Home Bibles ଯିଶାଇୟ 28:5 · ଓଡ଼ିଆ ବାଇବେଲ
ଯିଶାଇୟ 28:5 · ଓଡ଼ିଆ ବାଇବେଲ

ସଦେିନ ସର୍ବଶକ୍ତିମାନ ସଦାପ୍ରଭୁ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ ବହୁତ ସୁନ୍ଦର ମୁକୁଟ' ସଦୃଶ ହବେେ।

Cross references

ଆୟୁବ ପୁସ୍ତକ 29:14

ଧାର୍ମିକତା ମାରେ ବସ୍ତ୍ର ନ୍ଯାଯ ମାରେ ଚୋଗା ଓ ମାରେ ପଗଡ଼ି ଥିଲା।

ଗୀତସଂହିତା 90:16

ତୁମ୍ଭେ କରିପାରୁଥିବା ଆଶ୍ଚର୍ୟ୍ଯ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ ଏବଂ ସମାନଙ୍କେ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦଖାେଅ।

ଯିଶାଇୟ 10:20

ସହେି ସମୟରେ ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକ ଏବଂ ଯାକୁବ ପରିବାର ଲୋକେ ପ୍ରହାରକାରୀଙ୍କ ଉପ ରେ ଆଉ ନିର୍ଭର କରିବେ ନାହିଁ। ସମାନେେ ଇଶ୍ରାୟେଲର ଧର୍ମସ୍ବରୂପ ସଦାପ୍ରଭୁଙ୍କ ଉପ ରେ ନିର୍ଭର କରିବା ଶିକ୍ଷା କରିବେ।

ଯିଶାଇୟ 11:16

ପରମେଶ୍ବରଙ୍କ ଅବଶିଷ୍ଟାଂଶ ଲୋକେ ଏହି ରାଜପଥରେ ଗମନ କରିବେ। ଏହା ମିଶର ଦେଶରୁ ଲୋକଙ୍କୁ କାଢ଼ିବା ପରମେଶ୍ବରଙ୍କ ପରି ହବେ।

ଯିଶାଇୟ 37:31

ଯିହୁଦା ବଂଶର ରକ୍ଷାପାଇଥିବା ଅବଶିଷ୍ଟାଂଶ ଲୋକେ ପୁନର୍ବାର ବଢ଼ିବେ। ସମାନେେ ବୃକ୍ଷପରି ତଳକୁ ଚରେ ମାଡ଼ିବେ ଓ ଉପ ରେ ଫଳ ଫଳିବେ।

ଯିଶାଇୟ 41:16

ତୁମ୍ଭେ ସମାନଙ୍କେୁ କୁଲା ରେ ଉଡ଼ାଇଲେ ବାଯୁ ସମାନଙ୍କେୁ ଉଡ଼ାଇ ଦବେ ଓ ଘୂର୍ଣ୍ଣିବାଯୁ ସମାନଙ୍କେୁ ଛିନ୍ନ ଭିନ୍ନ କରି ପକାଇବ। ପୁଣି ତୁମ୍ଭେ ସଦାପ୍ରଭୁଙ୍କଠା ରେ ଉଲ୍ଲାସ କରିବ ଓ ଇଶ୍ରାୟେଲର ଧର୍ମସ୍ବରୂପଙ୍କଠା ରେ ଗର୍ବ କରିବ।'

ଯିଶାଇୟ 45:25

ଇଶ୍ରାୟେଲର ସମୁଦାଯ ବଂଶ ସଦାପ୍ରଭୁଙ୍କଠା ରେ ଧର୍ମପ୍ରାପ୍ତ ହବେେ ଓ ଦର୍ପ କରିବେ।

ଯିଶାଇୟ 60:1

ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପ ରେ ପ୍ରତିଭାତ ହାଇେଛି।

ଯିଶାଇୟ 60:19

ଦିବସର ସୂର୍ୟ୍ଯ ତୁମ୍ଭର ଜ୍ଯୋତି ହବେ ନାହିଁ କିମ୍ବା ଆଲୋକ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ଯୋତ୍ସ୍ଲା ପ୍ରଦାନ କରିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ଯୋତି ଓ ତୁମ୍ଭର ପରମେଶ୍ବର ତୁମ୍ଭର ମହିମାସ୍ବରୂପ ହବେେ।

ଯିଶାଇୟ 62:3

ଆଉ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତ ରେ ଗୋଟିଏ ସୁନ୍ଦର ମୁକୁଟ ସ୍ବରୂପ ଓ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତ ରେ ଗୋଟିଏ ରାଜକିରୀଟ ସ୍ବରୂପ ହବେ।

ଯିରିମିୟ 9:23

ଆଉ ସଦାପ୍ରଭୁ କହନ୍ତି, ଜ୍ଞାନବାନ୍ ଆପଣା ଜ୍ଞାନ ରେ ଦର୍ପ ନ କରୁ, ବଳବାନ୍ ଆପଣା ବଳ ରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନ ରେ ଗର୍ବ ନ କରୁ।

ଯିଖରିୟ 6:13

ସେ ନିଶ୍ଚିତ ଭାବରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବେ ଓ ମହିମା ପ୍ରାପ୍ତ ହବେେ। ସେ ମଧ୍ଯ ଆପଣା ସିଂହାସନ ରେ ବସିବେ ଓ ରାଜତ୍ବ କରିବେ। ଆଉ ମଧ୍ଯ ଜଣେ ଯାଜକ ତାଙ୍କ ସିଂହାସନ ରେ ବସି ଯାଜକ ହବେେ। ସହେି ଦୁଇଜଣ ମଧିଅରେ ଶାନ୍ତିର ନତେୃତ୍ବ ହବେ।'

ଯିଖରିୟ 12:5

ଯିହୁଦାର ପରିବାରର ନେତାଗଣ ଲୋକମାନଙ୍କୁ ଉତ୍ସାହିତ କରିବେ। ସମାନେେ କହିବେ, 'ୟିରୁଶାଲମର ଲୋକମାନେ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବରଙ୍କଠା ରେ ଆସ୍ଥା ରଖନ୍ତି।'

ଲୂକଲିଖିତ ସୁସମାଚାର 2:32

ସେ ଅଣଯିହୂଦୀମାନଙ୍କୁ ତୁମ୍ଭରି ପଥ ଦଖାଇବୋ ପାଇଁ ଆଲୋକ ଅଟନ୍ତି ଓ ସେ ତୁମ୍ଭର ଲୋକମାନଙ୍କ ପାଇଁ ଗୌରବ ଆଣିବେ।

ରୋମୀୟଙ୍କ ପ୍ରତି ପତ୍ର 11:5

ପରମେଶ୍ବରଙ୍କ ଅନୁଗ୍ରହ ଦ୍ବାରା ବଛା ଯାଇଥିବା ଏବେ ମଧ୍ଯ କେତକେ ଲୋକ ଅଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:30

କବଳେ ପରମେଶ୍ବର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତା ରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ବରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହତେୁ ଆମ୍ଭେ ପରମଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହାଇେଛୁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:17

ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା େଛାଟ େଛାଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନା ରେ ଅତି ମହାନ୍।

ପିତରଙ୍କ ପ୍ରଥମ ପତ୍ 5:4

ଯେତବେେଳେ ମୁଖ୍ଯ ମଷେପାଳକ ଆସିବେ, ସେତବେେଳେ ତୁମ୍ଭେ ମୁକୁଟ ପାଇବ। ସହେି ମୁକୁଟଟି ଅତ୍ଯନ୍ତ ଗୌରବମୟ ହାଇେଥିବ ଓ ଏହା କବେେ ହେଲେ ନିଜର ସୌନ୍ଦର୍ୟ୍ଯ ହରାଇବ ନାହିଁ।

Interlinear

Choose Theme