Home Bibles ☰ Books ଯିଶାଇୟ 29:19 · ଓଡ଼ିଆ ବାଇବେଲ
ଯିଶାଇୟ 29:19 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କଠା ରେ ଦରିଦ୍ର, ନମ୍ର ଲୋକମାନେ ଆନନ୍ଦ ବଢ଼ାଇବେ। ଲୋକମାନଙ୍କ ମଧିଅରେ ଦରିଦ୍ରମାନେ ଇଶ୍ରାୟେଲର ଧର୍ମ ସ୍ବରୂପଙ୍କଠା ରେ ଉଲ୍ଲାସ କରିବେ।

Cross references

ଗୀତସଂହିତା 9:18

େ ବେଳବେଳେ ଏହା ଜଣାପଡ଼େ ୟେ ପରମେଶ୍ବର ବିପଦରେ ପଡ଼ିଥିବା ଲୋକମାନଙ୍କୁ ଭୁଲି ୟାଆନ୍ତି। ଏହାର ଅର୍ଥ ନୁହେଁ ୟେ ସହେି ଗରିବ ବ୍ଯକ୍ତିମାନଙ୍କର କୌଣସି ଆଶା ନ ଥାଏ। କନ୍ତୁ ପରମେଶ୍ବର ସର୍ବଦା ସମାନଙ୍କେୁ ଭୁଲନ୍ତି ନାହିଁ।

ଗୀତସଂହିତା 12:5

କିନ୍ତୁ ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।

ଗୀତସଂହିତା 22:27

ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ। ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।

ଗୀତସଂହିତା 25:9

ସେ ଶୋଚନୀଯ ଲୋକକୁ ବିଚାର ମାର୍ଗ ଦଖାେନ୍ତି ଓ ନମ୍ର ଲୋକମାନଙ୍କୁ ତାଙ୍କ ପଥରେ ଚାଲିବାକୁ ପ୍ରରେିତ କରନ୍ତି।

ଗୀତସଂହିତା 37:11

ପରମେଶ୍ବର ସମାନଙ୍କେୁ ପ୍ରତିଜ୍ଞା କରିଥିଲେ ୟେ, ନମ୍ର ଲୋକମାନେ ଭୂମି ପାଇବେ ଓ ସମାନେେ ଶାନ୍ତି ଉପ ଭୋଗ କରିବେ।

ଗୀତସଂହିତା 149:4

ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି। ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯାମାନ କରିଛନ୍ତି। ସେ ସମାନଙ୍କେୁ ରକ୍ଷା କଲେ।

ଯିଶାଇୟ 11:4

ସେ ସାଧୁ ଓ ନିରପେକ୍ଷ ରହିବେ, ଯେତବେେଳେ ଗରୀବ ଏବଂ ଅସହାୟ ଲୋକଙ୍କର ବିଚାର କରୁଥିବେ। ସେ ଯେତବେେଳେ ଲୋକଙ୍କୁ ଦଣ୍ଡ ଦବୋକୁ ସ୍ଥିର କରିବ, ସେତବେେଳେ ସମାନେେ ଦଣ୍ଡିତ ହବେେ।

ଯିଶାଇୟ 14:30

ମାତ୍ର ମାରେ ଦରିଦ୍ର ଲୋକମାନେ ଶାନ୍ତି ରେ ଭୋଜନ କରିବେ। ସମାନଙ୍କେର ପିଲାମାନେ ମଧ୍ଯ ନିରାପଦ ରେ ରହିବେ। ମାତ୍ର ମୁଁ ତୁମ୍ଭର ପରିବାରକୁ ଭୋକରେ ଛଟପଟ କରାଇ ମାରିବି ଏବଂ ଅବଶିଷ୍ଟାଂଶକୁ ମଧ୍ଯ ସଂହାର କରିବି।

ଯିଶାଇୟ 14:32

ସହେି ସୈନ୍ଯବାହିନୀ ସମାନଙ୍କେର ଦେଶକୁ ଦୂତ ପ୍ ରରଣେ କରିବେ। ସହେି ଲୋକମନଙ୍କୁ ଦୂତ କି ବାର୍ତ୍ତା ଦବେେ ? ସମାନେେ ଘାଷେଣା କରିବେ, ପଲ୍ଷ୍ଟେୀଯ ପରାଜିତ ହେଲା। ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସଠାେକୁ ଗଲେ।

ଯିଶାଇୟ 41:16

ତୁମ୍ଭେ ସମାନଙ୍କେୁ କୁଲା ରେ ଉଡ଼ାଇଲେ ବାଯୁ ସମାନଙ୍କେୁ ଉଡ଼ାଇ ଦବେ ଓ ଘୂର୍ଣ୍ଣିବାଯୁ ସମାନଙ୍କେୁ ଛିନ୍ନ ଭିନ୍ନ କରି ପକାଇବ। ପୁଣି ତୁମ୍ଭେ ସଦାପ୍ରଭୁଙ୍କଠା ରେ ଉଲ୍ଲାସ କରିବ ଓ ଇଶ୍ରାୟେଲର ଧର୍ମସ୍ବରୂପଙ୍କଠା ରେ ଗର୍ବ କରିବ।'

ଯିଶାଇୟ 57:15

କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ବର, ସହେି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି ; ଆମ୍ଭେ ଉର୍ଦ୍ଧ୍ବ ଓ ପବିତ୍ର ସ୍ଥାନ ରେ ବାସ କରୁ। ଆଉ ମଧ୍ଯ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନିମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।

ଯିଶାଇୟ 61:1

ସଦାପ୍ରଭୁଙ୍କର ସବେକ କୁହନ୍ତି, ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମାଠାେ ରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମାେତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦବୋକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଚାର କରିବା ନିମନ୍ତେ ମାେତେ ପ୍ ରରଣେ କରିଛନ୍ତି।

ଯିଶାଇୟ 61:10

ମୁଁ ସଦାପ୍ରଭୁଙ୍କଠା ରେ ଅତିଶଯ ଆନନ୍ଦ କରିବି, ମାରେ ପ୍ରାଣ ମାରେ ପରମେଶ୍ବରଙ୍କଠା ରେ ଉଲ୍ଲସିତ ହବେ ; କାରଣ ବର ଯେପରି ଭୂଷଣ ରେ ନିଜକୁ ଭୂଷିତ କରେ ଓ କନ୍ଯା ଯେପରି ନିଜକୁ ରତ୍ନ ରେ ଭୂଷିତା କରେ ସହେିପରି ସେ ପରିତ୍ରାଣରୂପ ବସ୍ତ୍ର ରେ ମାେତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ର ରେ ମାେତେ ଆବୃତ କରିଅଛନ୍ତି।

ଯିଶାଇୟ 66:2

ପୁଣି ସଦାପ୍ରଭୁ କୁହନ୍ତି ଆମ୍ଭେ ସମସ୍ତ ପଦାର୍ଥ ନିର୍ମାଣ କରିଛୁ। ତେଣୁ ଏ ସମସ୍ତର ଅଧିକାରୀ ଆମ୍ଭେ ଅଟୁ। ମାତ୍ର ଯେଉଁମାନେ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବାକ୍ଯ ରେ ଥରହର ହୁଏ, ତାହା ପ୍ରତି ଆମ୍ଭେ ଦୃଷ୍ଟି ଦବୋ।

Interlinear

Choose Theme