Home Bibles ☰ Books ଯିଶାଇୟ 21:1 · ଓଡ଼ିଆ ବାଇବେଲ
ଯିଶାଇୟ 21:1 · ଓଡ଼ିଆ ବାଇବେଲ

ସାଗର ସମୀପସ୍ଥ ପ୍ରାନ୍ତର ବିଷଯ ରେ ଶାେକବାର୍ତ୍ତା। ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ଯା ତୁଲ୍ଯ ପ୍ରାନ୍ତରରୁ ଏକ ଭୟଙ୍କର ଦେଶରୁ ଆସୁଅଛି।

Cross references

ଆୟୁବ ପୁସ୍ତକ 37:9

ଦକ୍ଷିଣ ଦିଗରୁ ବତାସ ମାଡ଼ି ଆ ସେ। ଥଣ୍ଡା ପବନ ଉତ୍ତର ଦିଗରୁ ମାଡ଼ି ଆ ସେ।

ଯିଶାଇୟ 13:1

ପରମେଶ୍ବର ଆମାେସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀଯ ବାର୍ତ୍ତା ଦଖାଇେଲେ।

ଯିଶାଇୟ 13:4

ପର୍ବତମାନଙ୍କ ରେ ହେଉଥିବା କୋଳାହଳ ପ୍ରତି ଧ୍ଯାନ ଦିଅ। ଏହି ବହୁ ଲୋକଙ୍କର କୋଳାହଳ ପରି ଶୁଣାଯାଉଛି। ବହୁ ରାଜ୍ଯର ଲୋକେ ଏକତ୍ରୀତ ହାଇେଛନ୍ତି। ସଦାପ୍ରଭୁ ସର୍ବଶକ୍ତିମାନ ତାଙ୍କର ସୈନ୍ଯବାହିନୀକୁ ଏକତ୍ରୀତ ହବୋକୁ ଆହ୍ବାନ ଦଇେଛନ୍ତି।

ଯିଶାଇୟ 13:13

ସଦାପ୍ରଭୁଙ୍କ କୋରଧ ରେ ଆକାଶମଣ୍ଡଳ କମ୍ପିତ ହବେ ଓ ଦିବସ ରେ ପୃଥିବୀ ସ୍ଥାନଚ୍ଯୁତ ହବେ।'

ଯିଶାଇୟ 13:17

ପରମେଶ୍ବର କୁହନ୍ତି, ବାବିଲର ବିପକ୍ଷ ରେ ଆକ୍ରମଣ ପାଇଁ ମୁଁ ମାଦୀଯମାନଙ୍କୁ ନିଯୋଜିତ କରିବି। ରେ ୗପ୍ୟ ଓ ସୁବର୍ଣ୍ଣ ଲାଞ୍ଚ ପାଇଲେ ମଧ୍ଯ ମାଦୀଯର ସୈନ୍ଯମାନେ କବେେ ଆକ୍ରମଣରୁ ନିବୃତ୍ତ ହବେେ ନାହିଁ।

ଯିଶାଇୟ 13:20

ମାତ୍ର ସେ ଆଉ ସୁନ୍ଦର ହାଇେ ରହିବ ନାହିଁ। ଲୋକମାନେ ଭବିଷ୍ଯତ ରେ ଆଉ ସଠାେ ରେ ବାସ କରିବେ ନାହିଁ। ଆରବୀଯମାନେ ଆଉ ସଠାେ ରେ ତମ୍ବୁ ପକାଇବେ ନାହିଁ। ମଷେପାଳକମାନେ ସମାନଙ୍କେର ମଷେମାନଙ୍କୁ ସଠାେ ରେ ଚରାଇବା ପାଇଁ ଆଣିବେ ନାହିଁ।

ଯିଶାଇୟ 14:1

ଭବିଷ୍ଯତ ରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ ରମେ କରିବେ। ସେ ପୁଣି ଇଶ୍ରାୟେଲ ଲୋକଙ୍କୁ ମନୋନୀତ କରିବେ। ସହେି ସମୟରେ ସମାନଙ୍କେୁ ସମାନଙ୍କେ ଦଇେ ଫରୋଇ ଦବେେ। ତା'ପ ରେ ବିଦେଶୀମାନେ ସମାନଙ୍କେ ସହିତ ସଂୟୁକ୍ତ ହବେେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହବେେ।

ଯିଶାଇୟ 14:14

ଆମ୍ଭେ ମେଘମାଳାର ଉଚ୍ଚସ୍ଥଳ ରେ ଉପରକୁ ଉଠିବା ଏବଂ ପରମେଶ୍ବରଙ୍କ ତୁଲ୍ଯ ସର୍ବୋପରିସ୍ଥ ହବୋ।'

ଯିଶାଇୟ 14:23

ସଦାପ୍ରଭୁ ସର୍ବଶକ୍ତିମାନ ପୁଣି କହିଲେ, ମୁଁ ମନୁଷ୍ଯର ବାସସ୍ଥଳୀ ବାବିଲକୁ ଝିଙ୍କ ପକ୍ଷୀର ବାସସ୍ଥଳୀ ଓ ଜଳାଶଯ ରେ ପରିଣତ କରିବି। ମୁଁ ସଂହାର ରୂପକ ଝାଡ଼ୁ ଧରି ତାକୁ ସମ୍ପୂର୍ଣ୍ଣ ସଫା କରି ଦବେି।'

ଯିଶାଇୟ 17:1

ଦମ୍ମେଶକ ପ୍ରତି ଶାେକ ବାର୍ତ୍ତା। ସଦାପ୍ରଭୁ କୁହନ୍ତି ଯେ ଦମ୍ମେଶକରେ ଏହିସବୁ ଘଟିବ, ଦମ୍ମେଶକ ଆଉ ନଗର ହାଇେ ରହିବ ନାହିଁ। ସେ ଧ୍ବଂସ ପାଇବ। କବଳେ ଧ୍ବଂସ ବିଧ୍ବସ୍ତ ପ୍ରାସାଦଗୁଡ଼ିକର କାନ୍ଥଗୁଡ଼ିକ ରହିବ।

ଯିଶାଇୟ 47:1

ଆଗୋ ବାବିଲର ଅନୁଢ଼ା କନ୍ଯ, ତଳକୁ ଓହ୍ଲାଇ ଆସି ଧୂଳି ରେ ବସ ; ଆଗୋ କଲଦୀଯର କନ୍ଯ, ସିଂହାସନ ଛାଡ଼ି ଭୂମିରେ ବସ। କାରଣ ତୁମ୍ଭମାନେେ ଆଉ କୋମଳ ଓ କୁଆଁରୀକନ୍ଯା ବୋଲି ଖ୍ଯାତ ହାଇବେ ନାହିଁ।

ଯିରିମିୟ 51:1

ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ବାବିଲ ବିରୁଦ୍ଧ ରେ ଓ 'ଲବେ-କାମାଇ' ନିବାସୀମାନଙ୍କ ବିରୁଦ୍ଧ ରେ ଏକ ଶକ୍ତିଶାଳୀ ବିନାଶକ ବାଯୁ ପ୍ରବାହିତ କରାଇବା।

ଯିରିମିୟ 51:42

ବାବିଲ ଉପ ରେ ସମୁଦ୍ର ମାଡ଼ି ଆସିବ ଓ ତାହାର ଢ଼େଉସବୁ ଗର୍ଜନ କରି ତାକୁ ଆଚ୍ଛାଦିତ କରିବ।

ଯିରିମିୟ 51:51

ଆମ୍ଭେ ଯିହୁଦାବାସୀ ନିନ୍ଦା କଥା ଶୁଣିବାରୁ ଲଜ୍ଜିତ ହାଇେଅଛୁ, ଆମ୍ଭମାନେେ ଅପମାନିତ ହାଇେଅଛୁ। କାରଣ ବିଦେଶୀମାନେ ସଦାପ୍ରଭୁଙ୍କର ମନ୍ଦିର ସକଳ ପବିତ୍ର ସ୍ଥାନ ରେ ପ୍ରବେଶ କରିଅଛନ୍ତି।

ଯିହିଜିକଲ 30:11

ନବୂଖଦନିତ୍ସର ଓ ତା'ର ଲୋକମାନେ ଦେଶଗୁଡ଼ିକ ମଧିଅରେ ଅତି ଭୟଙ୍କର। ତାହାର ନିର୍ଦ୍ଦଯ ଲୋକମାନେ ତାହା ସଙ୍ଗେ ଦେଶ ବିନାଶକୁ ଅଣାୟିବ। ଏବଂ ସମାନେେ ମିଶରର ବିରୁଦ୍ଧ ରେ ନିଜ ନିଜ ଖଡ୍ଗ ଉତ୍ତୋଳନ କରିବେ। ସମାନେେ ଶବଗୁଡ଼ିକରେ ଦେଶ ପୂର୍ଣ୍ଣ କରିବେ।

ଯିହିଜିକଲ 31:12

ପୁଣି ଜାତିମାନଙ୍କ ମଧିଅରେ ଭୟଙ୍କର ବିଦେଶୀମାନେ ତାହାକୁ କାଟି ପକାଇ ଛାଡ଼ି ୟାଇଛନ୍ତି। ପର୍ବତମାନଙ୍କ ଉପ ରେ ଓ ସମସ୍ତ ଉପତ୍ୟକା ରେ ତାହାର ଶାଖାସବୁ ପଡ଼ିଅଛି। ଆଉ ଦେଶର ସବୁ ଜଳ ପ୍ରବାହ ନିକଟରେ ତାହାର ଡ଼ାଳସବୁ ଭଙ୍ଗା ୟାଇଛି। ତେଣୁ ପୃଥିବୀସ୍ଥ ୟାବତୀଯ ଜାତି ତାହାର ଛାଯା ତଳୁ ଚାଲିୟାଇଛନ୍ତି ଓ ତାକୁ ପରିତ୍ଯାଗ କରିଛନ୍ତି।

ଦାନିଏଲ 11:40

ଆଉ ଅନ୍ତିମ କାଳ ରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବି ରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ବାରୋହୀଗଣ ଓ ଅନକେ ଜାହାଜ ନଇେ ତାହା ବିରୁଦ୍ଧ ରେ ଘୂର୍ଣ୍ଣିବାଯୁତୁଲ୍ଯ ଆସିବ। ସେ ନାନା ଦେଶ ରେ ପ୍ରବେଶ କରି ବନ୍ଯା ପରି ବହିୟିବ।

ଯିଖରିୟ 9:14

ସଦାପ୍ରଭୁ ତାଙ୍କ ସମ୍ମୁଖ ରେ ଉପସ୍ଥିତ ହବେେ। ବିଦ୍ଯୁତ ସଦୃଶ ତାଙ୍କର ଶର ୟିବ। ସଦାପ୍ରଭୁ ପରମେଶ୍ବର ତୂରୀ ବଜାଇବେ ଏବଂ ସେ ଦକ୍ଷିଣ ଆଡୁ ଝଡପରି ଅଗ୍ରସର ହବେେ।

Interlinear

Choose Theme