ସମାନେେ କେତକେ ତୃଷାର୍ତ୍ତ ପଥିକମାନଙ୍କୁ ଜଳ ଦେଲେ। ଟମାେ ଦେଶବାସୀ କେତକେ ପଳାତକ ପଥିକଙ୍କୁ ଖାଦ୍ୟ ଦେଲେ।
Cross references
ହଦଦ୍, ତମାେ, ୟିଟୁର ଓ ନାଫୀଶ୍ ଓ କଦମାେ।
ଏହାପରେ ଗିଦ୍ଦିୟୋନ ଓ ତାଙ୍କର 300 ଲୋକ ୟର୍ଦ୍ଦନ ନଦୀ ପାର ହେଲେ। ସମାନେେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ଥିଲେ।
ମିଶମ, ଦୂମା, ମସା ; ହଦଦ୍, ତମାେ, ୟିଟୂର, ନାଫୀଶ୍ ଓ କଦମାେ।
ମାରେ ବ୍ଯବସାଯୀ ପାଣିର ଅନ୍ବଷେଣ କଲେ। ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।
ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯବେେ ତୃଷିତ ହୁଏ, ତାହାକୁ ଜଳପାନ କରାଅ।
ସମାନେେ କୁହନ୍ତି, ଆମ୍ଭମାନଙ୍କୁ ସାହାୟ୍ଯ କର, ଆମ୍ଭମାନେେ କ'ଣ କରିବୁ ମନ୍ତ୍ରଣା ଦିଅ। ଆମ୍ଭର ଶତ୍ରୁଠାରୁ ଆମ୍ଭମାନଙ୍କୁ ରକ୍ଷା କର, ଯେପରିକି ଛାଯା ମଧ୍ଯାହ୍ନ ସୂର୍ୟ୍ଯ ତାପରୁ ରକ୍ଷା କରେ। ଆମ୍ଭମାନଙ୍କୁ ଶତ୍ରୁଠାରୁ ଲୁଚାଇ ରଖ। କାରଣ ଆମ୍ଭମାନେେ ତାଙ୍କଠାରୁ ପଳାଇ ଆସିଛୁ। ତାଙ୍କ ନିକଟକୁ ଆମ୍ଭମାନଙ୍କୁ ପଠାଅ ନାହିଁ।'
କିନ୍ତୁ ତୁମ୍ଭମାନେେ ଏପରି କରିବା ଉଚିତ୍: ଯଦି ତୁମ୍ଭର ଶତୃ ଭୋକରେ ଅଛି, ତାହାକୁ ଖାଇବାକୁ ଦିଅ, ଯଦି ତୁମ୍ଭ ଶତୃ ତୃଷିତ ଅଛି, ତାହାକୁ ପିଇବାକୁ ଦିଅ। ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରିପାରିବ।
ପ୍ ରମେ ଅନକେ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ବାଗତ ଜଣାଅ।