Home Bibles ଦିତୀୟ ବଂଶାବଳୀ 14:13 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 14:13 · ଓଡ଼ିଆ ବାଇବେଲ

ଆସା ଏବଂ ତାଙ୍କ ସୈନ୍ଯଦଳ ଇଥିଓପିଯ ସୈନ୍ଯଦଳଙ୍କ ପେଛ ପେଛ ଗରାର୍ ସହର ପର୍ୟ୍ଯନ୍ତ ଗୋଡ଼ାଇଲେ। ବହୁ ସଂଖ୍ଯକ ସୈନ୍ଯଗଣ ସାଂଘାତିକ ଭାବରେ କ୍ଷତାକ୍ତ ହେଲେ ଏବଂ ଆରୋଗ୍ୟ ହାଇପୋରିଲେ ନାହିଁ। ସମାନେେ ସଦାପ୍ରଭୁ ଓ ତାଙ୍କ ସୈନ୍ଯଦଳ ଦ୍ବାରା ଚୂର୍ଣ୍ଣ ବିଚୂର୍ଣ୍ଣ ହାଇଗେଲେ ଆସା ଓ ତାଙ୍କର ସୈନ୍ଯଦଳ ଶତ୍ରୁମାନଙ୍କଠାରୁ ଅନକେ ବହୁମୂଲ୍ଯ ପଦାର୍ଥ ଲୁଟି ନେଲେ।

Cross references

ଆଦି ପୁସ୍ତକ 10:1

ନୋହର ପୁତ୍ରମାନେ ଥିଲେ, ଶମେ, ହାମ ଏବଂ ଯଫେତ୍। ବନ୍ଯାପରେ ଏହି ତିନିଜଣ ସମାନଙ୍କେର ସନ୍ତାନ ସନ୍ତତି ଜନ୍ମ ନଇେଥିଲେ।

ଆଦି ପୁସ୍ତକ 10:19

ତହିଁରେ ସୀଦୋନଠାରୁ ଗରା ରେ ଦିଗକୁ ହସା ପ୍ରର୍ୟ୍ଯନ୍ତ ପୁଣି ସଦୋମ୍, ହ ମାରୋ ଓ ଅଦ୍ମା, ସବୋଯୀମ ଦିଗ ରେ ଲୋଶା ପର୍ୟ୍ଯନ୍ତ କିଣାନୀଯମାନଙ୍କ ବସତିର ସୀମା ଥିଲା।

ଆଦି ପୁସ୍ତକ 20:1

ଏହାପରେ ଅବ୍ରହାମ ସଠାରୁେ ଦକ୍ଷିଣ ଦେଶକୁ ୟାତ୍ରାକରି କାଦେଶ ଓ ଶୁର ରେ ମଧ୍ଯସ୍ଥାନ ରେ ଥାଇ ଗରାର ରେ ବାସ କଲେ।

ଆଦି ପୁସ୍ତକ 26:1

ଥରେ ଅବ୍ରହାମଙ୍କର ସମୟରେ ଦୁର୍ଭିକ୍ଷ ହାଇେଥିଲା। ସହେି ଦେଶ ରେ ଆଉ ସହେିଭଳି ଏକ ଦୁର୍ଭିକ୍ଷ ଦଖାଦେବୋରୁ ଇସ୍ହାକ ଗରାର ରେ ପଲେଷ୍ଟୀୟମାନଙ୍କ ରାଜା ଅବିମଲକେ ନିକଟକୁ ଗଲେ।

ଆଦି ପୁସ୍ତକ 35:5

ଯାକୁବ ଏବଂ ତାଙ୍କର ପରିବାର ସହେି ସ୍ଥାନ ପରିତ୍ଯାଗ କଲେ। ସହେି ନଗରର ଚତୁଃପାଶର୍ବର ଲୋକମାନେ ସମାନଙ୍କେୁ ବହୁତ ଭୟ କରୁଥିଲେ। ସହେି ଯେଉଁ ଲୋକମାନେ ତାଙ୍କର ପୁତ୍ରମାନଙ୍କୁ ଅନୁସରଣ ଏବଂ ହତ୍ଯା କରିବାକୁ ଅପେକ୍ଷା କରିଥିଲେ, ଏଥିରୁ କ୍ଷାନ୍ତ ହେଲେ।

ଯିହୋଶୂୟ 5:14

ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦଲୋ, ମୁ ତୁମ୍ଭର ଶତୃ ନକ୍ସ୍ଟ ହେଁ, ମୁ ସଦାପ୍ରଭୁଙ୍କ ସୈନ୍ଯର ସନୋପତି ଅଟେ। ମୁ ବର୍ତ୍ତମାନ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଲି।

ପ୍ରଥମ ଶାମୁୟେଲ 25:28

ଦୟାକରି ମାେତେ ମାରେ କରିଥିବା ଦୋଷ ପାଇଁ କ୍ଷମା କରନ୍ତକ୍ସ୍ଟ। ମୁ ଜାଣେ ସଦାପ୍ରଭୁ ତକ୍ସ୍ଟମ୍ଭ ପରିବାରକକ୍ସ୍ଟ ଶକ୍ତିଶାଳୀ କରିବେ। ସଦାପ୍ରଭୁ ଏପରି କରିଛନ୍ତି, କାରଣ ତୁମ୍ଭମାନେେ ତାଙ୍କର ପ୍ରତିରୋଧ ରେ ୟକ୍ସ୍ଟଦ୍ଧ କରିଅଛ, ତୁମ୍ଭେ ବଞ୍ଚିଥିବା ପର୍ୟ୍ଯନ୍ତ କୌଣସି ଲୋକ ତୁମ୍ଭର ଦୋଷ ବାଛି ପାରିବ ନାହିଁ।

ପ୍ରଥମ ବଂଶାବଳୀ 12:22

ଦାଉଦ୍ଙ୍କୁ ସାହାୟ୍ଯ କରିବା ନିମନ୍ତେ ପ୍ରେତ୍ୟକକ ଦିନ ଅଧିକରୁ ଅଧିକ ସଂଖ୍ଯକ ଲୋକ ଆସିବାକୁ ଲାଗିଲେ। ତେଣୁ ଦାଉଦଙ୍କର ଏକ ବିଶାଳ ଓ ମହାପରାକ୍ରମୀ ସୈନ୍ଯଦଳ ହେଲା।

ଦିତୀୟ ବଂଶାବଳୀ 14:14

ଆସା ଓ ତାଙ୍କର ସୈନ୍ଯଦଳ ଗରାର୍ର ନିକଟସ୍ଥ ସମସ୍ତ ସହର ଉପରେ ବିଜଯଲାଭ କଲେ। ସହେି ସହରଗୁଡ଼ିକରେ ବାସ କରୁଥିବା ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ। ସହେି ସହରଗୁଡ଼ିକରେ ଅନକେ ବହୁମୂଲ୍ଯ ପଦାର୍ଥମାନ ରହିଥିଲା। ଆସାଙ୍କ ସୈନ୍ଯଦଳ ସହେି ସହରଗୁଡ଼ିକରୁ ସହେି ସମସ୍ତ ବହୁମୂଲ୍ଯ ପଦାର୍ଥଗୁଡ଼ିକୁ ନଇଗେଲେ।

ଦିତୀୟ ବଂଶାବଳୀ 17:10

ଯିହୁଦା ନିକଟସ୍ଥ ଦେଶଗୁଡ଼ିକ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ସେଥି ନିମନ୍ତେ ସମାନେେ ଯିହାଶାଫେଟ୍ଙ୍କ ବିରୁଦ୍ଧ ରେ ୟୁଦ୍ଧ ଆରମ୍ଭ କଲେ ନାହିଁ।

ଦିତୀୟ ବଂଶାବଳୀ 20:29

ସଦାପ୍ରଭୁ ଇଶ୍ରାୟେଲର ଶତ୍ରୁମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାରୁ ସବୁ ଦେଶ ଓ ରାଜ୍ଯର ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ।

ଆୟୁବ ପୁସ୍ତକ 6:9

ମୁଁ ଇଚ୍ଛା କରେ ପରମେଶ୍ବର ମାେତେ ଦଳି ଦିଅନ୍ତୁ, ତୁମ୍ଭର ହାତ ବଢ଼ାଅ ଓ ମାରି ଦିଅ।

ଆୟୁବ ପୁସ୍ତକ 9:4

ପରମେଶ୍ବର ଅତି ବିଜ୍ଞ ଓ ଶକ୍ତିଶାଳୀ ଅଟନ୍ତି। କହେି ତାଙ୍କ ବିରୁଦ୍ଧ ରେ ଛିଡ଼ା ହାଇେ କବେେ ଅକ୍ଷତ ରହିପାରିବ ନାହିଁ।

ଗୀତସଂହିତା 108:11

କିଏ ମାେତେ ସହେି ସକଳ ସହରକୁ ନବେ? କିଏ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବାରେ ମାରେ ନତେୃତ୍ବ ନବେ ? ତୁମ୍ଭେ ନୁହଁ କି, ପରମେଶ୍ବର ? କିନ୍ତୁ ତୁମ୍ଭେ ଆମ୍ଭକୁ ପରିତ୍ଯାଗ କଲ। ତୁମ୍ଭେ ଆମ୍ଭ ସୈନ୍ଯମାନଙ୍କ ସହିତ ଆଉ ଯାଉ ନାହଁ।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:9

ସହେି ଲୋକମାନେ ଅନନ୍ତ ବିନାଶ ଦ୍ବାରା ଦଣ୍ଡିତ ହବେେ। ସମାନଙ୍କେୁ ପ୍ରଭୁଙ୍କ ସହିତ ରହିବାକୁ ଦିଆୟିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସମାନଙ୍କେୁ ଦୂର ରେ ରଖାୟିବ।

Interlinear

Choose Theme