କାନ୍ଥ ରେ ଲିଖିତ ହାଇେଥିବା ଶଦ୍ଦଗୁଡିକ ହେଲା ଏହି: ମିନେ, ମିନେ, ତକେଲ୍, ଉପାରସୀନ।
Cross references
ସଦାପ୍ରଭୁ ତକ୍ସ୍ଟମ୍ଭ ସହିତ ଇଶ୍ରାୟେଲକକ୍ସ୍ଟ ପଲେଷ୍ଟୀୟମାନଙ୍କ ଦ୍ବାରା ପରାସ୍ତ କରାଇବେ। ତୁମ୍ଭେ ଓ ତୁମ୍ଭର ପକ୍ସ୍ଟତ୍ରମାନେ ଆସନ୍ତା କାଲି ମାେ ସହିତ ଏହିଠା ରେ ରହିବ।
ଯିହାରୋମ୍ ଭବିଷ୍ଯତ୍ବକ୍ତା ଏଲୀଯଙ୍କଠାରୁ ଏକ ବାର୍ତ୍ତା ପାଇଲେ। ସହେି ବାର୍ତ୍ତା ରେ ଏହିପରି ଲଖାେଥିଲା : ସଦାପ୍ରଭୁ ପରମେଶ୍ବର ଏହିକଥା କହନ୍ତି। ତୁମ୍ଭ ପିତା ଦାଉଦ ଯାହାଙ୍କର ଅନୁଗମନ କରିଥିଲେ, ଏ ସହେି ପରମେଶ୍ବର ଅଟନ୍ତି। ସଦାପ୍ରଭୁ କହନ୍ତି, 'ଯିହାରୋମ୍, ତୁମ୍ଭ ପିତା ଯିହାଶାଫେଟ୍ ଯେଉଁ ପ୍ରକାର ଜୀବନୟାପନ କରିଥିଲେ, ତୁମ୍ଭେ ସେ ପ୍ରକାର କରି ନାହଁ। ଯିହୁଦାର ରାଜା ଆସା ଯେ ପ୍ରକାର ଜୀବନୟାପନ କରିଥିଲେ, ତୁମ୍ଭେ ସପରେି ଜୀବନୟାପନ କରି ନାହଁ।
ତୁମ୍ଭର ବଡ଼ିମା ରସାତଳଗାମୀ ହାଇେଛି। ତୁମ୍ଭ ବୀଣାର ସ୍ବର ତୁମ୍ଭ ଗର୍ବିତ ଆତ୍ମାର ଆଗମନ ଘାଷେଣା କରୁଛି। ମାଛି ତୁମ୍ଭର ଶରୀରକୁ ଭକ୍ଷଣ କରିବ। ତୁମ୍ଭେ ସମାନଙ୍କେ ଉପ ରେ ବିଛଣା ସଦୃଶ ପଡ଼ିବ। କୃମି କମ୍ବଳ ସଦୃଶ ତୁମ୍ଭ ଶରୀରକୁ ଆଚ୍ଛାଦନ କରିବ।
ତେଣୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ ; ତୁମ୍ଭେ ଜାଣିବ ନାହିଁ ଏହା କେତବେେଳେ ଘଟିବ। ତୁମ୍ଭ ଉପ ରେ ବିପଦ ପଡ଼ିବ। ମାତ୍ର ତୁମ୍ଭେ ତାହା ଦୂର କରିପାରିବ ନାହିଁ। ତୁମ୍ଭେ ଏତେ ଶୀଘ୍ର ବିନାଶ ହବେ, ତାହା ତୁମ୍ଭେ ଜାଣିବ ନାହିଁ।
ପୁଣି ସମୁଦାଯ ଗୋଷ୍ଠୀ ନବୂଖଦନିତ୍ସର, ତାହାର ପୁତ୍ର ଓ ପୌତ୍ରର ସବୋ କରିବେ। ପୁଣି ଏକ ସମୟ ଆସିବ, ଅନକେ ଗୋଷ୍ଠୀ ଓ ମହାନ୍ ମହାନ୍ ରାଜାମାନେ ବାବିଲ ରେ ନିଜର ଦାସ୍ଯକର୍ମ କରିବେ।
ତୁମ୍ଭମାନଙ୍କର ଋଣକର୍ତ୍ତାମାନେ ହଠାତ୍ ତୁମ୍ଭ ବିରୁଦ୍ଧ ରେ ଛିଡା ହବେେ। ତା'ପ ରେ ସମାନେେ ତୁମ୍ଭଠାରୁ ଚୋରି କରିବେ। ତୁମ୍ଭେ ଅତି ଭୟଭୀତ ହାଇେ ପଡିବ।
ସେ ତାହାଙ୍କର ବାହୁର ଶକ୍ତି ଦଖାଇେଛନ୍ତି। ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସମାନଙ୍କେର ସମସ୍ତ ଯୋଜନା ଧ୍ବଂସ କରି ଦେଲେ।
କିନ୍ତୁ ପରମେଶ୍ବର ତାହାକୁ କହିଲେ, 'ଆ ରେ ନିର୍ବୋଧ ମନୁଷ୍ଯ! ଆଜି ରାତି ରେ ତୁ ମରିୟିବୁ। ତୁ ଯେଉଁ ପଦାର୍ଥତକ ତୋ ପାଇଁ ସାଇତି କରି ରଖିଛୁ, ତାହା କ'ଣ ହବେ? ସେ ସବୁ କିଏ ଭୋଗ କରିବ?'