ସହେି ସମୟରେ ପବିତ୍ର ଉତ୍ସବ ପାଳନ ରାତ୍ରିପରି ତୁମ୍ଭମାନେେ ଆନନ୍ଦ ରେ ଗାନ କରିବ। ପୁଣି ସଦାପ୍ରଭୁଙ୍କ ପର୍ବତକୁ ଇଶ୍ରାୟେଲର ଶୈଳ ନିକଟକୁ ୟିବା ପାଇଁ ବଂଶୀ ବଜାଇ ଗମନ କରନ୍ତି, ସହେିପରି ତୁମ୍ଭମାନଙ୍କର ଚିତ୍ତ ଆନନ୍ଦିତ ହବେ।
Cross references
ଏହାପରେ ମାଶାେ ଓ ଇଶ୍ରାୟେଲୀୟ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହି ସଂଗୀତ ଗାନ କଲେ, ଆମ୍ଭେ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା। ସେ ମହାନ କାର୍ୟ୍ଯ କରିଛନ୍ତି। ସେ ଅଶ୍ବ ଏବଂ ଅଶ୍ବାରୋହୀଙ୍କୁ ସମୁଦ୍ର ରେ ନିକ୍ଷପେ କଲେ।
ସହେି ଦିନ ତୁମ୍ଭମାନଙ୍କର ସ୍ବତନ୍ତ୍ର ବିଶ୍ରାମଦିନ ହବେ। ତୁମ୍ଭମାନେେ କୌଣସି ଖାଦ୍ୟ ଖାଇବ ନାହିଁ। ମାସର ନବମ ଦିନର ସନ୍ଧ୍ଯାକାଳ ରେ, ଏକ ସନ୍ଧ୍ଯାଠାରୁ ଆର ସନ୍ଧ୍ଯା ପର୍ୟ୍ଯନ୍ତ ତୁମ୍ଭମାନେେ ନିଜ ନିଜର ବିଶ୍ରାମ ଦିନ ପାଳନ କରିବ।
ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସଠାେରେ ନିସ୍ତାର ପର୍ବର ବଳି ଉତ୍ସର୍ଗ କରିବା ଉଚିତ୍। ସଂନ୍ଧ୍ଯା ସମୟର, ସୂର୍ୟ୍ଯାସ୍ତ ବେଳେ ତୁମ୍ଭେ ତାହା କର। ଠିକ୍ ସହେି ସମୟରେ ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାର କରି ଅଣା ହାଇେଥିଲା।
ଉତ୍ସବ ସମୟରେ ତୁମ୍ଭେ ଓ ତକ୍ସ୍ଟମ୍ଭ ପକ୍ସ୍ଟତ୍ର, କନ୍ଯା, ଦାସ, ଦାସୀ ନଗରଦ୍ବାରବର୍ତ୍ତୀ ଲବେୀୟ ଲୋକ ଓ ବିଦେଶୀ ପିତୃହୀନ ଓ ବିଧବା ତୁମ୍ଭେ ସମସ୍ତେ ଆନନ୍ଦ କରିବ।
ସତେ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ବସ୍ତ ଓ ନ୍ଯାଯବାନ୍ ପରମେଶ୍ବର। ସେ ଉତ୍ତମ ଓ ସତ୍ଯ।
ସମାନଙ୍କେର 'ଶୈଳ' ଆମ୍ଭମାନଙ୍କର ଦବେତାମାନଙ୍କ ତକ୍ସ୍ଟଲ୍ଯ ନକ୍ସ୍ଟହଁ। ଏବଂ ଆମ୍ଭର ଶତୃମାନେ ଆମ୍ଭର ବିଗ୍ଭରକ।
ଲୋକମାନେ ନିଯମସିନ୍ଦୁକକୁ ଅବୀନାଦବଙ୍କ ଗୃହରୁ କାଢ଼ି ଆଣିଲେ। ସମାନେେ ତାହାକୁ ଏକ ନୂତନ ଶଗଡ଼ଗାଡ଼ି ରେ ରଖିଲେ। ଉଷ ଓ ଅହିଯୋ ସହେି ଶଗଡ଼କୁ ଚଳାଇଲେ।
ତା'ପରେ ଯିହାଶାଫେଟ୍ ଯିହୁଦା ଓ ୟିରୁଶାଲମ ସମସ୍ତ ଲୋକଙ୍କୁ ଫରୋଇ ୟିରୁଶାଲମ ନଇଗେଲେ। ପରମେଶ୍ବର ସମାନଙ୍କେର ଶତ୍ରୁମାନଙ୍କୁ ଯାହା କରିଥିଲେ, ସେଥି ରେ ସମାନେେ ବହୁତ ଖୁସି ହେଲେ।
ସଦାପ୍ରଭୁଙ୍କ ବ୍ଯତୀତ ଅନ୍ୟ ପରମେଶ୍ବର ନାହାନ୍ତି। ଆମ୍ଭମାନଙ୍କ ପରମେଶ୍ବରଙ୍କ ବ୍ଯତୀତ ଅନ୍ୟ ଶୈଳ ନାହିଁ।
ପରମେଶ୍ବର ତୁମ୍ଭେ ହିଁ ମାରେ ଲୁଚିବାର ସ୍ଥାନ ଅଟ। ତୁମ୍ଭେ ମାେତେ ସମସ୍ତ ବିପଦରୁ ଉଦ୍ଧାର କର। ତୁମ୍ଭେ ମାରେ ଚତୁର୍ଦ୍ଦିଗରେ ରହି ମାେତେ ରକ୍ଷା କର। ତଣେୁ ଯେଉଁ ଉପାଯରେ ମାେତେ ବଞ୍ଚାଇଲ ମୁଁ ସହେି ବିଷଯରେ ଗୀତ ବୋଲିବି।
ଯେତବେେଳେ ମୁଁ ମନେ ପକାଏ, ମାରେ ହୃଦଯ ବିଦୀର୍ଣ୍ଣ ହାଇୟୋଏ। ସହେି ସୁଦିନ ଗୁଡ଼ିକୁ ୟାହା ମୁଁ ତୁମ୍ଭ ମନ୍ଦିରରେ କଟାଇଥିଲି। ଯେତବେେଳେ ଲୋକଭିଡ଼ ମଧ୍ୟରେ ମୁଁ ପରମେଶ୍ବରଙ୍କ ମନ୍ଦିରକୁ ଚାଲିଲି, ମୁଁ ମନେ ପକାଏ ସହେିସବୁ ଖୁସିର ଦିନଗୁଡ଼ିକ ଓ ପ୍ରଶଂସାର ଗୀତ ସବୁ ୟାହାକି ଲୋକମାନେ ପର୍ବପର୍ବାଣି ବେଳେ ଗାନ କରନ୍ତି।
ହେ ମାରେ ପ୍ରାଣ କାହିଁକି ମୁଁ ଏତେ ବ୍ଯାକୁଳ ? ମୁଁ ପରମେଶ୍ବରଙ୍କ ସହାୟତା ପାଇଁ ଅପେକ୍ଷା କରିବି। ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
ଆମ୍ଭମାନଙ୍କ ବଳସ୍ବରୂପ ପରମେଶ୍ବରଙ୍କର ଉଦ୍ଦେଶ୍ଯରେ ଉଚ୍ଚ ସ୍ବରରେ ଜଯଗାନ କର। ୟାକୁବର ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।
ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା। ଆମ୍ଭମାନଙ୍କ ପରିତ୍ରାଣର ଶୈଳ ଉଦ୍ଦେଶ୍ଯରେ ଆନନ୍ଦ ଧ୍ବନି କରିବା, ୟିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି।
ତୂରୀ ଧ୍ବନିରେ ପରମେଶ୍ବରଙ୍କର ପ୍ରଶଂସା କର। ନବେଲ ଓ ବୀଣା ୟନ୍ତ୍ରରେ ତାଙ୍କର ପ୍ରଶଂସା କର !
ବହୁ ଲୋକ ସଠାେକୁ ଯିବେ। ସମାନେେ କହିବେ, ଆସ, ଆମ୍ଭମାନେେ ସଦାପ୍ରଭୁଙ୍କ ପର୍ବତକୁ ୟିବା। ଯାକୁବଙ୍କ ପରମେଶ୍ବରଙ୍କ ମନ୍ଦିରକୁ ଆମ୍ଭମାନେେ ୟିବା। ସେତବେେଳେ ପରମେଶ୍ବର ଆମ୍ଭମାନଙ୍କୁ ତାଙ୍କ ପଥ ବିଷଯ ରେ ଶିକ୍ଷା ଦବେେ। ଆମ୍ଭମାନେେ ତାହା ଅନୁସରଣ କରିବା।
ସହେି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପ ରେ କ୍ରୋଧାନ୍ବିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କୋରଧ ନିବୃତ୍ତ ହାଇେଅଛି, ତୁମ୍ଭେ ତୁମ୍ଭର ପ୍ ରମେ ଆମ୍ଭକୁ ଦଖାଇେଅଛ।'
ସଦେିନ, ଯିହୁଦା ଦେଶ ରେ ଏହି ଗୀତ ଗାନ କରାୟିବ। ଆମ୍ଭମାନଙ୍କର ଏକ ସୁଦୃଢ଼ ନଗର ଅଛି। ସଦାପ୍ରଭୁ ଆମ୍ଭମାନଙ୍କର ମୁକ୍ତିଦାତା। ସଦାପ୍ରଭୁ ଆମ୍ଭମାନଙ୍କ ଏକ ବଡ଼, ଉଚ୍ଚ ପ୍ରାଚୀର ଓ ଗୋଟିଏ ଦୃଢ ନଗର ତିଆରି କରିବେ।
ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କଠା ରେ ସଦାକାଳ ନିର୍ଭର ରଖ, କାରଣ ସଦାପ୍ରଭୁଙ୍କ ସହିତ ଅନନ୍ତକାଳୀନ ଶୈଳ ଅଛି।
ତୁମ୍ଲଭମାଲନ ଭୀତ ଓ ବିବ୍ରତ ହୁଅ ନାହିଁ। ଆମ୍ଲଭ ସର୍ବଦା କହିଛୁ ଭବିଷ୍ଯତସର କ'ଣ ଘଟିବ। ତୁମ୍ଲଭମାଲନ ଆମ୍ଭର ସାକ୍ଷୀ। ଆମ୍ଭ ଭିନ୍ନ ଆଉ ପରଲମଶ୍ବର ନାହାଁନ୍ତି। ଅନ୍ୟ ଶୈଳ ନାହିଁ। ଆମ୍ଲଭ ଜାଣୁ ଆମ୍ଲଭ ହିଁ ଏକମାତ୍ର।'
ସଦାପ୍ରଭୁ ମାେତେ କହିଲେ, ୟାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।
ସଦାପ୍ରଭୁ କହନ୍ତି, ଏଠା ରେ ତୁମ୍ଭମାନେେ ଆନନ୍ଦ ଧ୍ବନି ଓ ହର୍ଷନାଦ, ବର କନ୍ଯାଙ୍କର ହର୍ଷଧ୍ବନି, ସଦାପ୍ରଭୁଙ୍କର ପ୍ରଶଂସାଗାନର କୋଳାହଳ ପାଇବ। ସମାନେେ କହିବେ, 'ସଦାପ୍ରଭୁ ମଙ୍ଗଳମଯ ଓ ତାଙ୍କର କରୁଣା ସଦାକାଳ ସ୍ଥାଯୀ।' ତେଣୁ ତାଙ୍କର ଧନ୍ଯବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ଯବାଦସ୍ବରୂପ ବଳି ଆଣିବାର ଶବ୍ଦ ଶୁଣାୟିବ। ଏହା ହବେ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ଯ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସପରେି ହାଇଯେିବ।
ଏହାପରେ ସମାନେେ ନିସ୍ତାର ପର୍ବର ପ୍ରାର୍ଥାନା ଗୀତ ବୋଲିଲେ ଓ ଜୀତ ପର୍ବତକୁ ଚାଲିଗଲେ।
ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :