Home Bibles ଗୀତସଂହିତା 25:9 · ଓଡ଼ିଆ ବାଇବେଲ
ଗୀତସଂହିତା 25:9 · ଓଡ଼ିଆ ବାଇବେଲ

ସେ ଶୋଚନୀଯ ଲୋକକୁ ବିଚାର ମାର୍ଗ ଦଖାେନ୍ତି ଓ ନମ୍ର ଲୋକମାନଙ୍କୁ ତାଙ୍କ ପଥରେ ଚାଲିବାକୁ ପ୍ରରେିତ କରନ୍ତି।

Cross references

ଗୀତସଂହିତା 22:26

ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ। ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜଯଗାନ କର। ତୁମ୍ଭର ହୃଦଯ ଚିରଦିନ ପାଇଁ ଜୀବନ୍ତ ରହୁ।

ଗୀତସଂହିତା 23:3

ସେ ମାରେ ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି। ସେ ମାେତେ ଧର୍ମପଥରେ କଢ଼ାଇ ନିଅନ୍ତି। ଏହାଦ୍ବାରା ପ୍ରମାଣିତ ହୁଏ ୟେ, ସେ ପ୍ରକୃତରେ ପରମେଶ୍ବର ଅଟନ୍ତି।

ଗୀତସଂହିତା 27:11

ହେ ସଦାପ୍ରଭୁ, ମାରେ ଶତ୍ରୁମାନେ ଅଛନ୍ତି। ତଣେୁ ମାେତେ ନ୍ଯାଯମାର୍ଗ ପ୍ରଦର୍ଶନ କର। ମାେତେ ସରଳ ମାର୍ଗରେ ୟିବାକୁ ଶିକ୍ଷା ଦିଅ।

ଗୀତସଂହିତା 32:8

ସଦାପ୍ରଭୁ କୁହନ୍ତି, ମୁଁ ତୁମ୍ଭକୁ ଶିକ୍ଷା ଦବେି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ଯ ବତାଇ ଦବେି। ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ବାବଧାରକ ହବେି।

ଗୀତସଂହିତା 73:24

ହେ ପରମେଶ୍ବର, ତୁମ୍ଭେ ମାେତେ ଆଗଇେ ନଇେଛ। ତୁମ୍ଭେ ମାେତେ ସୁନ୍ଦର ଉପଦେଶ ଦଇେଅଛ ଓ ଶଷେରେ ତୁମ୍ଭେ ମାେତେ ଗୌରବରେ ଗ୍ରହଣ କରିବ।

ଗୀତସଂହିତା 76:9

ସ୍ବର୍ଗରୁ ତାଙ୍କର ବିଚାର ଶୁଣାଇଛନ୍ତି। ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହାଇେଛନ୍ତି।

ଗୀତସଂହିତା 119:35

ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶ ପଥରେ ମାେତେ ଆଗଇେ ନିଅ। ମୁଁ ବାସ୍ତବରେ ସହେିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।

ଗୀତସଂହିତା 119:66

ହେ ସଦାପ୍ରଭୁ, ମାେତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର। ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ବାସ କରିଅଛି।

ଗୀତସଂହିତା 143:10

ତୁମ୍ଭେ କ'ଣ ମାେ ପାଇଁ କରିବାକୁ ଚାହଁ ତାହା ମାେତେ ଦଖାେଅ ? ତୁମ୍ଭେ ମାରେ ପରମେଶ୍ବର, ତୁମ୍ଭର ଆତ୍ମା ମାେତେ ଭୂମି ସ୍ତରରେ ଆଗଇେ ନେଉା

ଗୀତସଂହିତା 147:6

ସଦାପ୍ରଭୁ ନମ୍ର ଲୋକମାନଙ୍କ ସପକ୍ଷରେ ଥାଆନ୍ତି। ଏବଂ ସେ ଦୁଷ୍ଟମାନଙ୍କୁ ବିଚଳିତ କରନ୍ତି।

ଗୀତସଂହିତା 149:4

ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ଆନନ୍ଦିତ ହୁଅନ୍ତି। ସେ ନମ୍ର ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯାମାନ କରିଛନ୍ତି। ସେ ସମାନଙ୍କେୁ ରକ୍ଷା କଲେ।

ହିତୋପଦେଶ 3:5

ତୁମ୍ଭେ ସର୍ବାନ୍ତଃ ହୃଦଯ ରେ ସଦାପ୍ରଭୁଙ୍କୁ ବିଶ୍ବାସ କର ଏବଂ ନିଜର ଚତୁରତା ଉପ ରେ ନିର୍ଭର କରନାହିଁ।

ହିତୋପଦେଶ 8:20

ମୁଁ ଧାର୍ମିକତାର ମାର୍ଗ ରେ, ବିଚାରର ପଥ ମଧିଅରେ ଗମନ କରେ।

ଯିଶାଇୟ 11:4

ସେ ସାଧୁ ଓ ନିରପେକ୍ଷ ରହିବେ, ଯେତବେେଳେ ଗରୀବ ଏବଂ ଅସହାୟ ଲୋକଙ୍କର ବିଚାର କରୁଥିବେ। ସେ ଯେତବେେଳେ ଲୋକଙ୍କୁ ଦଣ୍ଡ ଦବୋକୁ ସ୍ଥିର କରିବ, ସେତବେେଳେ ସମାନେେ ଦଣ୍ଡିତ ହବେେ।

ଯିଶାଇୟ 42:1

ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।

ଯିଶାଇୟ 61:1

ସଦାପ୍ରଭୁଙ୍କର ସବେକ କୁହନ୍ତି, ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମାଠାେ ରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମାେତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦବୋକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଚାର କରିବା ନିମନ୍ତେ ମାେତେ ପ୍ ରରଣେ କରିଛନ୍ତି।

ଯିହିଜିକଲ 11:19

ଏବଂ ଆମ୍ଭେ ସମାନଙ୍କେୁ ଏକ ହୃଦଯ ଦବୋ ଓ ସମାନଙ୍କେର ଅନ୍ତର ରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆମ୍ଭେ ସମାନଙ୍କେଠାରୁ କଠିନ ହୃଦଯ ଦୂର କରି, ସମାନଙ୍କେୁ କୋମଳ ହୃଦଯ ଦବୋ।

ଯିହିଜିକଲ 36:27

ଏବଂ ମୁଁ ତୁମ୍ଭମାନଙ୍କ ଅନ୍ତର ରେ ମାରେ ଆତ୍ମା ସ୍ଥାପନ କରିବି। ଏବଂ ମୁଁ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିବି ଯେପରି ତୁମ୍ଭମାନେେ ମାରେ ନିଯମ ସକଳ ମାନିବ ଏବଂ ମାରେ ଆଜ୍ଞାସବୁ ରଖିବାକୁ ଯତ୍ନବାନ ହବେ।

ସିଫନିୟ 2:3

ସବୁ ବିନଯୀ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଆସ! ତାଙ୍କ ବ୍ଯବସ୍ଥାକୁ ମାନ। ଧର୍ମର ଅନ୍ବଷେଣ କର, ନମ୍ରତାର ଅନ୍ବଷେଣ କର, ହୁଏତ ସଦାପ୍ରଭୁ ତାଙ୍କର କୋରଧ ଦଖାଇେଲା ବେଳେ ତୁମ୍ଭମାନେେ ନିରାପଦ ହବେ।

ମାଥିଉଲିଖିତ ସୁସମାଚାର 5:5

ନମ୍ର ଓ ସୁଶୀଳ ଲୋକମାନେ ଧନ୍ଯ; କାରଣ ଏ ପୃଥିବୀ ସହେିମାନଙ୍କର ହବେ।

ଯୋହନଲିଖିତ ସୁସମାଚାର 14:6

ଯୀଶୁ ଉତ୍ତର ଦେଲେ, ମୁଁ ପଥ। ମୁଁ ସତ୍ଯ ଓ ଜୀବନ। ପରମପିତାଙ୍କ ପାଖକୁ ୟିବା ପାଇଁ ମୁଁ ହେଉଛି ଏକମାତ୍ର ପଥ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:2

ସେ ମହାୟାଜକଙ୍କ ପାଖକୁ ଯାଇ ଦମ୍ମସକେ ନଗରର ଯିହୂଦୀ ସମାଜଗୃହଗୁଡ଼ିକୁ ପତ୍ର ସବୁ ଲେଖିବା ନିମନ୍ତେ କହିଲେ। ଯେପରି ଏହାଦ୍ବାରା ସେ ଯେତବେେଳେ ଖ୍ରୀଷ୍ଟଙ୍କ ପଥ ଅନୁସରଣକାରୀ କୌଣସି ପୁରୁଷ ବା ସ୍ତ୍ରୀକୁ ଦେଖନ୍ତି, ସେତବେେଳେ ସମାନଙ୍କେୁ ବନ୍ଦୀ କରି ୟିରୂଶାଲମକୁ ନଇେ ଆସିପାରିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:10

ତୁମ୍ଭେ ସବୁ ପ୍ରକାର ମନ୍ଦ କାର୍ୟ୍ଯ ଓ ମିଥ୍ଯା ରେ ପରିପୂର୍ଣ୍ଣ ଅଟ। ତୁମ୍ଭେ ସର୍ବଦା ପ୍ରଭୁଙ୍କ ସତ୍ଯକୁ ମିଥ୍ଯା ରେ ପରିଣତ କରିବାକୁ ଚେ଼ଷ୍ଟା କରିଥାଅ।

ଗାଲାତୀୟଙ୍କ ପ୍ରତି ପତ୍ର 5:23

ଭଦ୍ରତା ଓ ଆତ୍ମ-ସଂୟମ। ଏହି ବିଷୟଗୁଡ଼ିକ ଠିକ୍ ନୁହେଁ ବୋଲି କୌଣସି ନିୟମ କହିପାରିବ ନାହିଁ।

ଏବ୍ରୀ 10:20

ଯୀଶୁଙ୍କ ଦ୍ବାରା ଖାଲିେ ଦିଆ ଯାଇଥିବା ଗୋଟିଏ ନୂତନ ବାଟ ଦଇେ ଆମ୍ଭେ ପ୍ରବେଶ କରି ପାରିବା। ଏହା ଏକ ଜୀବନ୍ତ ପଥ। ଏହି ନୂତନ ପଥଟି ପରଦା ମଧ୍ଯ ଦଇେ ଯାଏ ଯାହା କି ଯୀଶୁଙ୍କ ଶରୀର ଅଟେ।

ଯାକୁବଙ୍କ ପତ୍ 1:21

ତେଣୁ ତୁମ୍ଭମାନଙ୍କ ଜୀବନରୁ ପ୍ରେତ୍ୟକକ ମନ୍ଦ ବିଷୟ ଓ ମନ୍ଦ କର୍ମକୁ କାଢ଼ି ପକାଅ। ତୁମ୍ଭର ହୃଦୟ ରେ ବୁଣା ଯାଇଥିବା ପରମେଶ୍ବରଙ୍କ ଶିକ୍ଷାଗୁଡ଼ିକୁ ନମ୍ରତାର ସହିତ ଗ୍ରହଣ କର। ଏହି ଶିକ୍ଷା ତୁମ୍ଭର ଆତ୍ମାକୁ ରକ୍ଷା କରିପାରିବ।

ପିତରଙ୍କ ପ୍ରଥମ ପତ୍ 3:4

ତୁମ୍ଭର ସୌନ୍ଦର୍ୟ୍ଯ ଅନ୍ତରରୁ ବାହାରି ନମ୍ର ଓ ଶାନ୍ତ ଗୁଣର ପରିଚୟ ଦବୋ ଉଚିତ। ଏହି ସୌନ୍ଦର୍ୟ୍ଯ କବେେ ହେଲେ ସମାପ୍ତ ହବେ ନାହିଁ। ପରମେଶ୍ବର ଏହାକୁ ସବୁଠାରୁ ମୂଲ୍ଯବାନ୍ ମନେ କରନ୍ତି।

ପିତରଙ୍କ ପ୍ରଥମ ପତ୍ 3:15

କିନ୍ତୁ ତୁମ୍ଭେ ପବିତ୍ର ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟ ରେ ଧରି ରଖ। ତୁମ୍ଭର ଭରସାର କାରଣ ବିଷୟ ରେ କହେି ତୁମ୍ଭକୁ ପ୍ରଶ୍ନ କଲେ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ।

Interlinear

Choose Theme