ଦ୍ବିତୀୟ ମାସର ସତର ଦିବସ ଯେ ତବେଳେ ନୋହଙ୍କୁ 600 ବର୍ଷ ବଯସ ହାଇେଥିଲା। ମହା ସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା।
Cross references
ଏହିପରି ପରମେଶ୍ବର ତାରଣେ ନିର୍ମାଣ କଲେ ଏବଂ ତାଣେ ଉପର ଜଳଠାରୁ ତାରଣେ ତଳ ଜଳକୁ ଅଲଗା କଲେ। ତହିଁରେ ସହେିପରି ହେଲା।
ମୁଁ ଏକ ପ୍ରଳଯଙ୍କାରୀ ବନ୍ଯା ପୃଥିବୀ ଉପରେ ଆଣିବି। ଆକାଶ ତଳେ ଥିବା ସମସ୍ତ ଜୀବସତ୍ତାକୁ ଧ୍ବଂସ କରିବି। ପୃଥିବୀର ସମସ୍ତ ପ୍ରାଣୀ ମରିବେ।
ଆକାଶରୁ ବର୍ଷା ପଡ଼ିବା ବନ୍ଦ ହାଇଗେଲା ଏବଂ ଧରିତ୍ରୀ ତଳେ ଜଳଷୋର୍ତ ବନ୍ଦ ହାଇଗେଲା। ଆକାଶସ୍ଥ ଦ୍ବାର ସକଳ ବନ୍ଦ ହାଇଗେଲା।
ଦ୍ବିତିଯ ମାସର ଶତାଇଶ ଦିନ ବଳକେୁଭୂମି ପୁରା ଶୁଖିୟାଇଥିଲା
ସନୋପତି ୟିଏ ରାଜା ଙ୍କର ନିକଟର ଥିଲେ ପରମେଶ୍ବର ଲୋକଙ୍କୁ ଉତ୍ତର ଦେଲେ। ଦେଖ, ଯବେେ ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି ତବେେ ମଧ୍ଯ ସମ୍ଭବ ହାଇେ ପାରିବ ନାହିଁ?
ମାତ୍ର ସହେି ସନୋପତି ପରମେଶ୍ବରଙ୍କ ଲୋକକୁ ଉତ୍ତର କରି କହିଥିଲା, ଦେଖ, ଯଦି ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି, ଏପରି ଘଟିବ ନାହିଁ? ସେତବେେଳେ ଇଲୀଶାୟ ସନୋପତିକୁ ଉତ୍ତର ଦେଲେ, ତୁମ୍ଭେ ନିଜେ ସ୍ବଚକ୍ଷୁ ରେ ଏହା ଦେଖିବ, ମାତ୍ର ତୁମ୍ଭେ ସେଥିରୁ ଭୋଜନ କରିବ ନାହିଁ।
ଶ୍ରମିକମାନେ ଭୂମିରେ ଗଭୀରଗାତ ଖାେଳି ଖଣିଜ ଦ୍ରବ୍ଯର ପଶ୍ଚାଦବର୍ତ୍ତୀ ହୁଅନ୍ତି। ସମାନେେ ଖଣିର ନିମ୍ନ ଦେଶକୁ ବହୁତ ତଳକୁ ୟାଆନ୍ତି, ଯାହା ଲୋକମାନଙ୍କ ବାସ କରୁଥିବା ସ୍ଥାନଠାରୁ ବହୁତ ଦୂର। ଯେଉଁଠାକୁ ଆଗରୁ କହେି କବେେ ୟାଇ ନ ଥିଲେ। ସମାନେେ ଦଉଡ଼ି ଦ୍ବାରା ଝୁଲି ଭୂମିର ବହୁ ତଳକୁ ୟାଆନ୍ତି, ଅନ୍ୟ ଲୋକମାନଙ୍କଠାରୁ ମଧ୍ଯ ବହୁତ ଦୂର।
ଆୟୁବ, କିଏ ସମୁଦ୍ରକୁ ବନ୍ଦ କରିବା ପାଇଁ ଫାଟକ ବନ୍ଦ କଲା, ଯେତବେେଳେ ଏହା ଗଭୀର ଭାବରେ ପୃଥିବୀ ରେ ପ୍ରବାହିତ ହେଲା ?
ଏପରି କିଏ ବୁଦ୍ଧିମାନ ଅଛି, ୟିଏ ମେଘକୁ ଗଣିପା ରେ ଏବଂ କିଏ ତାଙ୍କୁ ବକ୍ସିସ ଦଇେ ତାଙ୍କ ବୃଷ୍ଟି ଢ଼ାଳି ଦବେ।
ପରମେଶ୍ବର ସମୁଦ୍ରରୁ ଜଳ ଆଣି ଗୋଟିଏ ସ୍ଥାନରେ ଏକତ୍ରୀତ କଲେ। ସେ ସମୁଦ୍ରକୁ ତା ସ୍ଥାନରେ ରଖି ଦେଲେ।
ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।
କିନ୍ତୁ ଏହାପରେ ପରମେଶ୍ବର ଉପରିସ୍ଥ ମେଘମାଳାକୁ ଉନ୍ମୋଚନ କଲେ ଓ ଆକାଶର ଦ୍ବାର ଖାଲିେଲେ।
ସେ ମେଘକୁ ଆକାଶ ରେ ଝୁଲାଇଲେ, ଯେତବେେଳେ ସେ ସମୁଦ୍ରର ଉତ୍ସକୁ ପୂର୍ଣ୍ଣ କଲେ।
ଯେତବେେଳେ ଲୋକମାନେ ଭୟର ଶବ୍ଦ ଶୁଣିବେ ଓ ପଳାଯନ କରିବେ, ସମାନେେ ସେତବେେଳେ ଗର୍ତ୍ତ ରେ ପଡ଼ିବେ। ସମାନଙ୍କେ ମଧ୍ଯରୁ କେତକେ ଗର୍ତ୍ତରୁ ଉଠି ଉପରକୁ ଆସିଲେ ଫାନ୍ଦ ରେ ପଡ଼ିବେ। କାରଣ ଉର୍ଦ୍ଧ୍ବସ୍ଥ ଝରକାସବୁ ଉନ୍ମୁକ୍ତ ରହିଛି ଏବଂ ପୃଥିବୀର ମୂଳଦୁଆ କମ୍ପିତ ହେଉଅଛି।
ପୃଥିବୀ ବିଦୀର୍ଣ୍ଣ ହାଇେ ଖଣ୍ଡ ବିଖଣ୍ଡିତ ହେଉଅଛି, ଏହା ଥରି ବିଚଳିତ ହାଇେ ନଷ୍ଟ ହେଉଅଛି।
ନିଶ୍ଚିତଭାବରେ ତୁମ୍ଭମାନେେ ଆମ୍ଭକୁ ଭୟ କରିବାର କାରଣ ଅଛି, ସଦାପ୍ରଭୁ କହନ୍ତି। ହଁ, ତୁମ୍ଭମାନେେ ଆମ୍ଭ ସମ୍ମୁଖ ରେ ଭୟ ରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ର ରେ ଢ଼େଉ ଉେଠ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘାରେ ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।
ଯେତବେେଳେ ସେ ଭୟଙ୍କର ଶବ୍ଦ କରନ୍ତି, ସେତବେେଳେ ଆକାଶର ଜଳରାଶି ଗର୍ଜନ କରନ୍ତି। ସେ ସମଗ୍ର ପୃଥିବୀ ଉପ ରେ ମେଘ ସୃଷ୍ଟି କରିଛନ୍ତି। ସେ ମେଘ ସହିତ ବିଜୁଳି ପଠାନ୍ତି ଓ ତାଙ୍କ ଭଣ୍ଡାର ଘରୁ ବାଯୁ ପ୍ରବାହ କରନ୍ତି।
କାରଣ ସଦାପ୍ରଭୁ, ମାରେ ପ୍ରଭୁ ଏକଥା କହନ୍ତି, ହେ ସୋର, ତୁମ୍ଭେ ନିବାସହୀନ ଧ୍ବସ୍ତ ନଗର ହବେ। ଆମ୍ଭେ ସମୁଦ୍ର ଜଳରାଶି ତୁମ୍ଭ ଉପ ରେ ପ୍ରବାହିତ କରାଇବା ଓ ଗଭୀର ଜଳରାଶି ତୁମ୍ଭକୁ ଆଚ୍ଛାଦନ କରିବ।
ମାରେପ୍ରଭୁ ସଦାପ୍ରଭୁ ସର୍ବଶକ୍ତିମାନ ପୃଥିବୀକୁ ସ୍ପର୍ଶ କରିବେ ଏବଂ ତାହା ତରଳି ୟିବ। ତତ୍ପ ରେ ସଠାେ ରେ ବାସ କରୁଥିବା ସମସ୍ତ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶରର ନୀଳନଦୀ ପରି ସହେି ଭୂମିର ଉତ୍ଥାନ ପତନ ଘଟିବ।
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କ ଦ୍ରବ୍ଯର ଏକ ଦଶମାଂଶ ଆମ୍ଭ ଭଣ୍ତାରକୁ ଆଣ ୟଦ୍ବାରା କି ତୁମ୍ଭର ଗୃହ ରେ ୟଥେଷ୍ଟ ଖାଦ୍ୟ ରହିବ। ଆମ୍ଭକୁ ପରୀକ୍ଷା କର। ଯଦି ତୁମ୍ଭମାନେେ ଏହି କାର୍ୟ୍ଯ କର, ଆମ୍ଭେ ଆକାଶର ଝରକାସବୁ ଖାଲିଦେବୋ ଏବଂ ତୁମ୍ଭେ ଉପ ରେ ଆଶୀର୍ବାଦ ବୃଷ୍ଟି କରିବା। ପ୍ରେତ୍ୟକକ ଦିଗରୁ ତୁମ୍ଭମାନଙ୍କର ଦରକାରଠାରୁ ଅଧିକ ତୁମ୍ଭମାନେେ ଲାଭ କରିବ।
ସେତବେେଳେ ବନ୍ଯା ଆସିବା ପୂର୍ବରୁ ଲୋକମାନେ ଭୋଜନପାନ କରୁଥିଲେ, ଲୋକେ ବିବାହ କରୁଥିଲେ ଏବଂ ପିଲାମାନଙ୍କୁ ବିବାହ ଦେଉଥିଲେ। ନୋହଙ୍କର ଜାହାଜ ରେ ପ୍ରବେଶ କରିବା ଦିନ ପର୍ୟ୍ଯନ୍ତ ଲୋକେ ଏସବୁ କରୁଥିଲେ।
ଲୋକେ କହିବେ : ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ। ସହେି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବଦନୋ ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସମାନେେ ରକ୍ଷା ପାଇପାରିବେ ନାହିଁ।