Home Bibles ☰ Books ଦିତୀୟ ରାଜାବଳୀ 17:5 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 17:5 · ଓଡ଼ିଆ ବାଇବେଲ

ଅଶୁରର ରାଜା ଇଶ୍ରାୟେଲ ବହୁସ୍ଥାନଗୁଡିକୁ ଆକ୍ରମଣ କଲେ ଓ ଶମରିଯାକୁ ଆସି ତା' ବିରୁଦ୍ଧ ରେ ତିନି ବର୍ଷ ଧରି ୟୁଦ୍ଧ କଲେ।

Cross references

ଦିତୀୟ ରାଜାବଳୀ 6:24

ଏହାପରେ ଅରାମର ରାଜା ବିନ୍ହଦଦ୍ ନିଜର ସମସ୍ତ ସୈନ୍ଯ ଏକତ୍ର କରି ଶମରିଯାକୁ ୟାଇ ଘରେିଗଲେ ଓ ଆକ୍ରମଣ କଲେ।

ଦିତୀୟ ରାଜାବଳୀ 18:9

ଅନନ୍ତର ଯିହୁଦାର ରାଜା ହିଜକିଯଙ୍କର ରାଜତ୍ବର ଚତୁର୍ଥ ବର୍ଷ ରେ ଓ ଇଶ୍ରାୟେଲର ରାଜା ଏଲାଙ୍କର ପୁତ୍ର ହାେେଶୟଙ୍କ ରାଜତ୍ବର ସପ୍ତମ ବର୍ଷ ରେ ଅଶୂରର ରାଜା ଶଲ୍ମନଷେର ଶମରିଯା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ୟାଇ ତାଙ୍କୁ ଅବରୋଧ କଲେ।

ଦିତୀୟ ରାଜାବଳୀ 25:1

ଅନନ୍ତର ସିଦିକିଯଙ୍କ ରାଜତ୍ବର ନବମ ବର୍ଷ ରେ ଦଶମ ମାସର ଦଶମ ଦିନ ରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାଙ୍କର ସମସ୍ତ ସୈନ୍ଯ ୟିରୁଶାଲମ୍ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଲେ ଏବଂ ୟିରୁଶାଲମକୁ ଅବରୋଧ କଲେ ଓ ତା'ର ଚାରିପାଖ ରେ ସୈନ୍ଯ କତ୍ତୃର୍କ ଅବରୋଧ ନିର୍ମାଣ କଲେ।

ଯିରିମିୟ 52:4

ତା'ପ ରେ ରାଜତ୍ବର ନବମ ବର୍ଷର, ଦଶମ ମାସର ଦଶମ ଦିନ ରେ, ବାବିଲର ରାଜା ନବୂଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ ୟିରୁଶାଲମକୁ ଆସିଲେ ଓ ତାହା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପାଇଁ ସମାନଙ୍କେର ଛାଉଣୀ ସ୍ଥାପନ କଲେ। ସମାନେେ ଏହାର ଚତୁର୍ଦ୍ଦିଗ ରେ ପ୍ରବେଶ କରି ଅବରୋଧର କାର୍ୟ୍ଯ କଲେ।

ହୋଶେୟ 13:16

ଶମରିଯା ନିଶ୍ଚିତ ଦଣ୍ତିତ ହବେ। କାରଣ ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ୟାଇଥିଲା। ଇଶ୍ରାୟେଲୀୟମାନେ ଖଡ୍ଗ ରେ ନିହତ ହବେେ। ସମାନଙ୍କେର ପିଲାମାନେ ବିଦୀର୍ଣ୍ଣ ହବେେ। ସମାନଙ୍କେର ଗର୍ଭବତୀ ନାରୀମାନେ ମଧ୍ଯ ବିଦୀର୍ଣ୍ଣ ହବେେ।

Interlinear

Choose Theme