Home Bibles ଏବ୍ରୀ 1:12 · ଓଡ଼ିଆ ବାଇବେଲ
ଏବ୍ରୀ 1:12 · ଓଡ଼ିଆ ବାଇବେଲ

ତୁମ୍ଭେ ଚାଦର ଭଳି ସହେିସବୁ ଗୁଡ଼ାଇବ ଓ ସମାନେେ ବସ୍ତ୍ର ଭଳି ପରିବର୍ତ୍ତିତ ହବେେ। କିନ୍ତୁ ତୁମ୍ଭେ କଦାପି ବଦଳିବ ନାହିଁ, ଓ ତୁମ୍ଭ ଜୀବନର ଶଷେ ହବେ ନାହିଁ।

Cross references

ଯାତ୍ରା ପୁସ୍ତକ 3:14

ଏହାପରେ ପରମେଶ୍ବର ମାଶାଙ୍କେୁ କହିଲେ, ସମାନଙ୍କେୁ କୁହ, 'ଆମ୍ଭେ ଯେ ଅଛୁଁ, ସେ ଅଛୁଁ,' ଇଶ୍ରାୟେଲର ଲୋକମାନଙ୍କୁ କୁହ ଯେ, 'ସ୍ବଯମ୍ଭୁ' ମାେତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।

ଗୀତସଂହିତା 90:4

ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ଯ ଓ ରାତ୍ରୀର ଅଳ୍ପ ସମୟପରି।

ଗୀତସଂହିତା 102:26

ପୃଥିବୀ ଓ ଆକାଶ ଦିନେ ଶଷେ ହବେ। କିନ୍ତୁ ତୁମ୍ଭେ ନିତ୍ଯ ବିରାଜିତ। ତାହାସବୁ ବସ୍ତ୍ରପରି ସେସବୁ ବଦଳାଇ ଦବେ।

ଯୋହନଲିଖିତ ସୁସମାଚାର 8:58

ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଅବ୍ରାହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।

ଏବ୍ରୀ 13:8

ଯୀଶୁଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି।

ଯାକୁବଙ୍କ ପତ୍ 1:17

ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।

Interlinear

Choose Theme