଦଳିଛ ଏବଂ ମାେତେ ଧ୍ବଂସ କରିଛ।
ତୁମ୍ଭେ ଚୁପ ରୁହ ଏବଂ ମାେତେ କହିବାକୁ ଦିଅ। ଯାହା ମାେ ପ୍ରତି ଘଟିବ ତାକୁ ମୁଁ ସମସ୍ତ ଗ୍ରହଣ କରିବି।
ତୁମ୍ଭେ କବଳେ ମାଠାରୁେ ଭଲ ହବୋ ପାଇଁ ଚାହୁଁଛ। ତେଣୁ ମାରେ ଅପମାନିତ ଅବସ୍ଥାକୁ ମାେ ବିରୁଦ୍ଧ ରେ ଏକ ୟୁକ୍ତି ରୂପେ ବ୍ଯବହାର କରୁଛ।
ଆୟୁବ ମାେ କଥା ଶୁଣ, ଯଦି ତୁମ୍ଭେ ପାର ମାେତେ ଉତ୍ତର ଦିଅ। ତୁମ୍ଭ ଉତ୍ତର ପ୍ରସ୍ତୁତ ରଖ, ଯାହା ଫଳ ରେ ତୁମ୍ଭେ ମାେ ସହିତ ୟୁକ୍ତି କରିପାରିବ।
କିନ୍ତୁ ଆୟୁବ ତୁମ୍ଭେ ଯଦି ମାେ କଥା ରେ ଏକମତ ନ ହେଉଛ ତା' ହେଲେ ତୁମ୍ଭେ କହିୟାଅ। ତୁମ୍ଭର ୟୁକ୍ତି ମାେତେ କୁହ ଯାହା ଫଳ ରେ ମୁଁ ତାକୁ ସଂ ଶାଧେନ କରି ଦବେି।
ମାରେ ପ୍ରଭୁ ସଦାପ୍ରଭୁ ମାେତେ ସାହାୟ୍ଯ କରିବେ ; ତେଣୁ ସମାନଙ୍କେର ଅପମାନ ମାେତେ ବାଧିବ ନାହିଁ। ଏଥିପାଇଁ ମୁଁ ଚକମକି ପଥର ପରି ମାରେ ମୁଖକୁ ରଖିଅଛି। ମୁଁ ଜାଣେ ମୁଁ ଲଜ୍ଜିତ ହବେି ନାହିଁ।
ଯେ ମାେତେ ଧର୍ମାଚାରୀ କରନ୍ତି ସେ ମାେ ନିକଟବର୍ତ୍ତୀ। ତେଣୁ ମାେତେ କିଏ ବିରୋଧ କରିବ ? ଆସ ଆମ୍ଭମାନେେ ଏକତ୍ର ଛିଡ଼ା ହବୋ, କିଏ ମାରେ ବିପକ୍ଷ ରେ ୟିବ ସେ ମାେ ନିକଟକୁ ଆସୁ।
ଦେଖ, ସଦାପ୍ରଭୁ, ମାରେ ପ୍ରଭୁ ମାେତେ ସାହାୟ୍ଯ କରିବେ। ତେଣୁ କିଏ ମାେତେ ଦୋଷୀ କରିବ ? ସମାନେେ ସମସ୍ତେ ଜୀର୍ଣ୍ଣ ବସ୍ତ୍ର ସଦୃଶ ହବେେ ଓ କୀଟ ସଗେୁଡ଼ିକୁ ଗ୍ରାସ କରିବ।
ସମଯେ ସମଯେ ମୁଁ ନିଜେ ନିଜକୁ କ ହେ, ମୁଁ ଆଉ ସଦାପ୍ରଭୁଙ୍କ ବିଷଯ କହିବି ନାହିଁ କି ତାଙ୍କ ପାଇଁ ପ୍ରଚାର କରିବି ନାହିଁ। ମାତ୍ର ଏହା କହିଲା ବେଳେ ମାେ ଅସ୍ଥି ମଜ୍ଜା ମଧିଅରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ଯ ଜଳି ଉେଠ। ମୁଁ ହୃଦଯ ମଧିଅରେ ତାକୁ ସମ୍ଭାଳି ରଖିପା ରେ ନାହିଁ। ସଗେୁଡ଼ିକୁ ଭିତ ରେ ଧରି ରଖିବା ପାଇଁ ଚେଷ୍ଟା କଲି କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହଲିେ।
ପରମେଶ୍ବର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିୟୁକ୍ତ କରି ପାରିବ? କହେି ନୁହେଁ! ପରମେଶ୍ବର ହିଁ ସହେି ଲୋକମାନଙ୍କୁ ଧାର୍ମିକ କରନ୍ତି।