Home Bibles ଦିତୀୟ ବିବରଣ 15:8 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 15:8 · ଓଡ଼ିଆ ବାଇବେଲ

ତୁମ୍ଭେ ସମାନଙ୍କେ ପ୍ରତି କୃପା ଦୃଷ୍ଟି ରଖିବ, ତାହାର ପ୍ରୟୋଜନ ଅନକ୍ସ୍ଟସା ରେ ତୁମ୍ଭେ ତାଙ୍କୁ ୟଥେଷ୍ଟ ରୂପେ ଋଣ ଦବେ।

Cross references

ଲେବୀୟ ପୁସ୍ତକ 25:35

ଆଉ ଯବେେ ତୁମ୍ଭର ଭାଇ ଦରିଦ୍ର ହାଇୟୋଏ ଓ ଜୀବିକା ନିର୍ବାହ ପାଇଁ ଅକ୍ଷମ ହୁଏ, ତବେେ ତୁମ୍ଭେ ତାହାକୁ ରଖିବ; ସେ ବିଦେଶୀ ଓ ପ୍ରବାସୀ ପରି ତୁମ୍ଭ ସହିତ ଜୀବନ ଧାରଣ କରିବ।

ମାଥିଉଲିଖିତ ସୁସମାଚାର 5:42

ଯଦି କହେି ତୁମ୍ଭକୁ କିଛି ମାଗେ, ତବେେ ତାହା ତାହାକୁ ଦିଅ। କହେି ଯଦି ତୁମ୍ଭଠାରୁ ଧାର ନବୋକୁ ଇଚ୍ଛାକରେ, ତବେେ ତା ହକେୁ ମନା କରନାହିଁ।

ଲୂକଲିଖିତ ସୁସମାଚାର 6:34

ଯେଉଁମାନଙ୍କଠାରୁ ଫରେି ପାଇବାର ଆଶା ଥିବ, ତୁମ୍ଭମାନେେ ଯଦି କବଳେ ସହେିମାନଙ୍କୁ ଟଙ୍କା ଧାର ଦିଅ, ତବେେ ତୁମ୍ଭମାନେେ କେଉଁ ପ୍ରଶଂସା ପାଇବାକୁ ଯୋଗ୍ଯ? କାରଣ ପାପୀମାନେ ମଧ୍ଯ ଟଙ୍କା ଫରେିପାଇବା ଆଶା ରେ ଅନ୍ୟ ପାପୀମାନଙ୍କୁ ଟଙ୍କା ଧାର ଦିଅନ୍ତି।

Interlinear

Choose Theme