Home Bibles ☰ Books ଯିଶାଇୟ 22:17 · ଓଡ଼ିଆ ବାଇବେଲ
ଯିଶାଇୟ 22:17 · ଓଡ଼ିଆ ବାଇବେଲ

ହେ ଶକ୍ତିଶାଳୀ ମାନବ, ସଦାପ୍ରଭୁ ତୁମ୍ଭକୁ ଦଳି ଦବେେ।

Cross references

ଏଷ୍ଟର ବିବରଣ 7:8

ତବେେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସର ପାନଶାଳାକୁ ଲେଉଟି ଆସିଲା, ସେତବେେଳେ ଏଷ୍ଟର ଯେଉଁ ଆସନ ରେ ବସିଥିଲା ହାମନ୍ ତହିଁ ଉପରେ ବସି ପଡିଲା। ତେଣୁ ରାଜା କହିଲା, ଏ କ'ଣ ଗୃହ ମଧିଅରେ ମାେ ସାକ୍ଷାତ ରେ ରାଣୀକୁ ବଳାତ୍କାର କରିବ?

ଆୟୁବ ପୁସ୍ତକ 9:24

ଯେତବେେଳେ ଜଣେ ଦୁଷ୍ଟ ବ୍ଯକ୍ତି କୌଣସି ଜାଗା ଅଧିକାର କରେ, ପରମେଶ୍ବର ସହେି ନେତାଙ୍କୁ ଗତି ରୋଧ କରନ୍ତି, ଯାହାସବୁ ଘଟୁଛି ତାକୁ ଦେଖି ? ଯଦି ପରମେଶ୍ବର ତାହା ନ କରନ୍ତି, ତବେେ କିଏ ?

ଯିରିମିୟ 10:18

ସଦାପ୍ରଭୁ ଏହିକଥା କହନ୍ତି, ଆମ୍ଭେ ଏହି ସମୟରେ ଦେଶବାସୀଙ୍କୁ ଦେଶରୁ ଫିଙ୍ଗି ଦବୋ। ସମାନଙ୍କେୁ ଏପରି ଦୁଃଖ ଓ କ୍ଲେଶ ଦବୋ ଯେ ସମାନେେ ଉପୟୁକ୍ତ ଶିକ୍ଷା ଲାଭ କରିପାରିବେ।

ଯିରିମିୟ 14:3

ସମାନଙ୍କେର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି। ସମାନେେ ଜଳାଶଯ ନିକଟକୁ ୟାଇ ଜଳ ପାଆନ୍ତି ନାହିଁ ଓ ଶୂନ୍ଯପାତ୍ର ଘନେି ଫରେି ଆସନ୍ତି। ସମାନେେ ଲଜ୍ଜିତ ଓ ଘବରା ହାଇେ ଆପଣା ଆପଣା ମସ୍ତକ ଢ଼ାଙ୍କନ୍ତି।

Interlinear

Choose Theme