Home Bibles ☰ Books ଯିରିମିୟ 40:12 · ଓଡ଼ିଆ ବାଇବେଲ
ଯିରିମିୟ 40:12 · ଓଡ଼ିଆ ବାଇବେଲ

ଯେତବେେଳେ ୟିହୁଦୀମାନେ ଏହି ସମ୍ବାଦ ଶୁଣିଲେ, ସମାନେେ ବିତାଡ଼ିତ ହାଇେଥିବା ଦେଶମାନଙ୍କରୁ ଯିହୁଦାକୁ ଫରେିଆସିଲେ। ସମାନେେ ମିସ୍ଫା ରେ ଗଦଲିଯ ନିକଟକୁ ଆସିଲେ। ଆଉ ଅପାର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚଯ କଲେ।

Cross references

ଯିରିମିୟ 43:5

ମାତ୍ର ସଦାପ୍ରଭୁଙ୍କ ବାକ୍ଯ ମାନିବା ପରିବର୍ତେ କା ରହରେ ପୁତ୍ର ୟୋହାନନ୍ ଓ ସମସ୍ତ ସନୋପତି ଯିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ ଓ ନାନା ଗୋଷ୍ଠୀ ମଧ୍ଯକୁ ଜଡ଼ିତ ଯେଉଁ ଲୋକମାନେ ଯିହୁଦା ରେ ପ୍ରବାସ କରିବାକୁ ଫରେି ଆସିଥିଲେ, ସମାନଙ୍କେୁ ମିଶରକୁ ନେଲେ।

Interlinear

Choose Theme