Home Bibles କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:4 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:4 · ଓଡ଼ିଆ ବାଇବେଲ

ଏହି ଶରୀରରୂପ ତମ୍ବୁ ରେ ରହିଲା ବେଳେ ଆମ୍ଭମାନେେ ଭାରାକ୍ରାନ୍ତ ହାଇେ ଅଭି ଯୋଗ କରୁ। ମାରେ କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦବୋ ପାଇଁ ଚାହୁଁ। କିନ୍ତୁ ଆମ୍ଭେ ସ୍ବର୍ଗୀୟ ଘର ଦ୍ବାରା ଆଚ୍ଛାଦିତ ହବୋକୁ ଇଚ୍ଛା କରୁ। ତା' ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ବାରା ଘାଡ଼ୋଇ ହାଇେ ପାରିବ।

Cross references

ଯିଶାଇୟ 25:8

ମାତ୍ର ଅନନ୍ତକାଳ ପାଇଁ ଦୂରୀଭୂତ ହବେ। ମାରେ ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖମଣ୍ଡଳରୁ ଲୋତକ ପୋଛି ଦବେେ। ଅତୀତ ରେ ଲୋକଙ୍କର ଯେଉଁ ଦୁଃଖ ଥିଲା, ପରମେଶ୍ବର ସେ ସମସ୍ତ ଦୁଃଖକୁ ପୃଥିବୀରୁ ପୋଛି ଦବେେ। ଏ ସମସ୍ତ ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:53

ଏହି ବିନାଶ ଦହେ ଅନନ୍ତ ରୂପ ବସ୍ତ୍ର ଧାରଣ କରିବାକୁ ହବେ ଓ ଏହି ମର୍ତ୍ତ୍ଯ ଦହେ ଅମରରୂପ ବସ୍ତ୍ର ଧାରଣ କରିବାକୁ ହବେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:2

ଏହା ସ୍ବର୍ଗ ରେ ସ୍ଥାପିତ ଚିରସ୍ଥାଯୀ ଗୃହ ଅଟେ। ଆମ୍ଭେ ଏହି ପୃଥିବୀର ଘରଟି ରେ ରହି ଥକି ଯାଇଛୁ। ଆମ୍ଭେ ଇଚ୍ଛା କରୁ ଯେ, ପରମେଶ୍ବର ଆମ୍ଭକୁ ଆମ୍ଭର ସ୍ବର୍ଗୀୟ ଘରଟି ଦିଅନ୍ତୁ।

ପିତରଙ୍କ ଦିତୀୟ ପତ୍ର 1:13

ମୁଁ ଶରୀର ରେ ବଞ୍ଚିଥିବା ପର୍ୟ୍ଯନ୍ତ, ଏକଥା ତୁମ୍ଭକୁ ମନେ ପକାଉଥିବା ରେ ସାହାୟ୍ଯ କରିବି, ଏହା ଉଚିତ ବୋଲି ମୁଁ ମନେ କରେ।

Interlinear

Choose Theme