Home Bibles ଯିଶାଇୟ 38:12 · ଓଡ଼ିଆ ବାଇବେଲ
ଯିଶାଇୟ 38:12 · ଓଡ଼ିଆ ବାଇବେଲ

ମଷେପାଳକର ତମ୍ବୁକୁ ତା'ଠାରୁ ସ୍ଥାନାନ୍ତରିତ କଲାପରି ମାରେ ଆଯୁକୁ ମାଠାରୁେ ଦୂରୀକୃତ କରାୟାଇଛି। ମାରେ ଜୀବନକୁ ତନ୍ତପରି ଗୁଡ଼ାଇ ଅଛି। ସେ ମାେତେ ତନ୍ତରୁ କାଟି ପକାଇବେ। ଏକ ଦିବାରାତ୍ର ସମୟ ମଧିଅରେ ମାରେ ଜୀବନ ନିଃଶଷେ କରି ଦବେ।

Cross references

ଆୟୁବ ପୁସ୍ତକ 4:20

ଲୋକମାନେ ପ୍ରାତଃକାଳଠାରୁ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ମରନ୍ତି, ଏବଂ ତାହା କହେି ଖାତିରି କରନ୍ତି ନାହିଁ। ସମାନେେ ମରନ୍ତି ଏବଂ ଚିରକାଳ ପାଇଁ ଚାଲି ୟାଆନ୍ତି।

ଆୟୁବ ପୁସ୍ତକ 6:9

ମୁଁ ଇଚ୍ଛା କରେ ପରମେଶ୍ବର ମାେତେ ଦଳି ଦିଅନ୍ତୁ, ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।

ଆୟୁବ ପୁସ୍ତକ 7:3

ଅନକେ ମାସ ମାେତେ ନିରାଶ କରି ରାତ୍ରି ପରେ ରାତ୍ରି କଷ୍ଟ ଦିଆୟାଇ ଥିଲା।

ଆୟୁବ ପୁସ୍ତକ 7:6

ମାରେ ଦିନଗୁଡ଼ିକ ଶୀଘ୍ର ଗଡ଼ିୟାଏ। ଏହା ତନ୍ତୀର ନଳୀଠାରୁ ଆହୁରି ଦ୍ରୁତଗାମୀ। ଶଷେ ରେ ଜୀବନଟା କୌଣସି ଆଶାର ପୂରଣ ବିନା ଶଷେ ହାଇୟୋଏ।

ଆୟୁବ ପୁସ୍ତକ 9:25

ମାରେ ଦିନ ସବୁ ଶୀଘ୍ର ଗଡ଼ି ଚାଲିଛି ଜଣେ ଦୌଡ଼ାଳି ଭଳି। ମାରେ ଦିନ ସବୁ ଗଡ଼ି ଚାଲିଛି। ମାେ ଜୀବନ ରେ କୌଣସି ସୁଖ ନାହିଁ।

ଆୟୁବ ପୁସ୍ତକ 14:2

ମଣିଷର ଜୀବନ ଫୁଲ ସଦୃଶ। ସେ ଖୁବ୍ ଶୀଘ୍ର ବଢ଼ିୟାଏ ଓ ଶଷେର ମରିୟାଏ। ମଣିଷର ଜୀବନ ଛାଯା ତୁଲ୍ଯ ଏଠା ରେ ଖୁବ୍ କମ ସମୟ ପାଇଁ। ଘଡ଼ିକେ ଦଖାୟୋଏ ପୁଣି ଅଦୃଶ୍ଯ ହାଇୟୋଏ।

ଆୟୁବ ପୁସ୍ତକ 17:1

ମାରେ ଆତ୍ମା ଭାଙ୍ଗି ୟାଇଛି। ମୁଁ ସବୁ ତ୍ଯାଗ କରିବାକୁ ପ୍ରସ୍ତୁତ ଅଛି। ମାରଜେୀବନ ପ୍ରାଯ ନଷ୍ଟ ହାଇୟୋଇଛି। ମାେ ପାଇଁ କବର ଅପେକ୍ଷା କରିଛି।

ଗୀତସଂହିତା 31:22

ମୁଁ ଭୟଭୀତ ହାଇେ ପଡ଼ିଲି ଓ ମୁଁ କହିଲି, ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ବର ମାେତେ ଦେଖିପାରିବେ ନାହିଁ। କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ ପରମେଶ୍ବର ତୁମ୍ଭେ ସହାୟତା ପାଇଁ ମାରେ ଡ଼ାକ ଶୁଣିଲ।

ଗୀତସଂହିତା 73:14

ପରମେଶ୍ବର, ମୁଁ ଦିନୟାକ ଦୁଃଖ, କଷ୍ଟ ପାଉଅଛି। ପ୍ରତିଦିନ ପ୍ରଭାତରେ ତୁମ୍ଭେ ମାେତେ ଶାସ୍ତି ଦେଉଅଛ।

ଗୀତସଂହିତା 89:45

ତୁମ୍ଭେ ତା'ର ଜୀବନକୁ କ୍ଷୀଣ କଲ। ତୁମ୍ଭେ ତାଙ୍କୁ ଲଜ୍ଜାରେ ଆଚ୍ଛନ୍ନ କଲ।

ଗୀତସଂହିତା 90:5

ତୁମ୍ଭେ ସମାନଙ୍କେର ଜୀବନକୁ ଉଚ୍ଛଦେ କରିଛ, ୟାହା ମୃତ୍ଯୁରେ ଶୋଇ ଥିବା ପରି। ପ୍ରଭାତରେ ସମାନେେ ଗୁଜୁରିବା ତୃଣପରି।

ଗୀତସଂହିତା 102:11

ମାରେ ଜୀବନ ପ୍ରାଯ ଶଷେ ହାଇେଅଛି। ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶଷେ ଦିନର ଛାଇ ତୁଲ୍ଯ।

ଗୀତସଂହିତା 102:23

ମାରେ ଜୀବନର ମଝିରେ ସଦାପ୍ରଭୁ ମାରେ ବଳକୁ ହ୍ରାସ କରି, ସେ ମାରେ ଆଯୁ ଊଣା କରିଛନ୍ତି।

ଗୀତସଂହିତା 119:23

ଏପରିକି ଅଧିପତିମାନେ ଶିଖନ୍ତି ଏବଂ ମାେ ବିରୁଦ୍ଧରେ ମନ୍ଦ ଉପାଯ କରନ୍ତି। ମୁଁ ତୁମ୍ଭର ଦାସ, ତୁମ୍ଭର ନିଯମର ମଧ୍ଯସ୍ଥି ହାଇେଛି।

ଯିଶାଇୟ 1:8

ସିୟୋନର କନ୍ଯା ପରିତ୍ଯକ୍ତ ଦ୍ରାକ୍ଷା କ୍ଷେତ୍ର ରେ ଗୋଟିଏ କୁଡ଼ିଆ ସଦୃଶ ଦଖାଯାେଉଛି। ଏକ ପରିତ୍ଯକ୍ତ କାକୁଡ଼ିକ୍ଷେତ୍ର ସଦୃଶ ପରି। ଆଉ ଏହା ଶତ୍ରୁମାନଙ୍କ ଦ୍ବାରା ଅବରୋଧିତ ନଗର ସଦୃଶ ହାଇେଅଛି।'

ଯିଶାଇୟ 13:20

ମାତ୍ର ସେ ଆଉ ସୁନ୍ଦର ହାଇେ ରହିବ ନାହିଁ। ଲୋକମାନେ ଭବିଷ୍ଯତ ରେ ଆଉ ସଠାେ ରେ ବାସ କରିବେ ନାହିଁ। ଆରବୀଯମାନେ ଆଉ ସଠାେ ରେ ତମ୍ବୁ ପକାଇବେ ନାହିଁ। ମଷେପାଳକମାନେ ସମାନଙ୍କେର ମଷେମାନଙ୍କୁ ସଠାେ ରେ ଚରାଇବା ପାଇଁ ଆଣିବେ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:1

ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥି ରେ ଆମ୍ଭେ ରହିଛୁ, ତାହା ନଷ୍ଟ ହବେ। ଏପରି ଘଟିଲା ପରେ ପରମେଶ୍ବରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦବେେ। ଏହା ମଣିଷ ଦ୍ବାରା ନିର୍ମିତ ନୁହେଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:4

ଏହି ଶରୀରରୂପ ତମ୍ବୁ ରେ ରହିଲା ବେଳେ ଆମ୍ଭମାନେେ ଭାରାକ୍ରାନ୍ତ ହାଇେ ଅଭି ଯୋଗ କରୁ। ମାରେ କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦବୋ ପାଇଁ ଚାହୁଁ। କିନ୍ତୁ ଆମ୍ଭେ ସ୍ବର୍ଗୀୟ ଘର ଦ୍ବାରା ଆଚ୍ଛାଦିତ ହବୋକୁ ଇଚ୍ଛା କରୁ। ତା' ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ବାରା ଘାଡ଼ୋଇ ହାଇେ ପାରିବ।

ଏବ୍ରୀ 1:12

ତୁମ୍ଭେ ଚାଦର ଭଳି ସହେିସବୁ ଗୁଡ଼ାଇବ ଓ ସମାନେେ ବସ୍ତ୍ର ଭଳି ପରିବର୍ତ୍ତିତ ହବେେ। କିନ୍ତୁ ତୁମ୍ଭେ କଦାପି ବଦଳିବ ନାହିଁ, ଓ ତୁମ୍ଭ ଜୀବନର ଶଷେ ହବେ ନାହିଁ।

ଯାକୁବଙ୍କ ପତ୍ 4:14

ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କଣ ଘଟିବ ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ଯ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖିପାରିବ, ତାପରେ ସେ ଚାଲିଯାଏ।

ପିତରଙ୍କ ଦିତୀୟ ପତ୍ର 1:13

ମୁଁ ଶରୀର ରେ ବଞ୍ଚିଥିବା ପର୍ୟ୍ଯନ୍ତ, ଏକଥା ତୁମ୍ଭକୁ ମନେ ପକାଉଥିବା ରେ ସାହାୟ୍ଯ କରିବି, ଏହା ଉଚିତ ବୋଲି ମୁଁ ମନେ କରେ।

Interlinear

Choose Theme