Home Bibles ଆୟୁବ ପୁସ୍ତକ 28:4 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 28:4 · ଓଡ଼ିଆ ବାଇବେଲ

ଶ୍ରମିକମାନେ ଭୂମିରେ ଗଭୀରଗାତ ଖାେଳି ଖଣିଜ ଦ୍ରବ୍ଯର ପଶ୍ଚାଦବର୍ତ୍ତୀ ହୁଅନ୍ତି। ସମାନେେ ଖଣିର ନିମ୍ନ ଦେଶକୁ ବହୁତ ତଳକୁ ୟାଆନ୍ତି, ଯାହା ଲୋକମାନଙ୍କ ବାସ କରୁଥିବା ସ୍ଥାନଠାରୁ ବହୁତ ଦୂର। ଯେଉଁଠାକୁ ଆଗରୁ କହେି କବେେ ୟାଇ ନ ଥିଲେ। ସମାନେେ ଦଉଡ଼ି ଦ୍ବାରା ଝୁଲି ଭୂମିର ବହୁ ତଳକୁ ୟାଆନ୍ତି, ଅନ୍ୟ ଲୋକମାନଙ୍କଠାରୁ ମଧ୍ଯ ବହୁତ ଦୂର।

Cross references

ଆଦି ପୁସ୍ତକ 7:11

ଦ୍ବିତୀୟ ମାସର ସତର ଦିବସ ଯେ ତବେଳେ ନୋହଙ୍କୁ 600 ବର୍ଷ ବଯସ ହାଇେଥିଲା। ମହା ସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା।

Interlinear

Choose Theme