Cross references
ତେଣୁ ଦୂତ ଅଶ୍ବ ପୃଷ୍ଠ ରେ ୟାଇ ଯହେୂଙ୍କୁ ସାକ୍ଷାତ କରି ପଚାରିଲେ, ରାଜା ଯୋରାମ ଜାଣିବାକୁ ଗ୍ଭହାନ୍ତି, 'ତୁମ୍ଭେ ଶାନ୍ତି ଉଦ୍ଦେଶ୍ଯ ରେ ଆସିଛ ତ?'
ତା'ପରେ ୟୋରାମ ଦ୍ବିତୀୟ ଦୂତକୁ ଅଶ୍ବ ପୃଷ୍ଠ ରେ ପଠାଇଲେ। ଦୂତ ସମାନଙ୍କେୁ ଭଟେିଲେ ଏବଂ କହିଲେ, ରାଜା ପଗ୍ଭରୁଛନ୍ତି, 'କୁଶଳ କି?'
ସହେି ଜ୍ଞାନୀ ଲୋକମାନେ କହିଥିଲେ, ଦୁଷ୍ଟଲୋକ ଆପଣାର କୁକର୍ମକୁ ସାରାଜୀବନ ଭୋଗ କରେ। ଜଣେ ନିଷ୍ଠୁର ବ୍ଯକ୍ତି ତା'ର ପ୍ରେତ୍ୟକକ ଗଣିତ ବର୍ଷ ରେ କ୍ଲେଶ ଭୋଗ କରେ।
ମାତ୍ର ଦୁଷ୍ଟମାନେ ତରଙ୍ଗାଯିତ ସମୁଦ୍ର ତୁଲ୍ଯ, କାରଣ ତାହା ସ୍ଥିର ହାଇପୋ ରେ ନାହିଁ ଓ ତାହାର ଜଳ ରେ ପଙ୍କ ଓ କାଦୁଅ ଉେଠ।
ଆମ୍ଭର ପରମେଶ୍ବର କୁହନ୍ତି ; ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ।'
ପୁଣି ସମାନେେ ବାହା ରେ ୟାଇ ଆମ୍ଭ ବିରୁଦ୍ଧାଚରଣ କରୁଥିବା ପାପୀ ଲୋକମାନଙ୍କର ଶବ ଦେଖିବେ। କାରଣ ସମାନଙ୍କେର କୀଟ ମରିବ ନାହିଁ କିମ୍ବା ସମାନଙ୍କେର ଅଗ୍ନି ନିର୍ବାପିତ ହବେ ନାହିଁ। ଆଉ ମଧ୍ଯ ସମାନେେ ସମସ୍ତେ ମର୍ତ୍ତ୍ଯର ଘୃଣାର ପାତ୍ର ହବେେ।
ଯୀଶୁ ୟିରୁଶାଲମକୁ କହିଲେ, ତୁମ୍ଭକୁ କିପରି ଶାନ୍ତି ମିଳିପାରିବ, ତାହା ତୁମ୍ଭମାନେେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭମାନେେ ଜାଣି ପାରିବନାହିଁ। କାରଣ ତାାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି।
ଲୋକେ ଶାନ୍ତିର ମାର୍ଗ ଜାଣନ୍ତି ନାହିଁ। ୟିଶାଇୟ 59:7-8