Home Bibles ଯିଶାଇୟ 28:4 · ଓଡ଼ିଆ ବାଇବେଲ
ଯିଶାଇୟ 28:4 · ଓଡ଼ିଆ ବାଇବେଲ

ପର୍ବତ ଉପରିସ୍ଥ ଫଳଶାଳୀ ଉପତ୍ୟକା ବେଷ୍ଟିତ ମୁକୁଟ ସଦୃଶ ସୁନ୍ଦର ଦେଶ ମ୍ଲାନ ପୁଷ୍ପ ପାଲଟିବ।' ସହେି ନଗର ଗ୍ରୀଷ୍ମକାଳର ପ୍ରଥମ ପକ୍ବ ଡ଼ିମିରି ଫଳ ସଦୃଶ ହବେ। ଯେକହେି ତାକୁ ଦେଖିବ ଶୀଘ୍ର ତାକୁ ତୋଳିବ ଓ ଗ୍ରାସ କରିବ।

Cross references

ଗୀତସଂହିତା 73:19

ହଠାତ୍ ସମାନେେ ଧ୍ବଂସରେ ପଡ଼ିୟାନ୍ତି। ସମାନେେ ଭୟଙ୍କର ଘଟଣାରେ ଲୋପ ପାଇଲେ।

ଯିଶାଇୟ 8:4

ଏ ନାମ କାହିଁକି ରଖାୟିବ। କାରଣ ବାଳକଟି ପିତାମାତା ଡ଼ାକିବା ପାଇଁ ଜ୍ଞାନ ପାଇବା ପୂର୍ବରୁ ପରମେଶ୍ବର ସମସ୍ତ ଧନ ସମ୍ପଦ ଦମ୍ମେଶକରୁ ଓ ଶମରିଯାରୁ ନଇୟୋଇଥିବେ ଏବଂ ସେ ସମସ୍ତ ଧନକୁ ଅଶୂର ରାଜାଙ୍କୁ ଦଇେ ଦବେେ।'

ଯିଶାଇୟ 28:1

ଶମରିଯାକୁ ଚାହଁ ! ଇଫ୍ରଯିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ। କାରଣ ପର୍ବତ ଉପ ରେ ଅବସ୍ଥିତ ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସହେି ନଗରୀକୁ ଶମରିଯାମାନେ ରମଣୀଯ ପୁଷ୍କର ମୁକୁଟ' ସଦୃଶ, ମାତ୍ର ସହେି ଭୂଷଣ ସ୍ବରୂପ ସୁନ୍ଦର ପୁଷ୍ପ ମ୍ଲାନ ହବେ।

ହୋଶେୟ 6:4

ହେ ଇଫ୍ରଯିମ, ହେ ଯିହୁଦା, ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ଯବହାର କରିବୁ? ତୁମ୍ଭମାନଙ୍କର ବିଶ୍ବସ୍ତତା ସକାଳର କୁହୁଡି ଓ କାକର ପରି ଅଟେ ଯେ କି ଅତି ପ୍ରତ୍ଯୁଷ ରେ ଉଭଇେ ୟାଏ।

ହୋଶେୟ 9:10

ସହେି ସମୟରେ ଆମ୍ଭେ ଇଶ୍ରାୟେଲକୁ ପାଇଲୁ, ସମାନେେ ମରୁଭୂମିରେ ସତଜେ ଦ୍ରାକ୍ଷାଲତା ସଦୃଶ ଥିଲେ। ସମାନେେ ଡିମିରି ଗଛର ପ୍ରଥମ ଫଳ ସଦୃଶ ଥିଲେ। କିନ୍ତୁ ସମାନେେ ଯେତବେେଳେ ବାଲ-ପିୟୋର ନିକଟକୁ ଆସିଲେ ସମାନେେ ଲଜ୍ଜାସ୍ପଦ ମୂର୍ତ୍ତିଗୁଡିକୁ ଭକ୍ତି କଲେ। ତା'ପ ରେ ସମାନେେ ଭଲ ପାଉଥିବା ଜିନିଷଗୁଡିକ ଘୃଣ୍ଯ ହେଲା।

ହୋଶେୟ 9:16

ଇଫ୍ରଯିମ ଦଣ୍ତିତ ହବେ। ସମାନଙ୍କେର ମୂଳ ମରିୟାଇଛି। ସମାନଙ୍କେର ଆଉ ଅଧିକ ସନ୍ତାନ ହବେେ ନାହିଁ। ସମାନେେ ସନ୍ତାନ ଜନ୍ମ କରି ପାରନ୍ତି। କିନ୍ତୁ ସମାନଙ୍କେର ମହାନ୍ ସନ୍ତାନଙ୍କୁ ଆମ୍ଭେ ହତ୍ଯା କରିବା।

ହୋଶେୟ 13:1

ଇଫ୍ରଯିମ ଇଶ୍ରାୟେଲ ରେ ନିଜକୁ ମହାନ୍ କରି ଦଲୋ। ସେ କହିଲା ବେଳେ ଲୋକେ ଭୟ ରେ ଥରିଲେ। କିନ୍ତୁ ସେ ବାଲ ଦବେତାଙ୍କୁ ପୂଜାକରି ଦୋଷୀ ହେଲେ ଏବଂ ମୃତ୍ଯୁବରଣ କଲେ।

ହୋଶେୟ 13:15

ଇଶ୍ରାୟେଲ ତା'ର ଭାଇମାନଙ୍କ ସହିତ ବଢେ। କିନ୍ତୁ ଏକ ଶକ୍ତିଶାଳୀ ପୂବଇେ ପବନ ଆସିବ, ଏହା ସଦାପ୍ରଭୁ ପ୍ ରରେିତ ବାଯୁ ମରୁଭୂମିରୁ ପ୍ରବାହିତ ହବେ। ତା'ପ ରେ ଇଶ୍ରାୟେଲର କୂଅ ଶୁଖିୟିବ। ଜଳପୂର୍ଣ୍ଣ ଝରଣାଗୁଡିକ ଶୁଖିୟିବ। ସହେି ପବନ ସମସ୍ତ ମୂଲ୍ଯବାନ ବସ୍ତୁ ଇଶ୍ରାୟେଲର ଭଣ୍ତାରରୁ ଉଡାଇ ନଇୟିବେ।

ମୀଖା 7:1

ମୁଁ ବିବ୍ରତ, କାରଣ ଫଳ ତୋଳିଲା ପ ରେ ଫଳ ବଗିଗ୍ଭ ଶ୍ରୀହୀନ ହେଲାପରି ମୁଁ ହାଇେଅଛି ଏବଂ ଦ୍ରାକ୍ଷାଲତାରୁ ଦ୍ରାକ୍ଷାଫଳ ତୋଳା ସରିଗଲା ପରି ମୁଁ ହାଇେଅଛି। ଗୋଟିଏ ହେଲେ ଫଳ ଦ୍ରାକ୍ଷାଲତା ରେ ଖାଇବାକୁ ନାହିଁ କି ମାରେ ପ୍ରିଯ ପ୍ରଥମ ପକ୍ବ ଡିମିରି ଫଳ ନାହିଁ।

ନାହୂମ 3:12

କିନ୍ତୁ ନୀନିବୀ, ତୁମ୍ଭର ସମସ୍ତ ସୁଦୃଢ ସ୍ଥାନଗୁଡିକ ଡିମିରି ଗଛ ସଦୃଶ ହବେ। ନୂଆ ଡିମିରି ପାଚିବ। ଜଣେ ଲୋକ ଆସିବ ଏବଂ ଗଛକୁ ହଲାଇବ ଏବଂ ଡିମିରି ଫଳ ତା'ର ପାଟି ରେ ପଡିବ।

ଯାକୁବଙ୍କ ପତ୍ 1:10

ସହେିପରି ଜଣେ ଧନୀ ବିଶ୍ବାସୀ ଯେ ଆତ୍ମିକ ଭାବରେ ଗରିବ, ତାହା ପରମେଶ୍ବର ତାହାକୁ ଦଖାଇେ ଦଇେଥିବାରୁ, ସେ ଗର୍ବ କରିବା ଉଚିତ। ଧନୀଲୋକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିୟିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:13

ପ୍ରବଳ ଝଡ଼ ରେ ଦୋହଲି ଡ଼ିମ୍ବିରି ଗଛରୁ ଅପକ୍ବ ଡ଼ିମ୍ବିରି ଫଳ ଝଡ଼ି ପଡ଼ିଲା ପରି ଆକାଶର ତାରାଗଣ ପୃଥିବୀ ରେ ଝଡ଼ି ପଡ଼ିଲେ।

Interlinear

Choose Theme