Home Bibles ଯିଶାଇୟ 16:10 · ଓଡ଼ିଆ ବାଇବେଲ
ଯିଶାଇୟ 16:10 · ଓଡ଼ିଆ ବାଇବେଲ

ଉର୍ବରା କ୍ଷତରେୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହବେ ଏବଂ ଦ୍ରାକ୍ଷା କ୍ଷତେ ରେ ଗାନ ଓ ଆନନ୍ଦ ଧ୍ବନି ଶୁଣାୟିବ ନାହିଁ। ଦ୍ରାକ୍ଷାକୁ କୁଣ୍ଡ ରେ ପଦ ରେ ଚାପି କହେି ଦ୍ରାକ୍ଷାରସ ବାହାର କରିବ ନାହିଁ, କାରଣ ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦ ଧ୍ବନି ନିବୃତ୍ତି କରିଅଛୁଁ।

Cross references

ବିଚାରକର୍ତାମାନଙ୍କ ବିବରଣ 9:27

ଶିଖିମର ଲୋକମାନେ ସମାନଙ୍କେର ନିଜ କ୍ଷତରେକ୍ସ୍ଟ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ସମାନେେ ଦ୍ରାକ୍ଷାଫଳକକ୍ସ୍ଟ ସମାନେେ ଚିପକ୍ସ୍ଟଡିଲେ। ତା'ପରେ ସମାନେେ ସମାନଙ୍କେ ଦବେତାଙ୍କର ମନ୍ଦିରକକ୍ସ୍ଟ ଉତ୍ସବ ପାଳନ କରିବାକୁ ଗଲେ। ସଠାେରେ ସମାନେେ ନୈଶ ଭୋଜନ ଓ ପାନ କଲେ ଓ ଅବୀମଲକେକକ୍ସ୍ଟ ଶାପ ଦେଲେ।

ଆୟୁବ ପୁସ୍ତକ 24:11

ଗରିବ ଲୋକେ ତଲେ ଉତ୍ପନ୍ନ କରନ୍ତି। ସମାନେେ ଅଙ୍ଗୁର କ୍ଷେତ୍ର ରେ ଅଙ୍ଗୁର ରସ ନଇେ ମଦ୍ଯ ପ୍ରସ୍ତୁତ ରେ ସାହାୟ୍ଯ କରନ୍ତି ଅଥଚ ନିଜେ ପାନ କରିବାକୁ କିଛି ପାଆନ୍ତି ନାହିଁ।

ଯିଶାଇୟ 24:7

ଦ୍ରାକ୍ଷାଲତା ମ୍ଲାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହାଇୟୋଇଛି। ଯେଉଁ ଲୋକମାନଙ୍କର ହୃଦଯ ଖୁସିଥିଲା ବର୍ତ୍ତମାନ ସମାନେେ ୟନ୍ତ୍ରଣା ରେ ଗଁ ଗଁ କରୁଛନ୍ତି।

ଯିଶାଇୟ 32:10

ହେ ନିଶ୍ଚିତା ନାରୀଗଣ, ତୁମ୍ଭମାନେେ ବର୍ଷକ ପ ରେ ଉଦ୍ବିଗ୍ନା ହବେ। କାରଣ ଦ୍ରାକ୍ଷାଫଳର ଅଭାବ ହବେ, ଫଳ ଅମଳର ସମୟ ଆସିବ ନାହିଁ।

ଯିରିମିୟ 48:33

ମାୟୋବର ବିଶାଳ ଦ୍ରାକ୍ଷାକ୍ଷେତ୍ରରୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହାଇେଅଛି। ପୁଣି ମୁଁ ଦ୍ରାକ୍ଷାକୁଣ୍ଡଗୁଡ଼ିକୁ ଦ୍ରାକ୍ଷାରସ ଶୂନ୍ଯ କରିଅଛି। ଆଉ ଆଗକୁ କହେି ଆନନ୍ଦ ଉଲ୍ଲାସ ରେ ଦ୍ରାକ୍ଷା ମର୍ଦ୍ଦନ କରିବ ନାହିଁ। ଆନନ୍ଦଧ୍ବନି ଲୋପ କାଇବ।

ଯିହିଜିକଲ 7:7

ହେ ଦେଶର ନିବାସୀଗଣ, ତୁମ୍ଭମାନଙ୍କର ଅନ୍ତିମ ଦଣ୍ଡ ଆସିୟାଇଛି। ସହେି ସମୟ ଆସୁଅଛି, ତୁମ୍ଭର ଶଷେ ବିଚାର ଦିନ ଅତି ନିକଟ। ସହେି ଦିନଟି ସନ୍ଦହରେ ଓ ବହୁତ ଦୁଃଖପ୍ରଦ ଅଟେ। ତାହା ପର୍ବତଗଣ ଉପ ରେ ଆନନ୍ଦ ଧ୍ବନିର ଦିନ ନୁହେଁ।

ଆମୋଷ 5:11

ତୁମ୍ଭମାନେେ ଦରିଦ୍ରମାନଙ୍କଠାରୁ ଅସାଧୁ ଉପାଯ ରେ କର ନେଉଅଛ ଏବଂ ସମାନଙ୍କେର ଗହମ ବଳପୂର୍ବକ ନେଉଅଛ। ତୁମ୍ଭମାନେେ କାରୁକାର୍ୟ୍ଯ ପଥର ରେ ସୁନ୍ଦର ଘର ନିର୍ମାଣ କରିଛ, କିନ୍ତୁ ତୁମ୍ଭମାନେେ ସହେି ଘ ରେ ରହିପାରିବ ନାହିଁ। ତୁମ୍ଭମାନେେ ସୁନ୍ଦର ଦ୍ରାକ୍ଷାଗଛ କ୍ଷେତ୍ର ରେ ଲଗାଇଛ କିନ୍ତୁ ସେ ଦ୍ରାକ୍ଷାରସ ପାନ କରିପାରିବ ନାହିଁ।

ଆମୋଷ 5:17

ସଦାପ୍ରଭୁ ଏହା ମଧ୍ଯ କହନ୍ତି: ଲୋକମାନେ ଦ୍ରାକ୍ଷାକ୍ଷେତ୍ର ରେ କ୍ରନ୍ଦନ କରିବେ। ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କ ମଧିଅରେ ଅତିକ୍ରମ କରିବା ଏବଂ ତୁମ୍ଭଙ୍କୁ ଦଣ୍ତ ଦବୋ।

ହବକକୂକ 3:17

ଡିମିରି ଗଛ ରେ ଡିମିରି ଫଳ ନପା ରେ, ଦ୍ରାକ୍ଷାଲତା ରେ ଅଙ୍ଗୁର ଫଳି ନପା ରେ, ଅଲିଭ ଗଛ ରେ ଅଲିଭ୍ ଉତ୍ପନ୍ନ ନ ହାଇପୋ ରେ, କ୍ଷତେ ରେ ଖାଦ୍ୟଶସ୍ଯ ନ ହାଇପୋ ରେ, ମେଣ୍ତାଶାଳ ରେ ମେଣ୍ତା ନରହି ପାରନ୍ତି ଓ ଶସ୍ଯଖଳା ରେ ଗୋରୁପଲ ନଥାଇ ପାରନ୍ତି।

ସିଫନିୟ 1:13

ତା'ପ ରେ ଅନ୍ୟ ଲୋକମାନେ ସମାନଙ୍କେର ଧନସମ୍ପଦ ଲୁଣ୍ଠନ କରିବେ ଓ ସମାନଙ୍କେର ଘରଗୁଡିକୁ ଧ୍ବଂସ କରିବେ। ସହେି ସମୟରେ ସମାନେେ ନିର୍ମାଣ କରିଥିବା ଘ ରେ ଲୋକମାନେ ରହିବେ ନାହିଁ ଏବଂ ସମାନେେ ବଢାଇଥିବା ଅଙ୍ଗୁରରୁ ପ୍ରସ୍ତୁତ ଦ୍ରାକ୍ଷାରସ ପିଇବେ ନାହିଁ।

Interlinear

Choose Theme