ଆରବ ବିଷଯକ ଦୁଃଖବାର୍ତ୍ତା। ଦଦାନୀଯ ବଣିକ ଦଳ ଆରବ ମରୂଭୂମିସ୍ଥ ବନ ମଧିଅରେ ରାତ୍ରି ୟାପନ କଲେ।
Cross references
ସେ ୟକ୍ଷନ୍ ଶିବା ଓ ଦଦାନକୁ ଜନ୍ମ ଦଲୋ। ଦଦାନ ପୁତ୍ରମାନେ ଥିଲେ, ଅଶୂରୀଯ, ଲଟୂଶୀଯ ଓ ଲିଯସ୍ମୀଯ।
କାର୍ଗ ଜାହାଜର ସୁବର୍ଣ୍ଣ ବ୍ଯତୀତ ରାଜା ଶଲୋମନ ମିଶ୍ରୀତ ରାଜାଗଣଙ୍କଠାରୁ ଓ ଅନ୍ୟ ଶାସକମାନଙ୍କଠାରୁ ଓ ବଣିକମାନଙ୍କ ବ୍ଯବସାଯରୁ ସୁବର୍ଣ ପାଇଲେ।
ପୁଣି କୂଶଙ୍କର ପୁତ୍ରମାନେ ଥିଲେ : ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା। ରଯମାର ସନ୍ତାନମାନେ ଶିବା ଓ ଦଦାନ୍।
କଟୁରା ଅବ୍ରହାମଙ୍କର ଜଣେ ଦାସୀ ଥିଲେ। ସେ ସିମ୍ରନ୍, ୟକଷନ୍, ମଦାନ୍, ମିଦିଯନ୍, ୟିଶବକ୍, ଓ ଶୂହକୁ ଜନ୍ମ ଦେଲେ।
ପରମେଶ୍ବର ଆମାେସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀଯ ବାର୍ତ୍ତା ଦଖାଇେଲେ।
ମାତ୍ର ସେ ଆଉ ସୁନ୍ଦର ହାଇେ ରହିବ ନାହିଁ। ଲୋକମାନେ ଭବିଷ୍ଯତ ରେ ଆଉ ସଠାେ ରେ ବାସ କରିବେ ନାହିଁ। ଆରବୀଯମାନେ ଆଉ ସଠାେ ରେ ତମ୍ବୁ ପକାଇବେ ନାହିଁ। ମଷେପାଳକମାନେ ସମାନଙ୍କେର ମଷେମାନଙ୍କୁ ସଠାେ ରେ ଚରାଇବା ପାଇଁ ଆଣିବେ ନାହିଁ।
ପୁଣି ଦଦାନ୍, ଢ଼ମାେ ଓ ବୁଷର ଲୋକମାନେ ଆପଣା ଆପଣା କେଶ ମୁଣ୍ଡନ କରି ସହେି ପାତ୍ରକୁ ପାନ କଲେ।
ପୁରି ଆରବର ସମସ୍ତ ରାଜାଙ୍କୁ ଓ ପ୍ରାନ୍ତରବାସୀ ମିଶ୍ରିତ ଗୋଷ୍ଠୀବର୍ଗର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି।
ହେ ଦଦାନ୍ ନିବାସୀଗଣ, ତୁମ୍ଭମାନେେ ପଳାଅ। ମୁଖ ଫରୋଅ, ଗଭୀର ସ୍ଥାନ ରେ ବାସ କର। କାରଣ ଆମ୍ଭେ ଏଷୌରକୁ ତା'ର ଦୁଷ୍କର୍ମ ଲାଗି ଦଣ୍ଡ ଦବୋ।
ବାବିଲର ରାଜା ନବୁଖଦନିତ୍ସର ଦ୍ବାରା ପରାଜିତ କଦେଶର ଓ ହାତ୍ସୋରର ରାଜା ସମୂହ ବିଷଯ ରେ ଏହି ବାର୍ତ୍ତା।
ଦଦାନର ଲୋକମାନେ ମଧ୍ଯ ତୁମ୍ଭର ବ୍ଯବସାଯୀ ଥିଲେ। ତୁମ୍ଭର ଅନକେ ଦ୍ବୀପ ସହ ବାଣିଜ୍ଯ ଥିଲା। ସମାନେେ ତୁମ୍ଭର ବାଣିଜ୍ଯ ଦ୍ରବ୍ଯ ବଦଳ ରେ ହାତୀଦାନ୍ତ ଓ ଅବଲୁସ୍ କାଠ ଆଣିଲେ।
ଦଦାନ ତୁମ୍ଭକୁ ଭଲ ବ୍ଯବସାଯ ଦଲୋ। ସମାନେେ ତୁମ୍ଭ ସହିତ ଘାଡ଼ୋଗୁଡ଼ିକ ଆରୋହଣ କରିବା ପାଇଁ ମାଟେ ସୂତାର ବସ୍ତ୍ର ବାଣିଜ୍ଯ କଲେ।
ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ୟିରୁଶାଲମକୁ ସଂକତେ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ବ ରେ ପଡ଼ିଅଛି।