ଆଦି ପୁସ୍ତକ 8:13 · ଓଡ଼ିଆ ବାଇବେଲ
ଏହାପରେ, ନୋହ ଜାହାଜର ଦ୍ବାର ଖାଲିେଲେ। ନୋହ ଦେଖିଲେ ଯେ, ଭୂମି ପୁରା ଶୁଖି ୟାଇଛି। ଏହାଥିଲା ପ୍ରଥମ ମାସର ପ୍ରଥମ ଦିବସ। ନୋହକୁ ସେତବେେଳେ 601 ବର୍ଷ ହାଇେଥିଲା।
Cross references
ଆଦି ପୁସ୍ତକ 7:6
ବନ୍ଯା ଆସିବା ସମୟରେ ନୋହଙ୍କୁ 600 ବର୍ଷ ବଯସ ହାଇେଥିଲା।
ଆଦି ପୁସ୍ତକ 7:11
ଦ୍ବିତୀୟ ମାସର ସତର ଦିବସ ଯେ ତବେଳେ ନୋହଙ୍କୁ 600 ବର୍ଷ ବଯସ ହାଇେଥିଲା। ମହା ସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା।