ଯିଶାଇୟ 22:18 · ଓଡ଼ିଆ ବାଇବେଲ
ସେ ତୁମ୍ଭକୁ ଏକ ପେଣ୍ଡୁ ସଦୃଶ ଗଡ଼ାଇ ଗଡ଼ାଇ ନିଜର ବାହୁ ବଳ ରେ ଏକ ପ୍ରଶସ୍ତ ଦେଶକୁ ଫିଙ୍ଗି ଦବେେ ଯେଉଁଠା ରେ ତୁମ୍ଭେ ମରିବ।'
Cross references
ଯିଶାଇୟ 17:13
ନାନା ଦେଶୀଯ ଲୋକମାନେ ସହେି ତରଙ୍ଗ ସଦୃଶ ହବେେ। ପରମେଶ୍ବର ସମାନଙ୍କେୁ ନିଷ୍ଠୁର ବାଣୀ ଶୁଣାଇବେ। ତେଣୁ ସମାନେେ ପଳାଯନ କରିବେ। ବାଯୁ ରେ ଧୂଳି ଉଡ଼ିଲା ପରି, ଘୂର୍ଣ୍ଣିବାତ୍ଯା ରେ ଧୂଳି ଉଡ଼ିଲା ପରି ସମାନେେ ତାଡ଼ିତ ହବେେ।
ଆମୋଷ 7:17
କିନ୍ତୁ ସଦାପ୍ରଭୁ କୁହନ୍ତି, 'ତୁମ୍ଭର ସ୍ତ୍ରୀ ନଗର ମଧିଅରେ ଜଣେ ଗଣିକା ହବେ। ତୁମ୍ଭର ପୁତ୍ରକନ୍ଯାଗଣ ଖଡ୍ଗ ରେ ନିହତ ହବେେ। ଅନ୍ୟ ଲୋକମାନଙ୍କୁ ତୁମ୍ଭ ରାଜ୍ଯରୁ ନିଆୟିବ ଏବଂ ସମାନଙ୍କେ ନିଜ ନିଜ ମଧିଅରେ ବିଭାଗ କରାୟିବ। ଆଉ ମଧ୍ଯ ତୁମ୍ଭେ ବିଦେଶ ରେ ମୃତ୍ଯୁବରଣ କରିବ। ଇଶ୍ରାୟେଲର ଲୋକମାନେ ନିଶ୍ଚିତ ଏଦେଶରୁ ବନ୍ଦୀରୂପେ ବିତାଡିତ ହବେେ।'