ମୁଁ ୟା ସରେ ଓ ଶିବମାର ଲୋକମାନଙ୍କ ସହିତ ମିଶି ବିଳାପ କରିବି କାରଣ ସମାନଙ୍କେର ଦ୍ରାକ୍ଷାଲତା ସବୁ ଧ୍ବଂସ ପାଇଛି। ହିଶ୍ବୋନ୍ ଓ ଇଲିଯାଲି ସହିତ ଲୋତକ ଜଳ ରେ ତିନ୍ତାଇବା, କାରଣ ତୁମ୍ଭମାନଙ୍କର ଶସ୍ଯ ଅମଳ ହବେ ନାହିଁ କି ଗ୍ରୀଷ୍ମ କାଳର ଫଳ ପାଇବା ନାହିଁ ଏବଂ ତୁମ୍ଭମାନଙ୍କ ଆନନ୍ଦ ଧ୍ବନି ରହିବ ନାହିଁ।
Cross references
ଶିଖିମର ଲୋକମାନେ ସମାନଙ୍କେର ନିଜ କ୍ଷତରେକ୍ସ୍ଟ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ସମାନେେ ଦ୍ରାକ୍ଷାଫଳକକ୍ସ୍ଟ ସମାନେେ ଚିପକ୍ସ୍ଟଡିଲେ। ତା'ପରେ ସମାନେେ ସମାନଙ୍କେ ଦବେତାଙ୍କର ମନ୍ଦିରକକ୍ସ୍ଟ ଉତ୍ସବ ପାଳନ କରିବାକୁ ଗଲେ। ସଠାେରେ ସମାନେେ ନୈଶ ଭୋଜନ ଓ ପାନ କଲେ ଓ ଅବୀମଲକେକକ୍ସ୍ଟ ଶାପ ଦେଲେ।
ହେ ପରମେଶ୍ବର, ତୁମ୍ଭେ ସହେି ଗୋଷ୍ଠୀର ବୁଦ୍ଧିର କାରଣ ହବେ। ତୁମ୍ଭେ ସହେି ଲୋକମାନଙ୍କୁ ସୁଖୀ କରିବ ଏବଂ ସହେି ଲୋକମାନେ ତୁମ୍ଭକୁ ସମାନଙ୍କେର ଆନନ୍ଦ ଦଖାଇବେେ। ଏହି ଆନନ୍ଦ ଶସ୍ଯ ସମୟରେ ଉଲ୍ଲାସ ପରି ହବେ। ପୁଣି ଏହି ଆନନ୍ଦ ଉଲ୍ଲାସ ଲୁଣ୍ଠନ ଦ୍ରବ୍ଯକୁ ଭାଗ କଲା ବେଳେ ଯେପରି ହୁଏ ସହେିପରି ହବେ।
ହଶବୋନ୍ ଓ ଇଲିଯାଲି ଅତି ଉଚ୍ଚସ୍ବର ରେ କ୍ରନ୍ଦନ କରୁଛି। ସମାନଙ୍କେର ରବ ୟହସ୍ ପର୍ୟ୍ଯନ୍ତ ଶୁଣା ୟାଇଛି। ଏପରିକି ମାୟୋବର ସୈନ୍ଯମାନେ ଭୟ ରେ କମ୍ପିତ ହାଇେ ଆର୍ତ୍ତନାଦ କରୁଛନ୍ତି।
ଆଉ ଦେଖ, ଯେଉଁ କଲଦୀଯମାନେ ଆମ୍ଭ ନିକଟକୁ ମିସ୍ଫୀକୁ ଆସିବେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସମାନଙ୍କେୁ ଉତ୍ତର କରିବା। ମାତ୍ର ତୁମ୍ଭମାନେେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚଯ କରି ଆପଣା ଆପଣା ପାତ୍ର ରେ ରଖ। ଆଉ ତୁମ୍ଭମାନେେ ହସ୍ତଗତ କରିଥିବା ନଗରଗୁଡ଼ିକରେ ବାସ କର।
ଯେତବେେଳେ ୟିହୁଦୀମାନେ ଏହି ସମ୍ବାଦ ଶୁଣିଲେ, ସମାନେେ ବିତାଡ଼ିତ ହାଇେଥିବା ଦେଶମାନଙ୍କରୁ ଯିହୁଦାକୁ ଫରେିଆସିଲେ। ସମାନେେ ମିସ୍ଫା ରେ ଗଦଲିଯ ନିକଟକୁ ଆସିଲେ। ଆଉ ଅପାର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚଯ କଲେ।
ହେ ସିବ୍ଲାର ଦ୍ରାକ୍ଷାଲତେ, ୟା ସରେ ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ପାଇଁ ଅଧିକ ଶାେକ କରିବା। ତୁମ୍ଭର ଦ୍ରାକ୍ଷାଲତାର ଶାଖାସବୁ ସମୁଦ୍ର ଅତିକ୍ରମ କରିଥିଲା ଓ ସେସବୁ ୟା ସରେ ସମୁଦ୍ର ପର୍ୟ୍ଯନ୍ତ ବିସ୍ତୃତ ହାଇେଥିଲା। ମାତ୍ର ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଆସି ସବୁକିଛି ନଇଗେଲା।