ହେ ତର୍ଶୀଶର କନ୍ଯାଗଣ, ତୁମ୍ଭେ ଫରେି ୟାଅ ଏବଂ ନିଜର ଜମି ରେ ଚାଷ କର, କାରଣ ତୁମ୍ଭର ଆଶ୍ରଯସ୍ଥଳ ଧ୍ବଂସ ପାଇୟାଇଛି।
Cross references
ଶାଉଲ ସହେିକ୍ଷଣି ଭୂମିରେ ଲମ୍ବ ହାଇେ ପଡିଗଲେ ଓ ଶାମୁୟେଲଙ୍କ କଥା ରେ ତାଙ୍କର ବହକ୍ସ୍ଟତ ଭୟଜାତ ହେଲା। ଶାଉଲ ମଧ୍ଯ ବହକ୍ସ୍ଟତ ଦୁର୍ବଳ ଥିଲେ। କାରଣ ସେ ସଦେିନ ଓ ରାତି କିଛି ଆହାର କରି ନଥିଲେ।
ପରମେଶ୍ବର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି। ସେ ଶାସକଠାରୁ କ୍ଷମତା ମଧ୍ଯ ଛଡ଼ାଇ ନିଅନ୍ତି।
ପରମେଶ୍ବର ଆମ୍ଭକୁ ବଳ ପ୍ରଦାନ କରନ୍ତି। ସେ ମାେତେ ଶୁଦ୍ଧ ଜୀବନୟାପନ କରିବା ପାଇଁ ସାହାୟ୍ଯ କରନ୍ତି।
ହେ ତର୍ଶୀଶ୍ର ଜାହାଜସମୂହ, ହାହାକାର କର। କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଧ୍ବଂସ ହାଇେଛି।
ସିଯୋନ କନ୍ଯାଠାରୁ ଆଶୀର୍ବାଦ ଓ ଉନ୍ନତି ତାହାଠାରୁ ଚାଲିୟାଇଛି, ଏହାର ରାଜକୁମାରୀମାନେ ଚାରଣ ଭୂମି ଖୋଜୁଥିବା ହରିଣ ପରି ବୁଲୁଛନ୍ତି। ପୁଣି ସମାନଙ୍କେୁ ଅନୁଧାବନ କରୁଥିବା ଲୋକମାନଙ୍କ ଆଗ ରେ ସମାନେେ ଶକ୍ତିହୀନ ହାଇେଛନ୍ତି।
ଆମ୍ଭେ ବହୁ ରାଜ୍ଯ ଓ ରାଜାଙ୍କୁ ଓଲଟାଇ ଦବୋ, ଆମ୍ଭେ ରାଜ୍ଯର ଅନ୍ୟ ଲୋକମାନଙ୍କର କ୍ଷମତାକୁ ଲୋପ କରିବା, ସମାନଙ୍କେର ରଥ ଓ ଆ ରୋହୀଙ୍କୁ ଧ୍ବଂସ କରିବା। ଆମ୍ଭେ ସମାନଙ୍କେର ୟୁଦ୍ଧ ଅଶ୍ବ ଓ ଆ ରୋହୀଙ୍କୁ ପରାସ୍ତ କରିବା। ସେ ସୈନିକମାନେ ବର୍ତ୍ତମାନ ପରସ୍ପର ବନ୍ଧୁଭାବରେ ଅଛନ୍ତି। କିନ୍ତୁ ସମାନେେ ପରସ୍ପର ବିରୁଦ୍ଧ ରେ ଯିବେ ଏବଂ ପରସ୍ପର ଖଣ୍ତା ରେ ହଣାହଣି ହାଇେ ମରିବେ।
ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ।