ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ ଉତ୍ତର ଦେଲେ, ମୁ ତକ୍ସ୍ଟମ୍ଭ ସହିତ ରହିବି। ତେଣୁ ତୁମ୍ଭେ ମିଦିଯନୀଯମାନଙ୍କୁ ପରାସ୍ତ କରିବ! ତୁମ୍ଭକୁ ଲାଗିବ ସତେ ଯେପରି ତୁମ୍ଭେ ଜଣଙ୍କ ସହିତ ୟକ୍ସ୍ଟଦ୍ଧ କରୁଛ।
Cross references
ତା'ପରେ ପରମେଶ୍ବର କହିଲେ, ତୁମ୍ଭେ ଏହା କରିବାକୁ ସମର୍ଥ କାରଣ ଆମ୍ଭେ ତୁମ୍ଭ ସହିତ ଥିବୁ! ଆମ୍ଭେ ଯେ ତୁମ୍ଭକୁ ପ୍ ରରଣେ କରୁଛୁ, ଏହା ତା'ର ପ୍ରମାଣ ମିଶରରୁ ଲୋକମାନଙ୍କୁ ବାହାର କରି ଆଣିବା ପରେ ତୁମ୍ଭମାନେେ ଏହି ପର୍ବତ ରେ ପରମେଶ୍ବରଙ୍କର ଉପାସନା କରିବ।
ଯେତବେେଳେ ତୁମ୍ଭେ ଆପଣା ଶତୃମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ବାହାରିବ, ଯଦି ତୁମ୍ଭମାନେେ ତାଙ୍କର ଅନକେ ଅଶ୍ବାରୋହୀ, ରଥା ରୋହୀ ଏବଂ ଯଦି ତାଙ୍କର ଅଧିକ ସଂଖ୍ଯକ ସୈନ୍ଯ ଥାନ୍ତି, ତବେେ ତୁମ୍ଭମାନେେ ସମାନଙ୍କେୁ ଭୟ କରିବାର କିଛି ନାହିଁ କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ସହିତ ସର୍ବଦା ଅଛନ୍ତି। ଏବଂ ସହେି ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶର ମଧ୍ଯରକ୍ସ୍ଟ ବାହାରକରି ଆଣିଛନ୍ତି।
ମୁ ତୁମ୍ଭମାନଙ୍କ ସହିତ ରହିବି ଯେପରି ମାଶାେ ସହିତ ଥିଲି। ତୁମ୍ଭେ ବଞ୍ଚିଥିବା ପର୍ୟ୍ଯନ୍ତ ତୁମ୍ଭକୁ ପ୍ରତିବାଦ କରିବାକୁ କହେି ସମର୍ଥ ହାଇେ ପାରିବେ ନାହିଁ। ମୁ ତୁମ୍ଭକୁ ଛାଡିବି ନାହିଁ। ମୁ ତୁମ୍ଭକୁ ପରିତ୍ଯାଗ କରିବି ନାହିଁ।
ସଦାପ୍ରଭୁ ଯିହାଶୂେୟଙ୍କକ୍ସ୍ଟ କହିଲେ, ସମାନଙ୍କେୁ ଭୟ କର ନାହିଁ, କାରଣ ମୁ ସମାନଙ୍କେୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି। ସମାନଙ୍କେ ମଧ୍ଯରକ୍ସ୍ଟ ଜଣେ ହେଲେ, ତୁମ୍ଭର ସମ୍ମକ୍ସ୍ଟଖୀନ ହାଇେ ପାରିବେ ନାହିଁ।
ସଦାପ୍ରଭୁ ଯେତବେେଳେ ସମାନଙ୍କେ ନିମନ୍ତେ ଜଣେ ବିଗ୍ଭରକର୍ତ୍ତାଙ୍କକ୍ସ୍ଟ ବାଛିଲେ, ସେ ତାଙ୍କ ସଙ୍ଗ ରେ ଥିଲେ ଓ ସେ ସମାନଙ୍କେୁ ବିଗ୍ଭରକର୍ତ୍ତାର ଜୀବନକାଳ ପର୍ୟ୍ଯନ୍ତ ସମାନଙ୍କେର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କଲେ। ସଦାପ୍ରଭୁ ସମାନଙ୍କେ ପ୍ରତି ସଦଯ ହେଲେ, ଯେପରି ସମାନେେ ଦକ୍ସ୍ଟଃଖ ଓ ତାଡନା ରେ ଆସକ୍ତ ଥିଲେ।
ସଦାପ୍ରଭୁଙ୍କର ଦୂତ ତାଙ୍କ ଆଗ ରେ ଦର୍ଶନ ଦେଲେ ଓ କହିଲେ, ହେ ମହାବିକ୍ରମଶାଳି ଲୋକ ସଦାପ୍ରଭୁ ତକ୍ସ୍ଟମ୍ଭ ସଙ୍ଗେ ଅଛନ୍ତି।
ଏହାପରେ ବୋୟଜ ବୈଥଲହମରେକ୍ସ୍ଟ ନିଜର କ୍ଷତକେକ୍ସ୍ଟ ଆସିଲା। ଏବଂ ଶ୍ରମିକମାନଙ୍କୁ ଅଭ୍ଯର୍ଥନା କଲା, ସଦାପ୍ରଭୁ ତୁମ୍ଭମାନଙ୍କର ସହିତ ଥାଆନ୍ତକ୍ସ୍ଟ। ସମାନେେ ଉତ୍ତର ଦେଲେ, ଏବଂ ସଦାପ୍ରଭୁ ଆପଣଙ୍କକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ।
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।
ହେ କୀଟରୂପୀ ଯାକୁବ ଓ ହେ ଇଶ୍ରାୟେଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା ଓ ଇଶ୍ରାୟେଲର ଧର୍ମସ୍ବରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।
ଦେଖ, ମୁଁ ତୁମ୍ଭକୁ ତୀକ୍ଷ୍ମ ଛୁରିକା ବିଶିଷ୍ଟ ଏକ ନୂଆ ଶସ୍ଯ-ମର୍ଦ୍ଦନ ୟନ୍ତ୍ର ସ୍ବରୂପ କରିବି, ତୁମ୍ଭେ କୃଷକ ଶସ୍ଯକୁ ମର୍ଦ୍ଦନ କଲାପରି ପର୍ବତଗୁଡ଼ିକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗୁଡ଼ିକୁ ଭୂଷି ତୁଲ୍ଯ କରିବ।
ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।
ତା'ପରେ ପ୍ ରରେିତମାନେ ପୃଥିବୀର ପ୍ରେତ୍ୟକକ ସ୍ଥାନକୁ ଯାଇ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଲେ ଏବଂ ପ୍ରଭୁ ସମାନଙ୍କେୁ ସାହାୟ୍ଯ କଲେ। ପ୍ରଭୁ ପ୍ରମାଣିତ କରି ଦେଲେ ଯେ, ପ୍ ରରେିତମାନେ ଯେଉଁ ସୁସମାଚାର ପ୍ରଚାର କରୁଥିଲେ ତାହା ସତ୍ଯ। ପ୍ରଭୁ ସମାନଙ୍କେୁ ଆଶ୍ଚର୍ୟ୍ଯକାର୍ୟ୍ଯ କରିବା ପାଇଁ ଶକ୍ତି ପ୍ରଦାନ କରି ଏହା ପ୍ରମାଣିତ କରି ଦେଲେ।
ପ୍ରଭୁ ସହେି ବିଶ୍ବାସୀମାନଙ୍କୁ ସାହାୟ୍ଯ କରୁଥିଲେ। ତେଣୁ ଅନକେ ଲୋକ ବିଶ୍ବାସ କଲେ ଓ ପ୍ରଭୁଙ୍କର ଅନୁଗମନ କଲେ।