ସଦାପ୍ରଭୁ ଏହା କୁହନ୍ତି, ହେ ଇଶ୍ରାୟେଲ ସନ୍ତାନମାନେ, ତୁମ୍ଭମାନେେ ଆମ୍ଭ ନିକଟରେ କୂଶୀଯ ସନ୍ତାନମାନଙ୍କ ତୁଲ୍ଯ। ଆମ୍ଭେ ମିଶରରୁ ଇଶ୍ରାୟେଲକୁ, କପ୍ତୋରରୁ ପଲେଷ୍ଟୀୟକୁ ଓ ବୀରଦେଶରୁ ଅରାମୀଯମାନଙ୍କୁ ଆଣିଅଛୁ।
Cross references
ତେଣୁ ଠିକ୍ ସହେିଦିନ, ସଦାପ୍ରଭୁ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ମିଶରରୁ ଆଗଇେ ନେଲେ। ସୈନ୍ଯ ଶ୍ ରଣେୀବଦ୍ଧ ଲୋକମାନେ ମିଶର ପରିତ୍ଯାଗ କଲେ।
ପରମେଶ୍ବର ଠିକ୍ ସହେିପରି ମଧ୍ଯ କରିଥିଲେ। କପତାରେୀୟମାନଙ୍କ ପ୍ରତି ଅଦ୍ଦୀଯ ଲୋକମାନେ ଘାସା ନିକଟବର୍ତ୍ତୀ ସହର ରେ ବାସ କରୁଥିଲେ। କିନ୍ତୁ କପତାରେୀୟ ଲୋକେ ଅଦ୍ଦୀଯମାନଙ୍କୁ ଧ୍ବଂସ କଲେ। ସହେି କପତାରେୀୟ ଲୋକମାନେ ସମାନଙ୍କେଠାରକ୍ସ୍ଟ ଅଧିକାର ଛିନ୍ନ କରି ସଠାେରେ ଏବେ ପର୍ୟ୍ଯନ୍ତ ବାସ କରୁଛନ୍ତି।
ଏଥିସର ଅଶୂର ରାଜା ଆହସ୍ଙ୍କୁ ସାହାୟ୍ଯ କରିବାକୁ ରାଜିସହଲଲ ଓସସ ଆକ୍ରମଣ କଲଲ। ଦମ୍ମଲଶକ ଅଧିକାର କଲଲ ଓସସଠିକାରସଲାକମାନଙ୍କୁ ବନ୍ଦୀ କରି କୀର ନଗରକୁସନଇଗଲଲ। ଆଉସସ ରତ୍ସୀନ୍କୁ ବଧ କଲଲ।
ଅଶୂର ରାଜା ମିଶର ଓ କୂଶରୁ ପରାସ୍ତ କରିବ। ମିଶରୀଯମାନେ ଲଜ୍ଜିତ ହବେ। କାରଣ ମିଶରୀଯ ଆବାଳବୃଦ୍ଧ ବନ୍ଦୀଙ୍କୁ ଓ କୂଶୀଯ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର ଓ ଶୂନ୍ଯପାଦ କରି ସମାନେେ ତାଙ୍କ ଦେଶରୁ ନଇେଯିବେ।
ରଥା ରୋହୀ ଓ ଅଶ୍ବାରୋହୀ ସୈନ୍ଯମାନେ ତୁଣୀର ଧରି ୟୁଦ୍ଧକୁ ଗଲେ ଓ ତୀର ଢ଼ାଲ ଅନାବୃତ କଲେ।
କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ଇଶ୍ରାୟେଲ ଧର୍ମସ୍ବରୂପ ତୁମ୍ଭର ତ୍ରାଣକର୍ତ୍ତା। ଆମ୍ଭେ ତୁମ୍ଭର ମୁକ୍ତିର ମୂଲ୍ଯ ସ୍ବରୂପ ରେ ମିଶର ଓ ତୁମ୍ଭକୁ ପାଇବା ପାଇଁ କ୍ରୁଶ୍ ଓ ଶିବାଦେଶ ଦଇେଅଛୁ।
ସଦାପ୍ରଭୁ କହନ୍ତି ଦେଖ, ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସମାନଙ୍କେର ଅସୁନ୍ନତ ଅନୁସାରେ ଦଣ୍ଡ ଦବୋ, ଏପରି ସମୟ ଆସୁଅଛି।
ଜଣେ କୃଷ୍ଣକାଯ କ'ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ ଓ ଚିତାବାଘ କ'ଣ ନିଜର ଦହରେ ଛାପ ବଦଳାଇ ପାରିବ ? ତେଣୁ ହେ ୟିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବା ରେ ଅଭ୍ଯସ୍ତ, ତୁମ୍ଭେ କବେେ ସୁକର୍ମ କରିପାରିବ ନାହିଁ।
ଏହା ସମସ୍ତ ପଲେଷ୍ଟୀୟମାନଙ୍କର ଧ୍ବଂସର ସମୟ, ସୋର ଓ ସୀଦୋନର ସହକାରୀ ପ୍ରେତ୍ୟକକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛନ୍ନ କରିବାର ସମୟ ଆସୁଅଛି। ଯେ ହତେୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର ଓ କପ୍ତୋର ଦ୍ବୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ବ ହରଣ କରିବେ।
କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇଶ୍ରାୟେଲକୁ ନଇେ ଆସିଲେ। ସଦାପ୍ରଭୁ ସହେି ଭବିଷ୍ଯଦ୍ବକ୍ତାଙ୍କୁ ଲଗାଇ ଇଶ୍ରାୟେଲକୁ ନିରାପଦ ରଖିଲେ।
ଆମ୍ଭେ ମଧ୍ଯ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି ଦବୋ। ଆବନର ଉପତ୍ୟକାର ସିଂହାସନ ଉପ ରେ ବସିଥିବା ବ୍ଯକ୍ତିକୁ ବିତାଡିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କତକେୁ ମଧ୍ଯ ନିଶ୍ଚିହ୍ନ କରି ଦବେି। ଆଉ ମଧ୍ଯ ଅରାମର ଲୋକମାନେ ପରାଜିତ ହବେେ ଓ କୀରକୁ ଯିବେ। ସଦାପ୍ରଭୁ ଏହାହିଁ କହନ୍ତି।
ଆମ୍ଭେ ତୁମ୍ଭମାନଙ୍କୁ ମିଶରରୁ ଆଣିଲୁ ଏବଂ ଗ୍ଭଳିଶବର୍ଷ ପର୍ୟ୍ଯନ୍ତ ମରୁଭୂମିରେ ଆଗଇେ ନଲେୁ। ଆମ୍ଭେ ମଧ୍ଯ ଇ ମାରେୀଯମାନଙ୍କର ଭୂମିକୁ ଅଧିକାର କରିବାକୁ ତୁମ୍ଭମାନଙ୍କୁ ସାହାୟ୍ଯ କଲୁ।