Home Bibles ଯିଶାଇୟ 2:15 · ଓଡ଼ିଆ ବାଇବେଲ
ଯିଶାଇୟ 2:15 · ଓଡ଼ିଆ ବାଇବେଲ

ଆଉମଧ୍ଯ ସହେି ଗର୍ବିତ ଲୋକମାନେ ଉଚ୍ଚ ସ୍ତମ୍ଭ ଓ ଶକ୍ତ କାନ୍ଥ ସଦୃଶ ହବେେ। ମାତ୍ର ପରମେଶ୍ବର ସମାନଙ୍କେୁ ଶାସ୍ତି ଦବେେ।

Cross references

ଯିଶାଇୟ 25:12

ପୁଣି ସଦାପ୍ରଭୁ ଲୋକମାନଙ୍କର ଉଚ୍ଚ ପ୍ରାଚୀର ଓ ନିରାପଦ ସ୍ଥାନ ଗୁଡ଼ିକୁ ନିପାତ କରିବେ ଓ ଭୂମିସାତ୍ କରି ତାକୁ ଧୂଳି ରେ ମିଶାଇ ଦବେେ।

ଯିଶାଇୟ 30:25

ଯେଉଁମାନେ ଗଣହତ୍ଯା ହବେ ଓ ଦୁର୍ଗସବୁ ପତିତ ହବେ। ସହେିଦିନ ଉଚ୍ଚ ପର୍ବତ ଓ ପାହାଡ଼ମାନଙ୍କ ରେ ଝରଣା ଓ ଜଳଷୋର୍ତ ପ୍ରବାହିତ ହବେ।

ସିଫନିୟ 1:16

ଏହା ୟୁଦ୍ଧ ସମୟ ପରି ଏକ ସମୟ ହବେ, ଯେତବେେଳେ ଲୋକମାନେ ପ୍ରତିରକ୍ଷା ଦୁର୍ଗ ଓ ସୁରକ୍ଷିତ ନଗରୀ ରେ ତୂରୀର ଓ ୟୁଦ୍ଧର କାନ୍ଦଣା ଶୁଣିବେ।

Interlinear

Choose Theme