Home Bibles ହୋଶେୟ 12:9 · ଓଡ଼ିଆ ବାଇବେଲ
ହୋଶେୟ 12:9 · ଓଡ଼ିଆ ବାଇବେଲ

ମିଶର ରେ ଥିଲା ସମୟରୁ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ବର ଅଟୁ। ତୁମ୍ଭମାନେେ ଉତ୍ସବ ଦିନ ରେ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ତମ୍ବୁ ରେ ରଖିବା।

Cross references

ଆଦି ପୁସ୍ତକ 25:27

ଏହାପରେ ବାଳକମାନେ ବଢ଼ିଲେ ଏବଂ ଏଷୌ ମୃଗଯା ରେ ଜଣେ ନିପୁଣ ଓ ବନବିହାରୀ ହେଲା। ଯାକୁବ ଜଣେ ମୃଦୁ ମନୁଷ୍ଯ ବ୍ଯକ୍ତି ତମ୍ବୁ ରେ ବାସ କଲା।

ଯାତ୍ରା ପୁସ୍ତକ 20:2

ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ବର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହର କରି ଆଣିଲି, ଯେଉଁଠା ରେ ତୁମ୍ଭମାନେେ ଦାସ ଥିଲ।

ଲେବୀୟ ପୁସ୍ତକ 19:36

ଯଥାର୍ଥ ଦଣ୍ଡି, ଯଥାର୍ଥ ବଟକରା, ଯଥାର୍ଥ ଐଫ ଓ ଯଥାର୍ଥ ପଳା ତୁମ୍ଭମାନଙ୍କର ହବେ। ଯେ ମିଶର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ ଆମ୍ଭେ ସହେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଲେବୀୟ ପୁସ୍ତକ 23:40

ଆଉ ତମ୍ଭମାନେେ ପ୍ରଥମ ଦିନ ରେ ଉତ୍ତମ ବୃକ୍ଷର ଫଳ, ବାତାପି ଗଛର ଗୋଟିଏ ପ୍ରକାର ଖଜୁର୍ର ବାହୁଙ୍ଗା, ଗହଳିଆ ବୃକ୍ଷର ଶାଖା ଓ ନଦୀ ତୀରସ୍ଥ ବାଇସୀ ବୃକ୍ଷ ଘନେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ସମ୍ମୁଖ ରେ ସାତ ଦିନ ୟାଏ ଆନନ୍ଦ କରିବ।

ଲେବୀୟ ପୁସ୍ତକ 26:13

ମୁଁ ତୁମ୍ଭ ସଦାପ୍ରଭୁ ପରମେଶ୍ବର ଅଟେ। ମୁଁ ତୁମ୍ଭମାନଙ୍କୁ ଦାସ ହବୋରୁ ରକ୍ଷା କଲି। ମୁଁ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲି। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ମୁଁ ତୁମ୍ଭମାନଙ୍କର ୟୁଆଳିର ୟୋତ ଭାଙ୍ଗି ଅଛି ଓ ତୁମ୍ଭମାନେ ମୁଣ୍ତ ଉପରକୁ ଉଠାଇ ସିଧା ଗ୍ଭଲିବ।

ଗଣନା ପୁସ୍ତକ 15:41

ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ମୁଁ ତୁମ୍ଭମାନଙ୍କର ପରମେଶ୍ବର ହବୋକୁ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛି।

ଦିତୀୟ ଶାମୁୟେଲ 7:2

ରାଜା ଦାଉଦ ଭବିଷ୍ଯଦ୍ବକ୍ତା ନାଥନଙ୍କକ୍ସ୍ଟ କହିଲେ, ଦେଖ ମୁ ଏବେ ଏରସ ନିର୍ମିତ କାଠ ଘ ରେ ବାସ କରୁଅଛି କିନ୍ତୁ ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ସହେି ତମ୍ବୁ ତଳେ ରହି ଅଛି। ଆମ୍ଭମାନେେ ପବିତ୍ର ସିନ୍ଦକ୍ସ୍ଟକ ପାଇଁ ଏକ ସକ୍ସ୍ଟନ୍ଦର ପ୍ରସାଦ ତିଆରି କରିବା କଥା।

ଏଜ୍ରା 3:4

ଏହାପରେ ସମାନେେ ପତ୍ରକୁଟୀର ପର୍ବ ପାଳନ କଲେ। ସମାନେେ ପ୍ରତିଦିନର ବ୍ଯବସ୍ଥା ରେ ଲଖାୟୋଇଥିବା ପ୍ରେତ୍ୟକକ ଦିନର ଆବଶ୍ଯକ ସଂଖ୍ଯା ଅନୁସାରେ ସମାନେେ ହାମବେଳି ଉତ୍ସର୍ଗ କଲେ।

ନିହିମିୟା 8:15

ସମାନେେ ଯେତବେେଳେ ଏହା ଶୁଣିଲେ, ସମାନେେ ଏହି ବାର୍ତ୍ତା ୟିରୁଶାଲମକୁ ଓ ସମାନଙ୍କେ ସମସ୍ତ ନଗରକୁ ପଠାଇଲେ। ପର୍ବତମଯ ଦେଶକୁ ୟାଅ ଏବଂ ଅଲିଭ ବୃକ୍ଷରୁ ଡାଳ, ଜଙ୍ଗଲି ଅଲିଭି ତୁଲ୍ଯ, ମେ ହନ୍ଦେି ବୃକ୍ଷର ଶାଖା, ଖଜୁରୀ ଶାଖା ଓ ଗହଳିଆ ଶାଖା ସଂଗ୍ରହ କର। ଏହି ଶାଖାଗୁଡିର କ୍ଷଣସ୍ଥାଯୀ ପତ୍ରକୂଟୀର ତିଆରି କରିବା ରେ ବ୍ଯବହାର କର। ଏହିପରି କର କାରଣ ତାହା ବ୍ଯବସ୍ଥା ପୁସ୍ତକରେ ଲିଖିତ ଅଛି।

ଗୀତସଂହିତା 49:7

କହେି ମନୁଷ୍ଯ ବନ୍ଧୁ ତୁମ୍ଭକୁ ବଞ୍ଚାଇପାରିବେ ନାହିଁ କି ତୁମ୍ଭେ ପରମେଶ୍ବରଙ୍କୁ ଲାଞ୍ଚ ଦଇପୋରିବ ନାହିଁ।

ଗୀତସଂହିତା 81:10

ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ। ତୁମ୍ଭର ମୁଖ ବଡ଼ କରି ଖାେଲ, ଆମ୍ଭେ ଖୁଆଇ ଦବୋ।

ହିତୋପଦେଶ 30:12

କେତକେ ଲୋକ ନିଜକୁ ବହୁତ ଭଲ ବୋଲି ଭାବନ୍ତି, କିନ୍ତୁ ବାସ୍ତବ ରେ ସମାନେେ ଅତ୍ଯନ୍ତ ଖରାପ ଲୋକ ଅଟନ୍ତି।

ଯିରିମିୟ 5:27

ଯେପରି ପିଞ୍ଜରା ପକ୍ଷୀ ରେ ପରିପୂର୍ଣ୍ଣ ସହେିପରି ସମାନଙ୍କେ ଗୃହ ଛଳନା ରେ ପୂର୍ଣ୍ଣ। ଏହି ମିଥ୍ଯା ଯୋଗୁଁ ସମାନେେ ଉନ୍ନତ ଓ ଧନବନ୍ତ ହାଇେଛନ୍ତି।

ଯିରିମିୟ 35:7

ଆଉ ମଧ୍ଯ ତୁମ୍ଭମାନେେ ଗୃହ ନିର୍ମାଣ କରିବ ନାହିଁ, କିଅବା ବୀଜ ବୁଣିବ ନାହିଁ କିଅବା ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ନାହିଁ ଅବା ତହିଁର ଅଧିକାରୀ ହବେ ନାହିଁ। ମାତ୍ର ତୁମ୍ଭମାନେେ ୟାବଜ୍ଜୀବନ ତମ୍ବୁ ରେ ବାସ କରିବ, ତହିଁରେ ତୁମ୍ଭମାନେେ ଯେଉଁ ଦେଶ ରେ ପ୍ରବାସ କରୁଅଛ, ସହେି ଦେଶ ରେ ଅନକେ କାଳ ବଞ୍ଚିବ।'

ହୋଶେୟ 13:4

ମିଶର ରେ ତୁମ୍ଭମାନେେ ବାସ କରିବା ଦିନଠାରୁ ଆମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ହାଇେ ଆସିଛୁ। ତୁମ୍ଭମାନେେ ଆମ୍ଭ ବ୍ଯତୀତ ଅନ୍ୟ କୌଣସି ପ୍ରଭୁଙ୍କୁ ଜାଣି ନଥିଲ। ଆମ୍ଭେ ଏକମାତ୍ର ବ୍ଯକ୍ତି ଯେ କି ତୁମ୍ଭମାନଙ୍କୁ ରକ୍ଷା କରୁଥିଲୁ।

ମୀଖା 6:4

ଆମ୍ଭେ କ'ଣ କରିଅଛୁ ତୁମ୍ଭମାନଙ୍କୁ କହିବା। ଆମ୍ଭେ ମାଶାେ, ହାରୋଣ ଓ ମରିଯମକୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ। ମିଶରରୁ ତୁମ୍ଭମାନଙ୍କୁ ଆଣିଅଛି ଓ ତୁମ୍ଭମାନଙ୍କୁ ଦାସତ୍ବରୁ ମୁକ୍ତ କରିଛି।

ଯିଖରିୟ 11:5

ଯେଉଁମାନେ ସଗେୁଡିକୁ କିଣନ୍ତି ସମାନେେ ସଗେୁଡିକୁ ହତ୍ଯା କଲେ, ଆଉ ସମାନେେ ଦୋଷୀ ସାବ୍ଯସ୍ତ ହବେେ ନାହିଁ। ଯେଉଁମାନେ ସଗେୁଡିକୁ ବିକ୍ରୀ କରନ୍ତି, କହିବେ, 'ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ମୁଁ ଧନୀ ହାଇେଅଛି।' ଏବଂ ସମାନଙ୍କେର ମଷେପାଳକମାନଙ୍କର ସମାନଙ୍କେର ମଷେ ଦଳର ଉପ ରେ ଦୟା ନଥିବ।

ଯିଖରିୟ 14:16

ପ୍ରେତ୍ୟକକ ବ୍ଯକ୍ତି ୟିଏ ଦେଶ ଛାଡି ୟିରୁଶାଲମ ବିରୁଦ୍ଧ ରେ ଆସିଛନ୍ତି, ପ୍ରେତ୍ୟକକ ବର୍ଷ ଉପାସନା କରିବା ପାଇଁ ଆସିବେ। ପ୍ରତିବର୍ଷ ସମାନଙ୍କେର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ।

ଯୋହନଲିଖିତ ସୁସମାଚାର 7:2

ଯିହୂଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା।

ଏବ୍ରୀ 11:9

ପରମେଶ୍ବର ପ୍ରତିଜ୍ଞା ଅନୁସାରେ ଅବ୍ରହାମ ସହେି ସ୍ଥାନ ରେ ରହିଲେ। ସେ ଜଣେ ଯାତ୍ରୀ ଭଳି ରହିଲେ, ଜଣେ ବାସିନ୍ଦା ଭଳି ନୁହେଁ। ବିଶ୍ବାସ ଥିବା ହତେୁ ସେ ଏପରି କଲେ। ଇସ୍ହାକ ଓ ଯାକୁବଙ୍କ ସହିତ ଅବ୍ରହାମ ତମ୍ବୁ ରେ ରହିଲେ। ଇସ୍ହାକ ଓ ଯାକୁବ ମଧ୍ଯ

Interlinear

Choose Theme