ଆଦି ପୁସ୍ତକ 18:9 · ଓଡ଼ିଆ ବାଇବେଲ
ଏହାପରେ ସହେି ଲୋକମାନେ ପଚାରିଲେ, ତୁମ୍ଭର ସ୍ତ୍ରୀ ସାରା କେଉଁଠା ରେ?
Cross references
ଆଦି ପୁସ୍ତକ 4:9
ଏହାପରେ ସଦାପ୍ରଭୁ କଯିନକୁ କହିଲେ, ତୁମ୍ଭର ଭାଇ ହବେଲ କେଉଁଠି?
ଆଦି ପୁସ୍ତକ 24:67
ଏହା ପରେ ଇସ୍ହାକ ସେହି କନ୍ୟାକୁ ତାଙ୍କର ମାଙ୍କ ତମ୍ବୁକୁ ଆଣିଲେ। ସେହି ଦିନ ରିବିକା ଇସ୍ହାକର ସ୍ତ୍ରୀ ହେଲେ। ଇସ୍ହାକ ତାଙ୍କୁ ବହୁତ ପ୍ରେମ କଲେ। ତେଣୁ ଇସ୍ହାକ ତାଙ୍କର ମାଙ୍କର ମୃତ୍ୟୁପରେ ସାନ୍ତ୍ୱନା ପାଇଲେ।
ଆଦି ପୁସ୍ତକ 31:33
ତେଣୁ ଲାବନ ଯାକୁବର ଛାଉଣୀ ରେ ଖାଜେିଲେ। ତା'ପରେ ସେ ଲୟୋର ଦମ୍ବୁ ରେ ଖାଜେିଲେ। ଏହାପରେ ସେ ଆସି ତାଙ୍କର ଦୁଇ ଦାସୀଙ୍କର ଦମ୍ବୁ ରେ ଖାଜେିଲେ। କିନ୍ତୁ ସଠାେରେ ମଧ୍ଯ ସମାନେେ ପାଇଲେ ନାହିଁ। ଏହାପରେ ଲାବନ ରାହେଲର ତମ୍ବୁକୁ ଗଲେ।
ତୀତସଙ୍କ ପ୍ରତି ପତ୍ର 2:5
ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।